Odia News Portal

ଦେଶରେ ୨୪ଘଣ୍ଟାରେ ୧୨୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ()  ଦେଶରେ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ହଜାର ୩୯୧ ରହିଛି । ବର୍ତ୍ତମାନ ୩୩ହଜାର ୫୧୪ ଜଣ ଚିକିତ୍ସାଧୀନ ଥିବା ବେଳେ ୧୪ହଜାର ୧୮୨ଜଣ ଡିସଚାର୍ଜ…

ସାରାରାତି ଆମ୍ବୁଲାନ୍ସ ଭିତରେ ବନ୍ଦୀ ହୋଇରହିଲେ ରୋଗୀ

ନୂଆପଡ଼ା: ଆମ୍ବୁଲାନ୍‌ସରେ ରୋଗୀ ନିର୍ଯାତନାର ଶିକାର। ସାରାରାତି ଆମ୍ବୁଲାନ୍‌ସରେ ବନ୍ଦୀ ରହିଲେ ରୋଗୀ। ଭଡ଼ା ପାଇଁ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ନିର୍ଯାତନା ଟପିଲା ସବୁ ସୀମା। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଇନ୍ଦ୍ରନଗରରେ। ଡଗରେଶ୍ୱର ମାଝୀ ମେରୁଦଣ୍ଡ ଯକ୍ଷ୍ମା…

ମୋବାଇଲରେ ଆରୋଗ୍ୟ ସେତୁ ଆପ ନଥିଲେ ୧୦୦୦ ଫାଇନ

ଆପଣଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ନଥିଲେ ଆପଣଙ୍କୁ ଏଥିପାଇଁ ହଜାରେ ଟଙ୍କା ଫାଇନ ବା ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । କରୋନାର ଭୟାବହତାକୁ ନଜରରେ ରଖି ଏଭଳି ନିୟମ କରାଯାଇଛି । ଉତ୍ତର ପ୍ରଦେଶ ନଏଡାରେ ଏହି ନିୟମ ଲାଗୁ କରାଯାଇଛି । ସରକାରୀ କର୍ମଚାରୀଙ୍କ ପାଇଁ ତ ଆପ ଡାଉନଲୋଡ…

ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ, ଜାଣନ୍ତୁ ମୃତକଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ। ଓଡ଼ିଶାରେ କରୋନାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ମୃତକ ହେଉଛନ୍ତି ୭୭ବର୍ଷ ବୟସ୍କ, ଯିଏକି ଭୁବନେଶ୍ୱର ମଧୁସୂଦନ ନଗରର ବାସିନ୍ଦା । ସେ କରୋନା ସଂକ୍ରମିତ ହେବା…

ଏଜି ଅଡିଟରଙ୍କ ଚାପ ଯୋଗୁଁ ଖଦିବୋର୍ଡ ସୋରିଷ ତେଲ ଦର ବୃଦ୍ଧି

ଭୁବନେଶ୍ୱର : ସରକାରୀ ଦୁର୍ନୀତି ଧରିବାକୁ ଭାରତର ମହାଲେଖାକାର (ଏଜି) ବିଭିନ୍ନ ସରକାରୀ ଦପ୍ତରରେ ଅଡିଟ୍‍ କରିଥାନ୍ତି । ଏହାଦ୍ୱାରା ସରକାରୀ ଦପ୍ତରରେ ହିସାବପତ୍ର ଠିକ୍‍ ଠାକ୍‍ ହୋଇଥାଏ । ତେବେ ଏଜିଙ୍କ ଅଡିଟ୍‍ ଯୋଗୁଁ ତେଲ ଦର ବଢିବା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି…

