Odia News Portal

ଏହି ସେଲିବ୍ରିଟି ଡ୍ୟାନ୍ସ ସୋ ରେ ବିଚାରକ ହେବେ ବିପାଶା !

ମୁମ୍ବାଇ : ସେଲିବ୍ରିଟି ଡ୍ୟାନ୍ସ ସୋ’ ‘ନଚ ବଲିୟେ’ର ୧୦ମ ସଂସ୍କରଣ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସଦ୍ୟତମ ଖବର ଅନୁସାରେ ଅଭିନେତ୍ରୀ ବିପାଶା ବାସୁ ଏଥିରେ ବିଚାରକ ଭାବେ ସାମିଲ ହୋଇପାରନ୍ତି । ଏଥିଲାଗି ଚ୍ୟାନେଲ କର୍ତ୍ତୁପକ୍ଷ ଏବଂ ସୋ’ର ପ୍ରଯୋଜକ ତାଙ୍କ ସହ ଆଲୋଚନା କରିଛନ୍ତି ।…

ଗୁଗଲରେ ସର୍ଚ୍ଚ କଲେ ଆସିବ ଆପଣଙ୍କ ନାଁ

ନୂଆଦିଲ୍ଲୀ : ଯଦି ଆପଣ ଚାହୁଁଛନ୍ତି କି ଲୋକେ ଆପଣଙ୍କୁ ଗୁଗଲରେ ସର୍ଚ୍ଚ କରନ୍ତୁ ଓ ଆପଣଙ୍କ ସମ୍ପର୍କରେ ଜାଣିପାରନ୍ତୁ ତେବେ ଏଥିପାଇଁ ଆପଣଙ୍କୁ ସେଲିବ୍ରିଟି ହେବା ଦରକାର ନାହିଁ । ଗୁଗଲ ଆପଣଙ୍କ ପରିଚୟ ସାରା ଦୁନିଆ ସାମ୍ନାକୁ ଆଣିବା ବ୍ୟବସ୍ଥା କରିଦେଇଛି । ଗୁଗଲ People Cards ଫିଚରକୁ…

ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି : ମାତା-ପିତାଙ୍କ ସମ୍ପତ୍ତି ଉପରେ ଝିଅଙ୍କର ବି ସମ୍ପୂର୍ଣ୍ଣ ଅଧିକାର ରହିବ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟଙ୍କ ପୁଣି ଏକ ଐତିହାସିକ ନିଷ୍ପତ୍ତି । ମଙ୍ଗଳବାର ଦିନ ଦେଶର ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି କି ଝିଅମାନଙ୍କୁ ହିନ୍ଦୁ ଉତ୍ତରାଧିକାର ଅଧିନିୟମରେ ୨୦୦୫ର ସଂଶୋଧନ ଅନୁସାରେ ପୈତୃକ ସମ୍ପତି ଉପରେ ସଂପୂର୍ଣ୍ଣ ଅଧିକାର ରହିବ । ପୁଅଙ୍କ ସହ ସେମାନେ…

ଦିନିକିଆ ଯାଜପୁର ଗସ୍ତରେ ପୋଲିସ ଡିଜି

ଯାଜପୁର : ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ । ଆଜି ଡିଜିପି ପାଣିକୋଇଲିସ୍ଥିତ ପୋଲିସ ମୁଖ୍ୟାଳୟରେ ପହଁଚି ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କୋଭିଡ କଟକଣା ସମୟରେ ଚାଲିଥିବା ଏନଫୋର୍ସମେଣ୍ଟ ସମ୍ପର୍କରେ ଏସପି ଚରଣ ସିଂ ମୀନାଙ୍କ ସହ ଆଲୋଚନା…

ଭୁବନେଶ୍ବରରୁ ଆଉ ୧୦୯ ପଜିଟିଭ

ଭୁବନେଶ୍ୱର() ଆଜି  ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୧୦୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୦ ଓ ସ୍ଥାନୀୟ ଅଞ୍ଚଳରୁ ୪୯ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା…

ଆଜି କଟକ ସହରରୁ ୭୩ ପଜିଟିଭ

କଟକ: ଆଜି କଟକ ସହରରୁ ୭୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେବେକି ଗତ ୨୪ ଘଣ୍ଟା ଭିତରେ ୨ ଜଣଙ୍କ ରିପୋର୍ଟ ଆସିଥିବା ଜଣାଯାଇଛି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୯୧୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮୭୦ ଟି ଆକ୍ଟିଭ କେଶ ରହିଛି…

ଆରପାରିରେ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ପିତା

ଭୁବନେଶ୍ୱର()  ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ପିତା ଭାଗିରଥୀ ନାୟକଙ୍କ ୮୮ ବର୍ଷ ବୟସରେ ଭଦ୍ରକସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ଅସୁସ୍ଥ ଥିବା ସ୍ୱର୍ଗତ ନାୟକ ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ ପରେ ପରିବାର ସହ…

ରାହତ ଇନ୍ଦୋରୀଙ୍କ ପରଲୋକ

ମଧ୍ୟପ୍ରଦେଶ () ପ୍ରସିଦ୍ଧ କବି ରାହତ ଇନ୍ଦୋରୀଙ୍କ ପରଲୋକ । ରାହତ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ । ମଙ୍ଗଳବାର ରାହତ ଇନ୍ଦୋରୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ କରୋନା ପଜିଟିଭ୍ ହେବା ବିଷୟରେ ସୂଚନା ଦେଇଥିଲେ । ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ତାଙ୍କର କରୋନା ଯାଞ୍ଚ…

ଭଦ୍ରକରେ ପୋଲିସ୍ ଡିଜିଙ୍କ ସମୀକ୍ଷା ବୈଠକ

ଭଦ୍ରକ() ଭଦ୍ରକ ଜିଲ୍ଲାରେ ପୋଲିସ୍ ଡିଜିଙ୍କ ସମୀକ୍ଷା ବୈଠକ। ମଙ୍ଗଳବାର ପୋଲିସ୍ ଡିଜି ଅଭୟ ଜିଲ୍ଲା ପୋଲିସ୍ କାର୍ୟ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ପୂର୍ବାଞ୍ଚଳ ଆଇଜି ଏବଂ ଭଦ୍ରକ ଏସପିଙ୍କ ସହ ଜିଲ୍ଲାର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର କ୍ରାଇମ୍…

ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ() ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏବେ ସେ ଭେଣ୍ଟିଲେଟର  ଅଛନ୍ତି । ପ୍ରଣବ ମୁଖାର୍ଜୀଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ତଳେ ତାଙ୍କର ବ୍ରେନ୍…