Odia News Portal

ଶସ୍ତା ହେଲା ସୁନା-ରୂପା, ଆସନ୍ତୁ ଜାଣିବା କେତେ ରହିଛି

ନୂଆଦିଲ୍ଲୀ : ସର୍ରୋଫା ବଜାରରେ ଶୁକ୍ରବାର ସୁନା-ରୂପା ଦାମ୍ ଜାରି ହୋଇଛି । ସୁନା ଦାମ୍ ୨୩୭ ଟଙ୍କା ପ୍ରତି ୧୦ ଗ୍ରାମ ବଢିଛି । ସେହିଭଳି ରୂପା ଦାମ୍ ୭୪୦ ଟଙ୍କା ପ୍ରତି କିଲୋଗ୍ରାମ ଶସ୍ତା ହୋଇଛି । ସୁନାର ନୂଆ ଦାମ୍-ଏଚଡିଏଫସି ସିକ୍ୟେରିଟିଜ୍ ଅନୁସାରେ ଆଜି ଦିଲ୍ଲୀ ସର୍ରୋଫା ବଜାରରେ…

ଚାଇନା ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ ମୋଦି

ଲଦାଖ: ଚାଇନା ସହ ତିକ୍ତତା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନ ଲଦାଖ ଗସ୍ତ କରି ଯବାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ନିମୁ କ୍ୟାମ୍ପରୁ ଚାଇନାକୁ ପରୋକ୍ଷରେ ଚେତାବାନୀ ଦେବା ପରେ ମୋଦି ସୀମା ସ୍ଥିତି ସମୀକ୍ଷା କରିଛନ୍ତି। ଏହାପରେ ସେ ଜୁନ୍‌ ୧୫ରେ ଚାଇନା ସହ ଗଲୱାନ ଘାଟି…

ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଏହି ଦୁଇ ଭଉଣୀ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଯିମ ଏବଂ ଡିପ୍ରେସନକୁ ନେଇ ଚର୍ଚ୍ଚା ଚାଲିଛି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଭଳି ଏକ ବଡ ପଦକ୍ଷେପ ପଛରେ ବଲିଉଡର ଆତ୍ମୀୟତାକୁ ଦାୟୀ କରାଯାଉଛି । ଏସବୁ ମଧ୍ୟରେ ଆଜିକାଲି ଆଲିଆ ଭଟ୍ଟ ଏବଂ କରଣ ଜୋହରଙ୍କୁ ଅଧିକ ଟାର୍ଗେଟ କରାଯାଉଛି।…

ପୁଣି ଅଲୋଡା ହେଲା ଶିଶୁକନ୍ୟା

ଗଞ୍ଜାମ :  ପୁଣି ଅଲୋଡା ହେଲା ଶିଶୁକନ୍ୟା। ବ୍ୟାଗ ଭିତରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲେ ସ୍ଥାନୀୟ ଲାକେ। ଏଭଳି ନିଷ୍ଠୁରଚିତ୍ତ ଘଟଣା  ଦେଖିବାକୁ  ମିଳିଛି ଗଞ୍ଜାମ  ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ।  ମିଳିଥିବା  ସୂଚନା ମୁତାବକ କେନାଲ କଡରେ  ଏକ ବ୍ୟାଗ ଭିତରେ ଦୀର୍ଘ ସମୟ ଧରି…

ଏହି ପାଞ୍ଚଟି ଜିଲ୍ଲାର ଶ୍ରମିକଙ୍କୁ ଭୁବନେଶ୍ବର ମନା

ଭୁବନେଶ୍ୱର : ଭୁବନେଶ୍ବରରେ ବଢିଚାଲିଥିବା କରୋନା ଆକ୍ରାନ୍ତ ସଂଖ୍ୟାକୁ ନେଇ  ବିଏମସି ଜାରି କରିଛି ଆଡଭାଇଜରୀ। ଭୁବନେଶ୍ବରରେ ଥିବା ସମସ୍ତ ସଂସ୍ଥାର ନିଯୁକ୍ତିଦାତା ଅନ୍ୟ ରାଜ୍ୟରୁ ଶ୍ରମିକମାନଙ୍କୁ ଆଣି କାମରେ  ନିୟୋଜିତ କରିବାରେ ବାରଣ କରିଛି। ବିଏମସି ଅଧିକାରୀ କହିଛନ୍ତି ଯେ…

କମେଡିଆନ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ

ଦେଶବ୍ୟାପୀ କରୋନା ଭାଇରସ ପ୍ରକୋପ ବଢିଚାଲିଥିବା ବେଳେ ମାର୍ଚ୍ଚ ମାସରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ ରଖାଯାଇଛି । ଏହି ସମୟରେ ଶିକ୍ଷକ ମାନେ ପିଲାଙ୍କର ଅନଲାଇନ ସାହାଯ୍ୟରେ କ୍ଲାସ ନେବା ସହ ଭିଡିଓ କାନଫରେନସିଙ୍ଗ ଜରିଆରେ ପାଠ ପଢ଼ାଉଉଛନ୍ତି । ଏଭଳି ସମୟରେ ପିଲା ମାନେ ଶିକ୍ଷକ…

କରୋନା ମୁକାବିଲା ସହ ଯାଜପୁର ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା

ଯାଜପୁର() ସାରା ବିଶ୍ବର କରୋନା ତାର କାୟ ବିସ୍ତାର କରିବାରେ ଲାଗିଛି । ସରକାରଙ୍କ ଅନେକ ପଦକ୍ଷେପ ପରେ ବି ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଏହାରି ମଧ୍ୟରେ ସାମାଜିକ ଦୂରତାକୁ ସମ୍ମାନ ଦେଇ ଯାଜପୁର ଜିଲ୍ଲାର ୬ ବିଜେଡି ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଭିଡିଓ କନଫରେନ୍ସି ଜରିଆରେ…

ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୭୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩୮, ଖୋର୍ଦ୍ଧାରୁ ୩୭, ଗଜପତିରୁ ୧୯, କଟକରୁ ୧୮, ଜଗତସିଂହପୁରୁ୧୮, ସମ୍ବଲପୁରରୁ ୧୨,…

ସାବଧାନ ନରହିଲେ ପସ୍ତେଇବାକୁ ପଡ଼ିବ

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଆମକୁ ନିୟମ ମାନିବାକୁ ପଡ଼ିବ । ନିୟମ ଉଲ୍ଲଙ୍ଘନ କଲେ କିପରି ସଂକ୍ରମଣ ବଢ଼େ ତାହା ଆପଣମାନେ ଜାଣିପାରୁଥିବେ । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି ।…

ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ପାଖରେ ନତମସ୍ତକ

ଲଦାଖ() ଆଜି ଲଦାଖ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମୁ କ୍ୟାମ୍ପରେ ସେନାକୁ ଉଦବୋଧନ ଦେଇଛନ୍ତତି । ଏହି ଅବସରରେ ସେ ସେନା ଯବାନଙ୍କୁ ସେମାନଙ୍କ ବୀରତ୍ୱ ପାଇଁ ପ୍ରଶଂସାରେ ପୋତି ପକାଇଛନ୍ତି । ଯବାନଙ୍କ ଜୋଶ ବଢାଇଛନ୍ତି ମୋଦୀ । ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି ତାହା…