Odia News Portal

ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମରୁ ସର୍ବାଧିକ ୩୩ ଜଣ ଆରୋଗ୍ୟ ହୋଇଛନ୍ତି । ଗଜପତିରୁ ୧୮, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗିର ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୭, କଟକରୁ ୪,…

ବ୍ୟବସ୍ଥାକୁ ତାତ୍ସଲ୍ୟ, ୧୨୦ ବର୍ଷୀୟ ବୃଦ୍ଧା ଗଲେ ବ୍ୟାଙ୍କ

ନୂଆପଡା : ବ୍ୟାଙ୍କ ନଗଲେ ମଳିବନି ଟଙ୍କା। ଯେମିତି ହେଉ ଆକାଉଣ୍ଟ ଧାରୀଙ୍କୁ ବ୍ୟାଙ୍କ ପର୍ଯ୍ୟନ୍ତ ଆଣିଲେ ଯାଇ ଟଙ୍କା ମିଳିବ ବେଲି କହିଲେ ବ୍ୟାଙ୍କ ମ୍ୟାନେଜର। ପରେ ନିଜ ବୃଦ୍ଧା ଝିଅ ୧୨୦ ବର୍ଷର ମାକୁ ଖଟିଆରେ ଶୁଆଇ ବ୍ୟାଙ୍କଯାଏଁ ଘୋଷାରି ଘୋଷାରି ନେଲେ। ଏଘଟଣାଟି ହେଉଛି ନୂଆପଡା ଜିଲ୍ଲା…

ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର()  ରାଜ୍ୟ ବାହାରୁ କିମ୍ବା କରୋନା ଲକ୍ଷଣ ଦେଖାଦେଲେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ରାଜ୍ୟ ସରକାର କହିଥିଲେ । ଆଜି ସେହି ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ,ପିଡ଼ି ଓ ବିଡ଼ିଓଙ୍କୁ ଚିଠି ଲେଖି ଖର୍ଚ୍ଚର ହିସାବ ମାଗିଛିି…

୮ଟି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର()ଆସନ୍ତା ୨୪ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ରାଜ୍ୟରେ ୮ଟି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୮ଜିଲ୍ଲା…

କାହିଁକ ଶୋ’ରୁମ୍ ଓ ଦୋକାନ ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ୍ ବାଜିଥାଏ

କେବେ ନା କେବେ ତ ଏହି କଥାକୁ ଆପଣ ଧ୍ୟାନ ରଖିଥିବେ ଘଣ୍ଟାର ବଡ ଶୋ’ ରୁମ୍ ହେଉ କିମ୍ବା ଛୋଟ ଦୋକାନ, ସେଠାରେ ଥିବା ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ ହିଁ ବାଜିଥାଏ। କେବଳ ସେତିକି ନୁହେଁ ବିଜ୍ଞାପନରେ ମଧ୍ୟ ସେଭଳି ସମାନ କଥା ଦେଖିବାକୁ ମିଳେ। ତେବେ ଏହା ପଛର କାରଣ କ’ଣ ହୋଇଥାଇ ପାରେ…

ଲୋକ ହେଉନାହାନ୍ତି, ବସ ଚଳାଚଳ ବନ୍ଦ ହେବ

ଭୁବନେଶ୍ୱର() ଅନିଶ୍ଚିତତା ଭିତରେ ଏବେ ଅନ୍ତଃରାଜ୍ୟ ବସ ଚଳାଚଳ ସେବା । ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏବେ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । କୌଣସି ରାଜ୍ୟ ସହ କଥା ହୋଇନୁ । ରଥଯାତ୍ରା ପାଇଁ ବସ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି । ସବୁବେଳେ ରଥଯାତ୍ରା ପୂର୍ବରୁ ୨ଥର…

ଚର୍ଚ୍ଚିତ ଅଭିନେତ୍ରୀ କହିଲେ ‘ପ୍ଲିଜ୍ କେଜ୍ରିୱାଲ ଜୀ ସାହାଯ୍ୟ କରନ୍ତୁ

ମୁମ୍ବାଇ()ଜଣାଶୁଣା ଟିଭି ଅଭିନେତ୍ରୀ ଦୀପିକା ସିଂ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ମା’ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଦୀପକାଙ୍କ ପରିବାରରେ ୪୫ ଜଣ ସଦସ୍ୟ ମିଳିତ ଭାବେ ରୁହନ୍ତି। ଅଭିନେତ୍ରୀ ଦୀପିକା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ…

ସପ୍ତମ ଦିନରେ ପୁଣି ହେଲା ମହଙ୍ଗା

ଭୁବନେଶ୍ବର() ପୁଣି ଲଗାତାର ଭାବେ ସପ୍ତମ ଦିନରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ପେଟ୍ରୋଲ ଦାମରେ ୫୯ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ରେ ୬୧ ପଇସା ବୃଦ୍ଧି ପାଇଛି। ସ୍ଥାନୀୟ ବ୍ରିକି ଅନୁଯାୟୀ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଲଗା ଅଲଗା ରହିଛି। ଗତ ଛଅ…

ସେବାୟତଙ୍କ ଲାଗି ସ୍ବତନ୍ତ୍ର ମାସ୍କ, ୩ରଥର ରଙ୍ଗରେ ହେବ ତିଆରି

ଭୁବନେଶ୍ୱର()ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବ ବୟନିକା । ଶ୍ରୀମନ୍ଦିରର ସେବାୟତ ପିନ୍ଧିବେ ବୟନିକା ଦ୍ୱାରା ବାନ୍ଧ ବସ୍ତ୍ରରେ ପ୍ରସ୍ତୁତ ମାସ୍କ । ଏଥିପାଇଁ ୫ହଜାର ମାସ୍କ ପ୍ରସ୍ତୁତ ହେଉଛି । ତା’ପୁଣି ୩ ରଥର କପଡ଼ା ରଙ୍ଗରେ । ତିନି ପ୍ରକାର ଡିଜାଇନ୍‌ରେ ତିଆରି ହେବ ମାସ୍କ ବୋଲି ବୟନିକା…

୨୪ଘଣ୍ଟାରେ ସର୍ବାଧିକ ୧୧ହଜାର ୪୫୮ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପିଥିବା ନେଇ ସୂଚନା ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୯୯୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮ହଜାର ୮୮୪କୁ ବୃଦ୍ଧି ପାଇଛି । ୨୪ଘଣ୍ଟାରେ ସର୍ବାଧିକ ୧୧ହଜାର ୪୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୮୬ଜଣଙ୍କର…