କାଳବୈଶାଖୀର ପ୍ରଭାବ : ବର୍ଷା ସାଙ୍ଗକୁ ବଡ ବଡ କୁଆପଥର ମାଡ
ଚାନ୍ଦବାଲି : କାଳବୈଶାଖୀର ପ୍ରଭାବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଘଣ୍ଟେଶ୍ୱରରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ କୁଆପଥର ମାଡ ହୋଇଛି । ସନ୍ଧ୍ୟାରେ ଘଣ୍ଟେଶ୍ୱରରେ ବର୍ଷା ସାଙ୍ଗକୁ ବଡ ବଡ କୁଆପଥର ମାଡ ହୋଇଥିଲା ।
ତେବେ ଦୀର୍ଘ ସମୟ…
