ଖୁବ ଶୀଘ୍ର ବାପା ହେବେ ବିରାଟ କୋହଲି
ମା ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା, ଖୁବ ଶୀଘ୍ର ବାପା ହେବେ ବିରାଟ କୋହଲି । ଉଭୟ ଏହି ଖୁସି ଖବରକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି “ଏବେ ଆମେ ଦୁହେଁ ତିନି ହେବାକୁ ଯାଉଛୁ । ଜାନୁଆରୀ ୨୦୨୧ ରେ ଛୋଟ ଅତିଥି…
