ଭାତ ରାନ୍ଧୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି
ସୁବର୍ଣ୍ଣପୁର : ଭାତ ରାନ୍ଧୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଭଳି ଏକ ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାନିକରାସିରା ଗାଁରେ । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇବଖରା ଘର ସଂପୂର୍ଣ୍ଣ ଭୁଷୁଡି ପଡିଛି ।
ଘଟଣା…
