Odia News Portal

ଦେଶରେ ମୃତ୍ୟୁ ସଂଖ୍ୟା ୫୧୬୪କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୧୭୩୭୬୩ରେ ପହଂଚିଛି । ଏହା ସହ ୮୨୩୭୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏଯାବତ ୫୧୬୪ ଜଣ ପ୍ରାଣ ହରାଇ ସାରିଲେଣି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଆଇସିଏମଆର ସୂଚନା ଅନୁଯାୟୀ ଦେଶରେ ଆରୋଗ୍ୟ…

ମନ୍ କି ବାତ୍’ର ୬୫ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ()ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୬୫ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କରୋନା ଯୋଦ୍ଧାଙ୍କ ସମର୍ପିତ ସେବାର ଭୂୟସୀ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ,…

ଜାଣନ୍ତୁ ନୂଆ ୧୨୯ କରୋନା ଆକ୍ରାନ୍ତ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର()ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ  ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି।୧୯ ଜିଲ୍ଲାରୁ ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୧୯ , ୧୦ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ…

ଜନ୍ମକଲା ମାଆକୁ ମାରିଦେଲା କୁଳାଙ୍ଗାର ପୁଅ

ଭଦ୍ରକ : ଜନ୍ମକଲା ମାଆକୁ ମାରିଦେଲା କୁଳାଙ୍ଗାର ପୁଅ। ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ମାଆକୁ ମାରିଦେଲା ନୃଶଂସ ପୁଅ। କୁହାଯାଏ ମାଆର ସ୍ଥାନ ଅପୂରଣୀୟ। ଦୁନିଆରେ ଯେତେ ମୂଲ୍ୟ ଦେଲେ ବି ମାଆର ସ୍ଥାନକୁ ପୂରଣ କରାଯାଇପାରିବନାହିଁ। କିନ୍ତୁ ଏହି କଳିଯୁଗର ପୁଅ ବୁଝିଲାନି ମାଆର…

ରାଜ୍ୟର ୧୯ଟି ଜିଲ୍ଲାରୁ ଆଉ ୧୨୯ କରୋନା ପଜିଟିଭ୍‌ ଚିହ୍ନଟ୍

ଭୁବନେଶ୍ୱର : କରୋନା ବିସ୍ତାର କମିବାର ନାଁ ନେଉନି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୧୯ଟି ଜିଲ୍ଲାରୁ ଆଉ ୧୨୯ ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୪୮କୁ ପହଞ୍ଚିଛି। ଏ ନେଇ…

ସଲମାନ୍‌ ଖାନ୍‌ଙ୍କୁ ଧନ୍ୟବାଦ ଜଣାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ କରୋନା ସଙ୍କଟ ସମୟରେ ହଜାର ହଜାର ଲୋକଙ୍କୁ ସହାୟତା କରୁଛନ୍ତି। ଏହି ଲକ୍‌ଡାଉନ୍‌ ମଧ୍ୟରେ ସେ ଏକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି। ଡ୍ରେସ୍‌, ଫିଟ୍‌ନେସ୍‌ ଉପକରଣ, ଜିମ୍‌ ଓ ସାଇକେଲ ବ୍ରାଣ୍ଡ ପରେ ସଲମାନ ଏବେ ନିଜର ପର୍ସନାଲ ଗ୍ରୁମିଙ୍ଗ୍‌ କେୟାର…

ଅଭିନବ ଉପାୟରେ ୱାର୍ଡ ନଂ – ୧ ଓ ୨ରେ କରୋନା ଯୋଦ୍ଧାଙ୍କୁ ଜଣାଇଲେ ସମ୍ମାନ

ଭୁବନେଶ୍ବର : ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ ଉତ୍କଳ ଜନୀ ମଧ୍ୟ ଆକ୍ରାନ୍ତ । ଏହି କରୋନା ରାକ୍ଷସ ନିରୀହ ଜନତାଙ୍କୁ ଗ୍ରାସ କରିଛି । ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯୋଦ୍ଧା ସାଜିଥିବା ପୁଲିସ ବାହିନୀ,…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କିଛିଟା ଭଲ ସହ ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗପୀଡା,ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ନିକଟ ସଂପର୍କୀୟମାନେ ନିଆଁରେ ଘିଅ ଢାଳିଲାପରି କଟୁ କଥା କହି ମାନସିକ ଆଘାତ ଦେଇପାରନ୍ତି। ଅବଶ୍ୟ ଆପଣ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ପ୍ରତିଟି ସମସ୍ୟାକୁ…

ବଡଦାଣ୍ଡରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ଭୁବନେଶ୍ବର() କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉତ୍କକ ଜନନୀ । ରାଜ୍ୟ ଭିତରେ ଓ ବାହାରେ ରହୁଥିବା ସବୁ ଓଡ଼ିଆ ଏକାଠି ହୋଇ ଆଦ୍ୟ ସଂଗୀତକୁ ଏକାଠି…

ଚକା ଡେରା ସରିଲା : ଖୁବ୍‍ ଶୀଘ୍ର ଅଖ ଲାଗିବ

ପୁରୀ() ରଥଖଳାରେ ଆଜି ଚକା ଡେରା କାମ ସାରିଛି । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ ତିନି ରଥର ଚକ ଅଖ ମଧ୍ୟରେ କେତେକ ଦୂରତା ରହିବ ସେ ଅନୁଯାୟୀ ମାପ ହୋଇ ଖଞ୍ଜାଯିବ । ତିନି…