ଆତ୍ମହତ୍ୟା ଉଦ୍ୟମର ଆଗୁଆ ଖବରକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର () ବିଧାନସଭା ସ୧ୁଖରେ ତିନି ତିନିଟି ଆତ୍ମହତ୍ୟା ଉଦ୍ୟମ ଏବେ ପୁଲିସ୍ ଓ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଏହି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିମାନେ କିଭଳି ଆସୁଛନ୍ତି ଓ ଏମାନଙ୍କୁ କିଏ ଆଣୁଛି ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ବିଶେଷକରି କିରୋସିନି ଧରି…
