Odia News Portal

CBI ବଦଳରେ SIT ତଦନ୍ତ ଅଧିକ ଫଳପ୍ରଦ ହେବ

ଭୁବନେଶ୍ୱର() ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାର SIT ତଦନ୍ତ ଲାଗି ନିଷ୍ପତ୍ତି ଦେଇଛନ୍ତି । ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଉଚ୍ଚତନ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ସରକାରଙ୍କର କିଛି ଭୁଲ ନିଷ୍ପତ୍ତି ନୁହେଁ ।…

ମହାପ୍ରସାଦକୁ ଅନଲାଇନରେ ବିକ୍ରି କଲା ଆମାଜନ, ଥାନାରେ ଏତଲା ଦାୟର

ପୁରୀ() ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦକୁ ଅନଲାଇନରେ ବିକ୍ରି କରିବା ନେଇ ସିଂହଦ୍ୱାର ଥାନାରେ ଏତଲା ଦାୟର ହୋଇଛି । ଏହି ଏତଲା ଦାୟର କରିଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଏହି ଘଟଣାଟି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ଶ୍ରୀ ଖୁଣ୍ଟିଆଙ୍କ ଏତଲାକୁ…

ଏସ୍ ଆଇ ଟି ତଦନ୍ତ ଏକ ଐତିହାସିକ ନିଷ୍ପତି

ଭୁବନେଶ୍ୱର() ନୟାଗଡ଼ ଘଟଣାରେ ରାଜ୍ୟ ସରକାର ଏସ ଆଇ ଟି ତଦନ୍ତ ଲାଗି ନିର୍ଦ୍ଦେଶ ଦେବା କଗ୍ରେସ ଦଳର ନୈତିକ ବିଜୟ ଓ ବିଧାନସଭା ଇତିହାସରେ ଆଗରୁ କେବେ ହୋଇନଥିଲା ବୋଲି  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାର…

୬୮ ଜଣଙ୍କୁ ଫେକ୍ ଅଫର ଲେଟର

ବ୍ରହ୍ମପୁର() ବ୍ରହ୍ମପୁର ଟାଟା ପ୍ରକଳ୍ପରେ ଚାକିରି ନେଇ ନକଲି ନିଯୁକ୍ତିପତ୍ର ପ୍ରଦାନ ଘଟଣାରେ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ । ଏନେଇ ଆଜି ଗଞ୍ଜାମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ୨ ଇନ୍ସପେକ୍ଟର ପହଞ୍ଚି ନକଲି ନିଯୁକ୍ତିପତ୍ର ନେଇ ଖୋଳତାଡ କରୁଛନ୍ତି । ନକଲି…

ଟ୍ୱିଟରେ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ରାଜ୍ୟରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା ୫ଶହ ତଳକୁ କମିଥିବାରୁ ଟ୍ୱିଟ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ଜୁଲାଇ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ…

ବ୍ୟାଣ୍ଡ ବାଜାକୁ ଅନୁମତି

ବିବାହ ଉତ୍ସବ ରେ ଏବେ 150 ଲୋକ ଯୋଗ ଦେଇ ପାରିବେ ଏହା ସହ ବ୍ୟାଣ୍ଡ ବାଜା କୁ ମଧ୍ୟ ଅନୁମତି ଦେଇଛି ପାଟନା ଜିଲ୍ଲା ପ୍ରଶାସନ। ଏହା ପୂର୍ବରୁ ବିବାହ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବିହାର ସରକାର କରୋନା ପ୍ରତିରୋଧ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା(ଏସଓପି) ନିର୍ଦ୍ଧାରିତ…

୧୦୦ କୋଟିର ମାନହାନି ମକଦ୍ଧମା

ପୁଣେ()  ଜଣେ ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଧମା ରୁଜୁ କରିଛି ସେରମ ଇନଷ୍ଟିଚ୍ୟୁଟ । ସ୍ୱେଚ୍ଛାସେବୀ ଜଣକ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ । କରୋନା ଟିକା କୋଭିସିଲ୍ଡର ପରୀକ୍ଷଣ ସମୟରେ ଏହି ସ୍ୱେଚ୍ଛାସେବୀ ଜଣକ ଅସୁସ୍ଥ ହୋଇଥିବାର…

ଆକାଶ ପାଠକଙ୍କ ବିରୋଧରେ ଠକେଇ ଅଭିଯୋଗ, ତଦନ୍ତ କରିବ କ୍ରାଇମବ୍ରାଂଚ ଟିମ୍

‌ବ୍ରହ୍ମପୁର ()  ଆୟ ବହିର୍ଭୂତ ସଂପତି ମାମଲାରେ ବାପା ଅଭୟକାନ୍ତ ପାଠକଙ୍କ ସହ ଜେଲରେ ଥିବା ପୁ୍‌ଅ ଆକାଶ ପାଠକଙ୍କ ବିରୋଧରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗର ଯାଂଚ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଂଚର ଦୁଇ ଜଣିଆ ଟିମ୍ ପହଂଚିଛନ୍ତି । ଚାକିରୀ ଦେବା…

ପାଠକଙ୍କ ସୁରକ୍ଷା ପାଇଁ ପରୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେପି

ଭୁବନେଶ୍ୱର() ବିଧାନସଭାରେ ଲଗାତାର ହଙ୍ଗାମା ଜାରି ରଖିଥିବା ବିଜେପିର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି । କୋଟି କୋଟି ଟଙ୍କା ଲୁଟ୍‍ରେ ବନ୍ଧା ହୋଇଥିବା ସରକାରୀ ବାବୁ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ସୁରକ୍ଷା ଦେବାଲାଗି ବିଜେପି ଜାଣିଶୁଣି ବିଧାନସଭାରେ ପରୀ ପ୍ରସଙ୍ଗୁ ଅସ୍ତ୍ର…

ଜନତାଙ୍କ ସ୍ୱାର୍ଥ ହାନି କରୁଥିବା ନେତାଙ୍କୁ ଆଦୈା ବରଦାସ୍ତ କରାଯିବ ନାହିଁ

ଭୁବନେଶ୍ୱର() ନିଜର ସଂପୂର୍ଣ୍ଣ ରାଜନୈତିକ କ୍ୟାରିଅରରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଥାରେ ନୁହେଁ ବାରମ୍ବାର ସେ ନିଜ କାର୍ଯ୍ୟରେ ବି ଏହା ପ୍ରମାଣିତ କରିଆସିଛନ୍ତି । ଏବେ ଦୁର୍ନୀତି ଓ ଦୁର୍ନୀତିକୁ…