Odia News Portal

ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ() ଦ୍ୱିତୀୟ ଥର ପାଇଁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନଡିଏ ପକ୍ଷରୁ ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷର ପ୍ରାର୍ଥୀ ହୋଇଥିଲେ । ବାଚନିକ ଭୋଟରେ ହରିବଂଶ ନିର୍ବାଚିତ ହୋଇଛନ୍ତି । ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ…

ନଦୀୟା ବିହାରୀ ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର() କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ତଥା ଆକାଶବାଣୀର ଅବସରପ୍ରାପ୍ତ ପ୍ରଯୋଜକ ନଦୀୟା ବିହାରୀ ମହାନ୍ତିଙ୍କ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ…

ରିୟାଙ୍କୁ ଡ୍ରଗ୍ସ ଯୋଗାଉଥିଲେ ସାରା

ମୁମ୍ବାଇ() ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲରେ ଜଡିତ ଥିବା ଡ୍ରଗ୍ସ ମାମଲାରେ ନାକ୍ରୋଟିକସ କଣ୍ଟ୍ରୋଲ ବୁ୍ୟରୋ (ଏନସିବି) ପୁଣି ଛଅ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି  ।  ଏମାନଙ୍କ ମଧ୍ୟରୁ ୫ ମୁମ୍ବାଇ ଓ ଜଣେ ଗୋଆରୁ ବୋଲି  ଜଣାପଡିଛି  । କୁହାଯାଇଛି ଯେ…

ଅଧିବେଶନର ପ୍ରଥମ ଦିନ, ୧୭ ସାଂସଦଙ୍କୁ କରୋନା

ନୂଆଦିଲ୍ଲୀ()  ସଂସଦର ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନ । ପ୍ରଥମ ଦିନରେ ଟେଷ୍ଟ ପରେ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ସାଂସଦ ମିନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡ଼େ, ପରଭେଶ ସାହିବ ସିଂଙ୍କ ସମେତ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି…

ବିଧାୟକ ସୁଧୀର ସାମଲଙ୍କୁ କରୋନା

ଢ଼େଙ୍କାନାଳ ବିଧାୟକ ସୁଧୀର ସାମଲଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ସେ ସଙ୍ଗରୋଧରେ ଅଛନ୍ତି ବୋଲି କହିଛନ୍ତି । ଗତ କିଛି ଦିନ ଭିତରେ ତାଙ୍କ ପିଏସଓଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ…

ଗଣଶିକ୍ଷା ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର() ପୁଣି ଜଣେ ରାଜନେତା କରୋନାରେଆକ୍ରାନ୍ତ ହୋଇଛନ୍ତି । ସେ ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଉଭୟଙ୍କୁ କରୋନା ନେଇ ମନ୍ତ୍ରୀ ଶ୍ରୀ ଦାସ ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଏଥିସହ ଆମେ ସୁସ୍ଥ ଅଛୁ । ଆମ…

ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର()  ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ । ସତ୍ୟନଗର ମଶାଣିରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡ଼ ଝିଅ ସୁଚିସ୍ମିତା । ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ଼ ଅଫ ଅନର ସହ ସତ୍ୟନଗରରେ ବିଦାୟ ଦିଆଯାଇଥିଲା । ଏହାପରେ ଅନ୍ତିମ…

ନବୀନଙ୍କ ଉପରେ ଚୀନର ନଜର

ଭୁବନେଶ୍ୱର() ଚୀନ ସ୍କାନରେ ଭାରତର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଥିବା ଜଣାଯାଇଛି ।  ଏନେଇ ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି ।  ଦେଶର ପ୍ରାୟ ୧୦ ହଜାରର ନେତାଙ୍କ ଉପରେ ଚୀନ ନଜର ରଖିଥିବା ଉକ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।  ଭାରତର…

ସମୀର ମହାନ୍ତିଙ୍କୁ କରେନା

ଭୁବନେଶ୍ୱର() ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କରେନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଓ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି…

ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ପରିଚାଳନା

ସାଲେପୁର()  ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ଖଣ୍ଡସାହିରେ ନିଟ୍ (NEET) ପରୀକ୍ଷା ସେଣ୍ଟର । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଖଣ୍ଡସାହି ଠାରେ ଥିବା ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ନିଟ୍ ସେଣ୍ଟର ହୋଇଛି । କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରଥମକରି ଏହି ସ୍କୁଲରେ ନିଟ ପରୀକ୍ଷା…