Odia News Portal

ଅଭାବନୀୟ ଘଟଣା : ୧୫ ମାସର ଶିଶୁକୁ ଗୋଡ ହାତ ବାନ୍ଧି ମାଡ

ଗୋପ : ପୁରୀ ଗୋପ ଥାନା ସୋରଭା ପଂଚାୟତ ପାଇକ ସହି ରେ ଅଭାବନୀୟ ଘଟଣା। ଜଣେ ୧୫ ମାସର ଛୋଟ ଶିଶୁକୁ ତାର ମା ଗୋଡ଼ ହାତ ଭିଡି ଅତ୍ୟନ୍ତ ଅମାନୁଷିକ ଭାବେ ବାଡୋଉ ଥିବା ଘଟଣା ଜଣା ପଡ଼ିଛି। ଏ ନେଇ ଦୃଶ୍ୟ ସିସିଟିଭିରେ କଏଦ ପରେ ଏହା ଜଣା ପଡ଼ିଛି। ଏହାକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା…

ପାଟରା ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ବନ

ଚଣ୍ଡିଖୋଲ : ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପାଟରା ପରିବାର ଆମେ ସବୁ ପାଟରା ସଂଗଠନ ପକ୍ଷରୁ ଗରୀବ, ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବନ କରାଯାଇଛି । ପବିତ୍ର ସ୍ୱାଧିନତା ଦିବସ ଅବସରରେ ସ୍ଥାନୀୟ ସାଲିଆ ପତରି ବସ୍ତିରେ ଲୋକମାନଙ୍କୁ ଚୁଡ଼ା, ଚିନି, ଚାଉଳ, ବିସ୍କୁଟ,ଆଳୁ…

ଆଜି ପୁଣି ୧୭୦ ଜଣ ଭୁବନେଶ୍ଵରରୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରୁ ଆଜି ଆଉ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦିଆଯାଇଛି । ତେବେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୯୨ଜଣ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୮ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି । ନୂଆ ଆକ୍ରାନ୍ତଙ୍କୁ…

ପୂର୍ବତନ କ୍ରିକେଟର ତଥା ମନ୍ତ୍ରୀ ଚେତନ ଚୌହାନଙ୍କ ପରଲୋକ

ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଚେତନ ଚୌହାନଙ୍କ ଦେହାନ୍ତ । ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡି ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଜୁଲାଇ ମାସରେ ଚେତନ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ କରୋନାରେ ସୁସ୍ଥ ହେବା ପରେ ତାଙ୍କର ବ୍ଲଡ ପ୍ରେସର ବଢିବା ସହିତ କିଡନୀ…

ମଧ୍ୟମ ଭୁବନେଶ୍ୱରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ୬୫ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର : ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ମଧ୍ୟମ ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀ କମ୍ୟୁନିଟି ସେଣ୍ଟରରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,…

ବାହାରୁ ସଟର ବନ୍ଦ କିନ୍ତୁ ଭିତରୁ ଖୋଲମ ଖୋଲା ଚାଲିଥିଲା ବାର୍

ଭୁବନେଶ୍ଵର : ବାହାରେ କ୍ଲୋଜର ସାଇନ ବୋର୍ଡ କିନ୍ତୁ ବେଫିକର ହୋଇ ଭିତରୁ ଚାଲୁଛି ମଦ କାରବାର । ରାଜଧାନୀରେ ଏଭଳି ଅମ୍ୟାସଗତ ଗାଲୁଆ ଏବେ ବିଏମସିର ଚିନ୍ତା ବଢାଇଛନ୍ତି। ସପ୍ତାହନ୍ତ ସଟଡାଉନ ଭଳି  ସ୍ଥିତିରେ ମଧ୍ୟରେ ଆଇନ କାନୁନକୁ ଭୟ ନକରି ସଟର ବନ୍ଦ କରି ବେପାର ଚଳାଉଛନ୍ତି କିଛି ଗାଳୁଆ…

ଆଜି ମହାପ୍ରଭୁଙ୍କର ପ୍ରଳମ୍ବାସୁର ବଧ ବେଶ, ଜାଣନ୍ତୁ ବିଶେଷତ୍ୱ

ପୁରୀ() ଆଜି ହେଉଛି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ବାଦଶୀ ତିଥି ଅର୍ଥାତ୍ ଆଜି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି । କାଷ୍ଠ, ବେତ, କଳାକନା, ଧଳାକନା ଓ…

ଧୋନୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ଉଚିତ

ନୂଆଦିଲ୍ଲୀ () ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶନିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି । ସେ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି । ସେ ସନ୍ୟାସ ନେବାପରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ…

୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର() ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । କେଉଁଠି ବିଧାନସଭା ବସିବ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ବିଧାନସଭା କି ଲୋକସେବା ଭବନରେ ବସିବ, ସେନେଇ ନିଷ୍ପତ୍ତି ହେବ । ଏନେଇ ଆଜି ସୁଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।…

ସ୍ୱାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରୟାସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର() ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୨ ହଜାର ୭୯୫ କରୋନା ଟେଷ୍ଟ ହୋଇଛି ।ଏଥିପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।…