ମୁଣ୍ଡବିହୀନ ମହିଳାଙ୍କ ମର୍ଡର ମିଷ୍ଟ୍ରି, ୨ ଅଟକ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରୁ ଅନ୍ଧାରୁଆରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ପୋଲିସ ହାତରେ ବଡ ସଫଳତା | ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଥିବା ସମୟରେ ଘଟଣାରେ ୨ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ତେବେ ଘଟଣାରେ ଅଧିକ ଛାନଭିନ ପାଇଁ ୨ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ!-->…