ଲକଡାଉନରେ ଚିଲିକାରେ ଦୁଇ ପକ୍ଷୀ ଶୀକାରୀ ଗିରଫ

ଟାଙ୍ଗୀ : ଲକଡାଉନ ବେଳେ ମାତିଲେ ପକ୍ଷୀ ଶୀକାରୀ । ଚିଲିକାରେ ପକ୍ଷୀ ଶୀକାର କରିବା ଅଭିଯୋଗରେ ସୋରଣ ପେଣ୍ଠ ନିକଟରେ ବନ୍ୟ ପ୍ରାଣୀ ବିଭାଗର ଚଢାଉ । ୨ ଶୀକାରୀ ଗିରଫ ଶୀକାରୀ ଦ୍ୱୟ ହେଲେ ସୋରଣ ଗ୍ରାମର ମୋହିସିନି ଖାଁ ଓ ସୋବିବ୍ ଖାଁ । ସେମାନଙ୍କ ନିକଟରୁ ପରପଲ ମୋରେନ ପନ୍ଦର ଟି ଓ ଲାର୍ଜ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମଙ୍ଗଳଙ୍କ ପ୍ରଭାବରୁ ଉଚ୍ଚ ମନ ଓ ଦୃଢ ଆତ୍ମବଳ ନେଇ କାମ କରିବେ। ପାରିବାରିକ,ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ଲାଭ କରିବାରେ ଅସୁବିଧା ହେବନାହିଁ। ଆତ୍ମୀୟସ୍ବଜନଙ୍କ ଆରୋଗ୍ୟ ଲାଭ ପାଇଁ ଚିନ୍ତା ବଢ଼ିପାରେ। ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ…

କୋଭିଡ୍‌-୧୯ ଓ ହୃତ୍‌ପିଣ୍ଡର ଯତ୍ନ

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍ ମୁଖ୍ୟତଃ ଫୁସ୍‌ଫୁସ୍‌କୁ କ୍ଷତି ପହଂଚାଇଥାଏ । କିନ୍ତୁ ଏହି ମାରାତ୍ମକ ଭାଇରସ୍ ଯୋଗୁଁ ଶରୀରରେ ଅନ୍ୟ ଏକ ଅଙ୍ଗ : ହୃତ୍‌ପିଣ୍ଡ କିଭଳି ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହେଉଛି ତାହାର ବର୍ଦ୍ଧିତ ମାମଲା ସମ୍ପର୍କରେ ଡାକ୍ତରମାନେ ସୂଚନା ଦେଇଛନ୍ତି ।…

କଟକରେ ପୁନଃପରିଚାଳନା ଆରମ୍ଭ କଲା ଉବେର୍‌

କଟକ : ଭାରତ ସରକାରଙ୍କ ଦ୍ୱାରା କଟକ ସହରକୁ ଗ୍ରୀନ୍ ଜୋନ୍‌ରେ ଶ୍ରେଣୀଭୁକ୍ତ କରାଯିବା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ସୁବିଧାଜନକ ଯାତାୟତ ସମାଧାନ ପ୍ରଦାନ କରିବା ପାଇଁ ଉବେର ପକ୍ଷରୁ ଆଜି କଟକରେ ଏହାର ପରିଚାଳନାକୁ ପୁଣିଥରେ ଆରମ୍ଭ କରାଯାଇଛି । ଏବେ ଯାତ୍ରୀମାନେ କଟକରେ…

ବିଳମ୍ବିତ ରାତିରେ ଭାଇକୁ ଦେଖା କରିବାକୁ ପହଞ୍ଚିଲେ କରୀନା

ବଲିଉଡର ଆଗଧାଡ଼ିର ଅଭିନେତ୍ରୀ କରୀନା କପୁର ସୋମବାର ବିଳମ୍ବିତ ରାତିରେ ଭାଇ ରଣବୀର କପୁରଙ୍କ ଘର ବାହାରେ ନଜର ଆସିଛନ୍ତି। ସେ ନିଜ ଆଣ୍ଟି ନିତୁ ସିଂହ ଓ ଭାଇ ରଣବୀରଙ୍କୁ ଭେଟିଛନ୍ତି। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ସମୟରେ ସେ ମୁହଁରେ ମାସ୍କ ପିନ୍ଧିଥିବା…