ଡିସେମ୍ବର ପାଇଁ ଗାଇଡଲାଇନ୍
ନୂଆଦିଲ୍ଲୀ() ଡିସେମ୍ବର ମାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି । ରାତ୍ରିକାଳୀନ କର୍ଫ୍ୟୁୁ ଲଗାଇବାକୁ ରାଜ୍ୟମାନଙ୍କୁ କ୍ଷମତା ଦିଆଯାଇଛି । ଡିସେମ୍ବର ୧ରୁ ନୂଆ ଗାଇଡଲାଇନ୍…
