Odia News Portal

ରାଜ୍ୟରେ ଆଜି ୫୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର()  ରାଜ୍ୟରେ ଆଜି ୫୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୪୩ ଜଣ ଚିହ୍ନଟ ହୋଇଥିବାବେଳେ ୨୫୧ଟି ଲୋକାଲ କେସ୍‌ ରହିଛି। ନୂତନ…

ଗିରଫ ହେବେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ

ଭୁବନେଶ୍ୱର() ସାରା ରାତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଜେରା କରିଛି ଭିଜିଲାନ୍‌ସ । ଡିଆଇଜି ସଞ୍ଜୟ କୌଶଲ ଅଭୟଙ୍କୁ ଜେରା କରୁଛନ୍ତି । ଭିଜିଲାନ୍‌ସ ଏସପି ଅନୁପମା ଜେମ୍‌ସ ମଧ୍ୟ ପଚରାଉଚରା କରୁଛନ୍ତି । ଏହାପରେ ମେଡିକାଲ ଯାଞ୍ଚ କରାଯିବ । ସଂଧ୍ୟା ପୂର୍ବରୁ ବାପା,…

କହିଁକି ନାଗାର୍ଜୁନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ ? ଜାଣନ୍ତୁ ପୁରା କଥା…

ଆଜି ହେଉଛି ମହା ପ୍ରଭୁଙ୍କ ନାଗାର୍ଜୁନ ବେଶ । ଯାହା ଚଳିତ ବର୍ଷ ପଡ଼ିଛି ଆଉ ଏହି ବେଶ ଦୀର୍ଘ ୨୫ ବର୍ଷ ପରେ ପଡ଼ିଛି । ଶେଷ ଥର ପାଇଁ ଏହା ୧୯୯୫ ମସିହାରେ କରାଯାଇଥିଲା । ତେବେ ଆପଣ ଜାଣନ୍ତି କି ଏହି ବେଶର କଣ ରହିଛି ତାତ୍ପର୍ୟ୍ୟ କାହିଁକି ମହାପ୍ରଭୁ ହୁଅନ୍ତି ନାଗାର୍ଜୁନ ବେଶ । ଆସନ୍ତୁ…

ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ

ପୁରୀ() ଜଗନ୍ନାଥ ଓ ବଳଭଦ୍ରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶର ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି । ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ବେଶ ଶେଷ ହୋଇଛି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ । ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ । ଜଗନ୍ନାଥ ଓ…

ବାପାକୁ କାଟିଦେଲା ପୁଅ, ଟାଟା ମୋଟର୍ସ ନାଁରେ ଲୋକଙ୍କୁ ଠକୁଥିଲା

ଭୁବନେଶ୍ୱର () ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଭୟ କାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଆଉ ଏକ ସାଂଘାତିକ ଠକେଇ ଓ ଜାଲିଆତିର ଅଭିଯୋଗ । ଅଭିଯୋଗ କରିଛି ଟାଟା ମୋଟର୍ସ । କ୍ରାଇମବ୍ରାଞ୍ଚରେ ହୋଇଛି ଅଭିଯୋଗ । ଟାଟା ମୋଟର୍ସର ଜେନରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତି ଏହି ଏତଲା ଦେଇଛନ୍ତି ।…

ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଲାଗୁ ହେଲା ୧୪୪ ଧାରା

ପୁରୀ()ଦେଶରେ କରୋନା ମହାମାରୀର ତୃତୀୟ ଲହରୀ ମାଡିଥିବା ବେଳେ ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ସତର୍କତା ଦୃଷ୍ଟିରୁ ଏବେବି କିଛି ଦିଗରେ କଟକଣା ଲାଗୁ କରାଯାଉଛି । ଏହାରି ମଧ୍ୟରେ ନାଗାର୍ଜୁନ ବେଶ ପାଇଁ ବଡଦାଣ୍ଡରେ ୧୪୪ ଧାରା ଲାଗୁ କରାଯିବ । ଆଜି ରାତି ୨ଟାରୁ ୧୪୪ ଧାରା…

ଏଣିକି ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା

କରୋନା ସଂକ୍ରମଣ ଏବେ ବି ଦେଶରେ ଜାରି ରହିଛି। ଲକ୍‌ଡାଉନ୍‌ ଉଠିଥିଲେ ମଧ୍ୟ ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ୍‌ ହୋଇନାହିଁ। କରୋନାର ପ୍ରଭାବ ଲୋକଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ଲୋକମାନେ ଏବେ ବି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଅନ୍ୟପଟେ ଦେହଜୀବୀଙ୍କ ଉପରେ ମଧ୍ୟ କରୋନାର…

ଡ.ଅଚ୍ୟୁତ ସାମନ୍ତଙ୍କୁ ICFAI ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ

ଭୁବନେଶ୍ବର() ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ସିକିମର ICFAI (ଇକଫାଇ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସିକିମ୍‌ ରାଜ୍ୟପାଳ ଗଙ୍ଗା ପ୍ରସାଦ…

ସତ୍ୟ ଉନ୍ମୋଚନ ହେଉ, ପରୀ ନ୍ୟାୟ ପାଉ

ଭୁବନେଶ୍ୱର()  ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ  ବିଧାନସଭାରେ ନିଜର ବିବୃତି ରଖିଛନ୍ତି । ସେ କହିଛନ୍ତି ଯେ, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏନେଇ ମୁଁ ଗଭୀର ମର୍ମାହତ । ମୁଁ ହିଂସାକୁ ବିରୋଧ କରେ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି । ଯିଏ…

ପୁଣି ମୁଲତବୀ ଘୋଷଣା

ଭୁବନେଶ୍ୱର() ପୁଣି ନୟାଗଡ଼ର ପରୀ ମୃତୁ୍ୟ ପ୍ରସଙ୍ଗରେ ବିଧାନସଭାରରେ  ହଙ୍ଗାମା ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ହୋହାଲ୍ଲା କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପୁଣି ୧୫ ମିନିଟ ପାଇଁ ଗୃହକୁ ମୁଲତବୀ କରିଦେଇଛନ୍ତି । ସକାଳେ ମଧ୍ୟ ଗୃହରେ ଏଭଳି…