Odia News Portal

୩ ଦିନ ଯାଏଁ ଘଡଘଡି ସହ ବର୍ଷା

ଭୁବନେଶ୍ୱର() ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଅଧିକ ରହିବ। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଆଦି…

ଖାତାଦେଖା ପାଇଁ ଅଧିକ ୬ହଜାର ଶିକ୍ଷକ ନିଯୁକ୍ତ

କଟକ() ଆସନ୍ତା ମେ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ଼ ଟାର୍ଗେଟ ରଖିଛ ବୋଲି ସୂଚନା ମିଳିଛି । ଅଧିକ ସଂଖ୍ୟକ ଶିକ୍ଷକ ମାଟ୍ରିକ ଖାତା ଦେଖିବେ । ଖାତାଦେଖା ପାଇଁ ଅଧିକ ୬ହଜାର ଶିକ୍ଷକ ନିଯୁକ୍ତ…

ଓଡିଶାରେ ଇସ୍ପାତ କ୍ଲଷ୍ଟରର ଅଗ୍ରଗତି ନେଇ ଧର୍ମେନ୍ଦ୍ରଙ୍କ ସମୀକ୍ଷା

ଭୁବନେଶ୍ୱର() ଦେଶର ପ୍ରଥମ ଇସ୍ପାତ କ୍ଲଷ୍ଟର କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ପାଇଁ ଚୂଡାନ୍ତ ହୋଇଥିବାବେଳେ ଏହି ମେଗା ପ୍ରକଳ୍ପ ପାଇଁ ଆବଶ୍ୟକ ଜରୁରୀ ଭିତ୍ତିଭୂମି ସୃଷ୍ଟିରେ ସହାୟତା ଲାଗି କେନ୍ଦ୍ର ସରକାର ରାଜ୍ୟକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ…

ଏହି ଦେଶର ଲୋକପ୍ରିୟ ମଡେଲର୍‌ : ଯିଏ କଥା କଥାରେ କାଢି ଦିଅନ୍ତି ନିଜ ପୋଷାକ

ଲୌରେନ ସମର ଆମେରିକାର ଲୋକପ୍ରିୟ ମଡେଲର୍‌। ବର୍ତ୍ତମାନ କରୋନା ଭାଇରସ ବିଶ୍ୱକୁ କବଳିତ କରିସାରିଥିବା ବେଳେ ଏନେଇ ଲୌରେନ ସମର ମଧ୍ୟ ସଚେତନ ରହିଛନ୍ତି। ସେ ମଧ୍ୟ ଏଭଳି ଆଇସୋଲେସନର ଜୀବନ ବିତାଉଛନ୍ତି କିନ୍ତୁ ଏଥିରେ ମଧ୍ୟ ସେ ରଙ୍ଗ ଭରିବାକୁ ଚେଷ୍ଟା ଜାରି ରଖିଛନ୍ତି। କୋରାନାର ଭୟ ଚାଲିଥିବା…

କାୟା ମେଲଉଛି କରୋନା, ବାହାରୁ ଫେରିବା ପରେ ଏହି ଉପାୟରେ ପୋଷାକକୁ କରନ୍ତୁ ଜୀବାଣୁ ମୁକ୍ତ

ବିଶ୍ୱ ବ୍ୟାପି ଏହି ମରଣାନ୍ତକ ଭାଇରସରେ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ନିଜକୁ ଏହା ଦାଉରୁ କିପରି ବଞ୍ଚାଯାଇ ପାରିବ ସେନେଇ ସରକାରଙ୍କ ବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବି ସଂସ୍ଥା ମାନେ ବାରମ୍ବାର ଜନସାଧାରଣଙ୍କୁ ସତର୍କ କରାଉଛନ୍ତି । ପୂର୍ବାପେକ୍ଷା ଲୋକେ ବି ନିଜ ନିଜ ସ୍ୱଚ୍ଛତା…

ଆଚାର ପୁରୁଷଙ୍କ ପାଇଁ ହାନିକାରକ, ଜାଣନ୍ତୁ ବଡ କାରଣ

ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି। କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ବାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ। ଆଚାର ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ। ତେଣଉ ଅତ୍ୟଧିକ ଆଚାର ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ବିଶେଷକରି ଏହା…

କଲରାପତରିଆ ବାଘ ଚମଡ଼ା ଜବତ, ୪ ଗିରଫ

ଠାକୁରମୁଣ୍ଡା : କଲରାପତରିଆ ବାଘ ଚମଡ଼ା କାରବାରରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବନ ବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜିଆ ଏନ୍‌ଏସି ୧୦ ନମ୍ବର ୱାର୍ଡର ସୁବାସ ସାହୁ, କରଞ୍ଜିଆ ସରୁଭାଡ଼ିର ରଞ୍ଜିତ ନାଏକ, କରଞ୍ଜିଆ ୪…

୧୨ତାରିଖରୁ ଦେଶର ୧୫ଟି ପ୍ରମୁଖ ସହରକୁ ଗଡିବ ଟ୍ରେନ୍‌, ଜାଣନ୍ତୁ ସମସ୍ତ ସହରର ନାଁ

କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ ପକ୍ଷରୁ ମେ ୧୨ରୁ ପ୍ରାସେଞ୍ଜର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଆରମ୍ଭରୁ ମାତ୍ର ୧୫ଟି ଟ୍ରେନ୍ ଗଡିବ । ଏନେଇ ଆଜି ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଏହି ଟ୍ରେନ୍ ଯେଉଁ ରୁଟରେ ଯିବ , ପୁଣିଥରେ ସେହି ରୁଟରେ ଫେରିଆସିବ । ଲକ୍-ଡାଉନରେ…

ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର ୧୫୨କୁ ବୃଦ୍ଧି ପାଇଥିବା ବେଳେ ୨୦ହଜାର ୯୧୭ଜଣ ସୁସ୍ଥ ହୋଇଛନ୍ତି । ଏବେ…

ଜଳିଗଲା ୬ଟି ପରିବାରର ୨୦ ବଖରା ଘର

ଭଦ୍ରକ: କରୋନା ଭଳି ମହାମାରୀ ପରିସ୍ଥିତି ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି । ଏହା ଭିତରେ ପେଟକୁ ଦୁଇ ମୁଠା ଦାନା ପାଇଁ ସଂଘର୍ଷ କରୁଛି ମଣିଷ । ହୁ ହୁ ଖରାରେ ବି ଦି ପଇସା ରୋଜଗାର ପାଇଁ ଘରୁ ପାଦ କାଢିବାକୁ ବାଧ୍ୟ ହେବାକୁ ପଡୁଛି । ଏହା ଭିତରେ ଯଦି କୌଣସି ଅଘଟଣ ଘଟିବ ତେବେ ଭାଗ୍ଯକୁ…