ପୁଣି ଗଲା ଆଉ ଏକ ହାତୀ ଛୁଆର ଜୀବନ
ସମ୍ବଲପୁର : ପୁଣି ସମ୍ବଲପୁର ଜ଼ୀଲ୍ଲାର ଧମା ରେଞ୍ଜ ତବଲୋଇ ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଶାବକର ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ ହାତୀଟି ଅଢେଇ ବର୍ଷରୁ ୩ବର୍ଷ ମଧ୍ୟରେ ହେବ। କିଛି ଦିନ ପୂର୍ବରୁ ଏହି ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ହାତୀଟିର ପାଟିରୁ…
