ରିୟଲ ଘଟଣାର ରିଲ୍ କାହାଣୀରେ ଦିପିକା ଚିଖଲିଆ
ନୂଆଦିଲ୍ଲୀ : ଅରୁଣ ଗୋଭିଲ୍ ଓ ଦିପିକା ଚିଖଲିଆ। ଏହି ଦୁଇଟି ନାଁ ଭାରତୀୟ ସଂସ୍କୃତି ସହ ଯୋଡ଼ି ହୋଇଯାଇଛି , ଯେଉଁଦିନ ଠାରୁ ସେମାନେ ୧୯୮୭ରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ରାମ ଓ ସୀତା ପାଲଟିଥିଲେ। ସେଦିନ ଠାରୁ ତାଙ୍କର ନାଁ ପ୍ରଭୁ ରାମଚନ୍ଦ୍ର ଓ ସୀତା ଦେବୀଙ୍କ ସହ ସମୋଚ୍ଚାରିତ…
