ଭିଜିଲାନ୍ସ କବଜାରେ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ
ବରଗଡ : ଭିଜିଲାନ୍ସ କବଜାରେ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ । ବରଗଡ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ ମକରଧ୍ବଜ ବର୍ଗେଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ମକରଧ୍ବଜଙ୍କ ବରଗଡ ଅଫିସ ସମେତ ବାସଭବନ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ବୁର୍ଲାରେ ଏକକାଳୀନ ଚଢାଉ କରାଯାଇଛି ।…
