Odia News Portal

ଖାକିରେ ଲାଗିଲେ କଳଙ୍କର ଛିଟା

ଭୁବନେଶ୍ବର : ଖାକିରେ ଲାଗିଲେ କଳଙ୍କର ଛିଟା । କ୍ୟାପିଟାଲ ଥାନାର କାର୍ଯ୍ୟରତ ଏଏସଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ବିବାହାର ପ୍ରଲୋଭନ ଦେଖାଇ ଏଏସଆଇ  ଜଣକ ଜଣେ  ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ମହିଳା ଥାନାରେ ଯୁବତୀ ଜଣକ ଏଏସଆଇଙ୍କ ନାମରେ ଏତଲା ମଧ୍ୟ ଦାୟର…

ଏମାନେ ବି କରୋନା ଯୋଦ୍ଧା

ଭୁବନେଶ୍ବର : ବର୍ତମାନ ସମୟରେ କରୋନା ପରି ଏକ ବିଶ୍ଵ ମହାମାରୀ ଦ୍ଵାରା ସମଗ୍ର ବିଶ୍ଵର ମାନବ ଜାତି ବିଶେଷ ଭାବେ ପ୍ରଭାବିତ ଅଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ଵାରା ଗତ ମାର୍ଚ ୨୨ରିଖରେ ତାଲାବନ୍ଦ ଘୋଷଣା ହେଲା ପରେ ଛୋଟ ବଡ ହୋଟେଲ ଓ ଜଳଖିଆ ଦୋକାନ ସମୂହ ବନ୍ଦ ହେବା ଦ୍ଵାରା…

ଖବରକାଗଜ ବିତରକଙ୍କୁ ବୀମାଭୁକ୍ତ କରାଯାଉ

ପୁରୀ : ଲକ୍ ଡାଉନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥୁବା ଖବରକାଗଜ ବିତରକଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରିଥିବା ଅଭିଯୋଗ ହୋଇଛି । ଉଠାଦୋକାନୀ, ନିର୍ମାଣ ଶ୍ରମିକ ଏବଂ ରେସନକାର୍ଡଧାରୀଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଥିଲେ ମଧ୍ୟ ଖବରକାଗଜ ବିତରକଙ୍କୁ ଏପର୍ଯ୍ୟନ୍ତ କୌଣସି…

ରଥ ନିର୍ମାଣ ନେଇ କେନ୍ଦ୍ରର ଗ୍ରୀନ୍ ସିଗନାଲ୍

ପୁରୀରେ ରଥ ନିର୍ମାଣ ନେଇ ହଟିଲା ସସପେନ୍ସ । ରଥ ଖଳାରେ ସାମାଜିକ ଦୂରତ୍ୱ ରକ୍ଷା କରି ନିର୍ମାଣ ହୋଇ ପାରିବ ରଥ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍ । ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ରଥଯାତ୍ରା ନିଷ୍ପତ୍ତି ହେବ କି ନାହିଁ…

ଓଡିଶାରେ ଆଉ ୧୦ କରୋନା ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭ଗଞ୍ଜାମର ହୋଇଥିବା ବେଳେ ୩ ଭୁବନେଶ୍ବରର ମଞ୍ଚେଶ୍ବର, ଭିଏସଏସ ନଗର ଓ ସୂର୍ଯ୍ୟନଗର ବୋଲି ଜଣାପଡିଛି ।ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ତାଲା ପକାଇବା ଘଟଣା : ଡ୍ରାଇଭର ଓ ଗାଡି ମାଲିକ ଗିରଫ

ସମ୍ବଲପୁର : ବୁର୍ଲାରେ ଆମ୍ବୁଲାନ୍ସ ଭିତରେ ରୋଗୀ, ରୋଗୀର ସ୍ତ୍ରୀ ଓ ତାର ୪ ବର୍ଷର ଛୋଟ ଛୁଆକୁ ରାତିସାରା ବନ୍ଦ ଘଟଣାରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ଗିରଫ । ଗାଡି ମାଲିକ ଛୋଟଲାଲ ପ୍ରସାଦ ଓ ଡ୍ରାଇଭର ପ୍ରଦୀପ ପଟ୍ଟନାୟକକୁ ଗିରଫ କରି ବୁର୍ଲା ପୋଲିସ କୋର୍ଟ ଚାଲାଣ କରିଛି । ଗତକାଲି…

ଚୁପଚାପ୍ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କଲେ ଅରବାଜ ଖାନ୍ !

କରୋନା ଭାଇରସ ଯୋଗୁ ଏବେ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହି ଲକଡାଉନରେ କେତେକ କପଲ ପୂର୍ବାପେକ୍ଷା ଅଧିକ ନିକଟତର ହୋଇଯାଇଛନ୍ତି। ଏହି ତାଲିକାରେ କେତେକ ବଲିଉଡ ଷ୍ଟାର ମଧ୍ୟ ଅଛନ୍ତି। ତେବେ ବର୍ତ୍ତମାନ ବଲିଉଡ ଅଭିନେତା ଅରବାଜ ଖାନ ନିଜ ଗାର୍ଲଫ୍ରେଣ୍ଡ ଜିୟୋର୍ଜିୟା ଏଣ୍ଡ୍ରିୟାନୀଙ୍କ…

ବିଷଧର ସାପ ଗୁଡାଇଥିବା ନଜର ଆସିଲେ ଏହି ନେତା

କିଛି ଦିନ ହେବ ବିହାରର ବାଗାହ ଠାରେ ଲୋକଜନଶକ୍ତି ପାର୍ଟି ନେତାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିରେ ଏଲଜେପି ନେତା ବେଚୁ ତିୱାରୀ ନାଗ – ନାଗୁଣୀଙ୍କ ସହ ଖେଳୁଥିବା ନଜର ଆସିଛନ୍ତି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ ହେଉଛି, ବିଷାକ୍ତ ସାପ ମାନେ ଅତି ନିକଟରେ ଥିଲେ ବି…

ଜନ ସଚେତନତା ସହ ମାସ୍କ ବାଣ୍ଟିଲା : ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ

ଜଗତସିଂହପୁର : ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ  ସ୍ନେହସିସ ଦାସଙ୍କ ଆହ୍ୱାନ କ୍ରମେ କରୋନା ଭୂତାଣୁକୁ ନେଇ ତିତ୍ତୋଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଯୁବ ସମାଜ ସେବୀ ତଥା ଜାତୀୟ ସ୍ୱେଚ୍ଛାସେବୀ ମିର୍ଜା ଶିଧିକ ବେଗଙ୍କ ନେତୃତ୍ୱରେ ସଚେତନତା ବାର୍ତା ପ୍ରଚାର ସହ ଯେଉଁ ପରିବାରଙ୍କ…

କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଆୟୁଷ ମେଡିସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ() ମହାମାରୀ କରୋନାକୁ ମାତ ଦେବା ପାଇଁ ଭାରତ ମେଡିସିନ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି । ଏବେ କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଆୟୁଷ ମେଡିସିନ ଗୁଡିକର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି…