Odia News Portal

୨୩ ଦିନ କ୍ୱାରେଣ୍ଟାଇନରେ ଥିଲେ ମହାତ୍ମାଗାନ୍ଧୀ

ଭୁବନେଶ୍ୱର()  କ୍ୱାରେଣ୍ଟାଇନ ନିୟମ ନମାନି ଲୋକେ ରାଜ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି । କରୋନା ଭ୍ୟାକସିନ ଏପର୍ଯ୍ୟନ୍ତ ବାହାରିନଥିବା ବେଳେ କିଛି ନିୟମ ପାଳନ କଲେ ଆମେ ଏହି ବିପତିକୁ ସାମ୍ନା କରିପାରିବା । ହେଲେ କିଛିଟା ଅମାନିଆଙ୍କ ପାଇଁ ରାଜ୍ୟର ସମସ୍ତ ଲୋକଙ୍କ ଜୀବନ ବିପଦରେ ।…

ନୂଆ ୨୬ ପଜିଟିଭଙ୍କ ସୁରତ ଲିଙ୍କ

ଭୁବନେଶ୍ୱର() ଆଜି ସକାଳେ ଚିହ୍ନଟ ହୋଇଥିବା ୨୬ଜଣ ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର । ସମସ୍ତ ପଜିଟିଭଙ୍କ ସୁରତ ଲିଙ୍କ ରହିଥିବା ନେଇ ଜଣାପଡ଼ିଛି । ଗଞ୍ଜାମର ୧୯ପଜିଟିଭ୍ ସୁରତରୁ ଫେରିଥିଲେ । କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ୨ ପଜିଟିଭ୍ ମଧ୍ୟ ସୁରତରୁ ଫେରିଥିଲେ । ପଜିଟିଭ ଚିହ୍ନଟ…

୧୪ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର () ରାଜ୍ୟର ଦକ୍ଷିଣ ଠାରୁ ଆରମ୍ଭ କରି ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ବହୁ ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ୧୪ଜିଲ୍ଲା ପାଇଁ…

୫ ନୂଆ କରୋନା ଆକ୍ରାନ୍ତ ପଟ୍ଟାମୁଣ୍ଡାଇ ଅଂଚଳର, ସୁରତରୁ ଫେରିଥିଲେ : ଜିଲ୍ଲାପାଳ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୫ ଜଣ କରୋନା ଆକ୍ରାନ୍ତ ଗୁଜୁରାଟରୁ ସୁରତରୁ ଫେରିଥିଲେ । ଏହି ଆକ୍ରାନ୍ତମାନେ ଗତ ୩ ତାରିଖରେ ୫୩ ଜଣ ସହଯାତ୍ରୀଙ୍କ ସହ ଏକ ବସରେ ଫେରିଥିଲେ । କେନ୍ଦ୍ରାପଡ଼ା ଜିଳ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,…

ପୁଣି ଅଘଟଣ, ଟ୍ରେନ ମାଡିଯାଇ ୧୫ ଶ୍ରମିକ ମୃତ

ମୁମ୍ବାଇ () ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ମାଡିଯାଇ ୧୫ ଶ୍ରମିକ ମୃତ । ଶ୍ରମିକଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ୍ । କର୍ମାଡ ଷ୍ଟେସନ ନିକଟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଛତିଶଗଡକୁ ଫେରୁଥିଲେ ପ୍ରବାସୀ ଶ୍ରମିକ । ସକାଳ ସାଢେ ୬ଟାରେ ଘଟିଛି ଦୁର୍ଘଟଣା ।

୩୭ ବର୍ଷିୟ ସମ୍ରାଟ ହୀରାମନଙ୍କ ମୃତ୍ୟୁ

କୋଟି କୋଟି ଟଙ୍କାର ସୁନା ଗହଣା ପିନ୍ଧୁଥିବା ଗୋଲ୍ଡ ମ୍ୟାନ ରୂପେ ପ୍ରସିଦ୍ଧ ସମ୍ରାଟଙ୍କ ଦିସନ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ସମ୍ରାଟ ନିଜ ଶରୀରରେ ୮ ରୁ ୧୦ କିଲୋ ସୁନା ଗହଣା ପିନ୍ଧୁଥିଲେ। ରିପୋର୍ଟ ଅନୁଯାୟୀ ପୁଣେର ସଂଗମବାଡି ଅଞ୍ଚଳରେ ରହୁଥିବା ସମ୍ରାଟ ମୋଝେ ନିଜ ଶରୀରରେ ପ୍ରତ୍ୟେକ…

ବନ୍ଦେ ଭାରତ ମିଶନରେ ଘର ବାହୁଡା ହେଲେ ୧୮୧ ଯାତ୍ରୀ

ବନ୍ଦେ ଭାରତ ମିଶନର ପ୍ରଥମ ପର୍ଯ୍ୟାୟରେ ଫେରିଲେ ଭାରତୀୟ। ପ୍ରଥମ ବିମାନ କେରଳର କାଲିକଟରେ ଅବତରଣ କରିଛି। ଦୁବାଇରୁ ଭାରତୀୟଙ୍କୁ ଆଣି କାଲିକଟରେ ପହଞ୍ଚିଛି ପ୍ରଥମ ବିମାନ। ଗତକାଲି ବିଳମ୍ବିତ ରାତିରେ ଦୁବାଇରୁ ୧୮୧ ଜଣ ଭାରତୀୟ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ନବଜାତ ରହିଛନ୍ତି। ବନ୍ଦେ…

ଲୁଗା ଓ କପଡ଼ା ବ୍ୟବସାୟୀଙ୍କ ଭେଳା ବୁଡ଼ାଇଲାଣି କଟକଣା

ଭୁବନେଶ୍ୱର : କରୋନା କଟକଣା ଏବେ ରାଜ୍ୟର ଅନେକ ଲୁଗା ଓ କପଡା ବ୍ୟବସାୟୀଙ୍କ ଭେଳା ବୁଡାଇଲାଣି । ଏମାନଙ୍କ ବେପାର ବୁଡିବା ସହିତ ସେହିସବୁ ଦୋକାନ ଓ ଶିଳ୍ପରେ କାର୍ଯ୍ୟ କରୁଥିବା ହଜାର ହଜାର ଲୋକ ବେକାର ହେବାକୁ ବସିଲେଣି । ଲୁଗାପଟା ଆଦି ପୋଷାକ ସାମଗ୍ରୀ ଅତ୍ୟାବଶ୍ୟକ ହୋଇନଥିବାରୁ ସେହିସବୁ…

ରାଜ୍ୟରେ ଆଉ ୨୬ କରୋନା ପଜିଟିଭ, ସଂଖ୍ୟା ୨୪୫କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯ରୁ ୨୪୫କୁ ବୃଦ୍ଧି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି। ଗତକାଲି ରାଜ୍ୟରେ ୩୪ଜଣ କରୋନା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଗ୍ରହସ୍ଥିତି ଆପଣଙ୍କ ପାଇଁ ଦୁର୍ଲଭ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ୍‌ ହେବା ସଙ୍ଗକୁ ସତ୍‌ସଙ୍ଗ ମଧ୍ୟ କରିପାରିବେ। ଆଜିର ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ପୂର୍ଣ୍ଣ ଫଳପ୍ରଦ ରହିବ।…