Odia News Portal

ରାଜ୍ୟରେ ସର୍ବାଧିକ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ, କେନ୍ଦ୍ରାପଡାରୁ ୫୦ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଜି ସର୍ବାଧିକ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୫୩ କ୍ବାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୩ ଲୋକାଲ କେସ ବୋଲି ସୂଚନା ମିଳିଛି । ୧୯ ଜିଲ୍ଲାରୁ ଆଜି ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ଏହି ୧୫୬ ଆକ୍ରାନ୍ତଙ୍କ…

୫ରେ ହେବ ଦେବସ୍ନାନ ପୂର୍ଣ୍ଣିମା

ପୁରୀ() ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ୟ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥର ସମସ୍ତ ଚକ ଅଖ ଡେରା ସମ୍ପୂର୍ଣ ହୋଇଛି। ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବ। ରଥଖଳାରେ ପୋଲ ଓ ଛନ୍ଦାଗୟଳ ପାଇଁ କାଠ ଚିରଟ ହୋଇ ଚଉପଟ କାର୍ୟ୍ୟ ଚାଲିଛି।…

ଆଶାକର୍ମୀ ଓ ଅଙ୍ଗନୱାଡି ଦିଦିଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ବର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କରୋନା ଯୋଦ୍ଧାଙ୍କୁ ତାଙ୍କର ସେବାକାର୍ଯ୍ୟ ପାଇଁ ଉତ୍ସାହିତ ଓ ସମ୍ମାନ ଜଣାଇ ଟିମ୍ ର ପ୍ରକାଶ ତ୍ରିପାଠୀ ତରଫରୁ ଭିଏସସନଗର ଓ ବାଣୀବିହାର ୱାର୍ଡ଼ ନମ୍ବର ୧୧ ଓ ୧୭ ଅଞ୍ଚଳରେ ଲକ୍ ଡାଉନ୍ ସମୟରେ ନିଜ ଜୀବନକୁ ବାଜି…

କରୋନା ଠାରୁ ଭୟଙ୍କର ଆଚରଣ କରୁଛି କମିଶନରେଟ ପୁଲିସ୍‍

ଭୁବନେଶ୍ବର : ନିଜକୁ ‘ପିପୁଲ୍‍ସ ପୁଲିସ୍‍’ ବା ଲୋକଙ୍‍କ ପୁଲିସ୍‍ ଭାବେ ଉପସ୍ଥାପିତ କରୁଥିବା କମିଶନରେଟ ପୁଲିସ୍‍ ଏବେ ଲୋକଙ୍କ ପାଇଁ କରୋନା ଠାରୁ ବି ଭୟଙ୍କର ହୋଇପଡିଲେଣି । କେତେବେଳେ ଲୋକଙ୍କୁ ରାସ୍ତାରେ ବାଡିଆପିଟା କରୁଛନ୍ତି ତ ଆଉ କେତେବେଳେ ବିନା କାରଣରେ ଫାଇନ୍‍ କାଟି ଚର୍ଚ୍ଚିତ…

ବଲିଉଡ ସଂଗୀତକାର ୱାଜିଦ ଖାନଙ୍କ ଦେହାନ୍ତ

ମୁମ୍ବାଇ : ବଲିଉଡର ଜଣାଶୁଣା ସଂଗୀତକାର ୱାଜିଦ ଖାନଙ୍କ ଦେହାନ୍ତ ହୋଇଛି।ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ୍ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର  ୪୨ ବର୍ଷ ବୟସ ହୋଇଥିଲା । ୱାଜିଦ ଗାୟକ ଭାବେ ସଲମାନ ଖାନଙ୍କ ପାଇଁ ‘ହମକା ପିନି ହେ’, ‘ମେରା…

ଜନ୍ମକଲା ପୁଅ ପାଲଟିଲା ରାକ୍ଷସ

ଜଳେଶ୍ବର : ଜନ୍ମକଲା ପୁଅ ପାଲଟିଲା ରାକ୍ଷସ । ନିଜ ବୁଢୀ ମାକୁ କାଠଫାଳିଆରେ ଅତି ନୃଶଂସ ଭାବେ ପିଟି ପିଟି ଲହୁଲୁହାଣ କରି ଦେଇଛି । ପୁଅ ମାଡ଼ରେ ମା’ର ଅଣ୍ଟା ଭାଙ୍ଗି ଯାଇଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ । ଏହି…

୧୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା : ପାଣିପାଗ ବିଭାଗ

ଭୁବନେଶ୍ବର : ଓଡିଶାର ୩ଟି ଜିଲ୍ଲାରେ  ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା। ସତର୍କ ସୂଚନା ଜାରି କରିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି)। ଶେଷ ସୂଚନା ମୁତାବକ ସୋମବାର ଦିନ ୮.୩୦ ମଧ୍ୟରେ  ପର୍ଯ୍ୟନ୍ତ ଓଡିଶାର କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାରେ ଗୋଟିଏ କିମ୍ବା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ର ଓ ମଙ୍ଗଳ ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ମନ ଅନୁଯାୟୀ କୌଣସି କାମ କରିପାରିବେ ନାହିଁ। ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ରହି ନ ପାରେ। ତଥାପି କୃତ୍ତିକାର ସମ୍ପତ୍‌ ତା’ର ହେତୁ ଜନ ସମାଜରେ ଆଦୃତି ଲାଭ ସଙ୍ଗକୁ ଯାନବାହନ, ପ୍ରଶାସନିକ…

ସମର୍ପିତ ଓଡିଶା ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

କେନ୍ଦ୍ରାପଡା : ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି କେନ୍ଦ୍ରାପଡା ଜିଲ୍ଲା ବରୁଣା ଡ଼ିହା ଠାରେ ୫ ଟି ପରିବାରର ଅନେକ କ୍ଷତି ଘଟିଛି, ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଉକ୍ତ ୫ ପରିବାର ର ଧାନ, ଚାଉଳ, ଓ ନିତ୍ୟବ୍ୟବହାର୍ୟ୍ଯ ସାମଗ୍ରୀ ସମ୍ପୂର୍ଣ ପୋଡିଯିବା ସହ ଗୋରୁଗାଈ ମଧ୍ୟ…

ଏହି ଅଭିନେତ୍ରୀଙ୍କ ପାଇଁ ସହଜ ନଥିଲା ବଲିଉଡ୍‌ ଯାତ୍ରା

ନୂଆଦିଲ୍ଲୀ : ବଲିଉଡ୍‌ରେ ନିଜର କ୍ୟୁଟ୍‌ନେସ୍‌ ଓ  ସଚ୍ଚୋଟପଣ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ  ସାରା ଅଲ୍ଲୀ ଖାନ୍ । ବଲିଉଡ୍‌ରେ ନିଜର ପାଦ ରଖିବା କ୍ଷଣି ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି ।  ଫିଲ୍ମ ‘କେଦାରନାଥ’ରୁ ଡେବ୍ୟୁ କରିଥିବା  ଏହି କଳାକାର  ପ୍ରତି ଭୂମିକାରେ ନିଜର ପ୍ରତିଭାର ପ୍ରମାଣ…