ମାଟିରେ ମିଶିବ ବୈକୁଣ୍ଠଧାମ
ଅନେକ ଦିନର ଯାଞ୍ଚ ମାଲିମକଦମା ପରେ ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଭାଙ୍ଗିବାକୁ ଘୋଷଣା ହୋଇଛି । ଆସନ୍ତା କାଲି ଦିନ ୧୨ ଟା ସୁଦ୍ଧା ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ଘୋଷଣା କରିଛି ବିଡିଏ।
ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ନିର୍ମାଣ!-->!-->!-->…
