Odia News Portal

ରାଜ୍ୟରେ ସୁସ୍ଥ ହେଲେ ଆଉ ୨କରୋନା ଆକ୍ରାନ୍ତ

ଭୁବନେଶ୍ୱର () ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ । ସୁସ୍ଥ ହୋଇଥିବା ୨ ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ସଂଖ୍ୟା ପରେ ରାଜ୍ୟରେ ମୋଟ୍ ୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ୨ ଆକ୍ରାନ୍ତଙ୍କୁ ମେଡିକାଲରୁ…

ମୋବାଇଲ୍ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ

ଗଂଜାମ : ଲକ୍ ଡାଉନ୍ ସମୟରେ ରକ୍ତର ଅଭାବ ଲାଗି ରହିଥିବା ବେଳେ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋବାଇଲ୍ ରକ୍ତ ସଂଗ୍ରହ ଯାନ । ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମେ ରକ୍ତ ଦେଇ ଭ୍ୟାନ୍ ର ଶୁଭାରମ୍ଭ କରିଥିଲେ । ଭ୍ୟାନ୍ ମଧ୍ୟରେ ଶୀତ ତାପ ନିୟନ୍ତ୍ରିତ ରହିଛି । ରକ୍ତ ଦାତା…

ଅସହାୟଙ୍କୁ ସହଯୋଗର ହାତ ବଢାଇଲା ସୋଆ

ଭୁବନେଶ୍ବର()  କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି ।…

ଆକ୍ସନ ମୋଡ଼ରେ ଯାଜପୁର ଜିଲା ପ୍ରଶାସନ

ଯାଜପୁର : ଆକ୍ସନ ମୋଡ଼ରେ ଯାଜପୁର ଜିଲା ପ୍ରଶାସନ । ସାରା ଦେଶରେ ମହାମାରୀ କରୋନାକୁ ନେଇ ସରକାର ଚିନ୍ତିତ ଥିବାବେଳେ ଲୋକମାନଙ୍କୁ ଘରୁ ନବାହାରିବା ସହ ସାମାଜିକ ଦୂରତାକୁ ଅବଲମ୍ବନ କରିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି । ତଥାପି କିଛି ମୁଷ୍ଟିମେୟ ଵ୍ୟକ୍ତି ସରକାରଙ୍କ ନିୟମକୁ ବେଖାତିର…

ବିଜୁ ଶ୍ରାଦ୍ଧ ଦିବସରେ ବିଏମସି ସଫେଇ କର୍ମଚାରୀମାନଙ୍କୁ ମାସ୍କ,ସାବୁନ ଓ ବିସ୍କୁଟ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ରେ ବିଧାୟକ ସୁଶାନ୍ତ କୁମାର ରାଉତ ଙ୍କ ସହାୟତା ରେ ଯୁବନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଭିଏସସନଗର ଅଞ୍ଚଳରେ ବିଏମସି ସଫେଇ କର୍ମଚାରୀମାନଙ୍କୁ କୋରୋନା ସଚେତନତା କରିବା ସହିତ ମାସ୍କ,ସାବୁନ ଓ ବିସ୍କୁଟ ପ୍ରଦାନ କରିବା…

ବଲିଉଡ ପରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ଏହି ସୁନ୍ଦରୀ

ଜ୍ୟାକଲିନ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଶ୍ରୀଲଙ୍ଗା ସୁନ୍ଦରୀ ବଲିଉଡରେ ଅଭିନୟ ଯାଦୁ ଦେଖାଇ ଦର୍ଶକଙ୍କ ମନକୁ କିଣିପାରିଛନ୍ତି। ବଡ ପରଦାରେ ନିଜର ଜଲୱା ଦେଖାଇସାରିବା ପରେ ଏବେ ଡିଜିଟାଲ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି ଜ୍ୟାକଲିନ। ମେ ୧ରେ ତାଙ୍କର…

ଏହି ୩ଟି ସ୍ଥାନରେ ଚାଲିବ ଓଲା ଓ ଉବେର

ଭୁବନେଶ୍ୱର : ଲକ୍‌ଡାଉନ୍‌ରେ ଓଲା ଓ ଉବେରକୁ ଅନୁମତି ମିଳିଛି। ତେବେ କେବଳ କଟକ, ଭୁବନେଶ୍ୱରଏବଂ ରାଉରକେଲା ସହରରେ ଏହି ଗାଡି ଗଡ଼ିବ। ରୋଗୀଙ୍କୁ ନେବା ଆଣିବା କ୍ଷେତ୍ରରେ ଏହା ବ୍ୟବହାର ହେବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଏସବୁ ଗାଡ଼ିର ଗତିବିଧି ଉପରେ ନଜର ରଖିବେ ସ୍ଥାନୀୟ ଆର୍‌ଟିଓ।

୮ ମାସ ପରେ ସେୟାର କଲେ ନିଜ ବିବାହର ଫଟୋ

ସବୁବେଳେ ନୂଆ ନୂଆ ଡ୍ରାମା କରି ଫ୍ୟାନମାନଙ୍କୁ ଚମକାଇ ଦେଉଥିବା ରାଖୀ ସାୱନ୍ତ ଶେଷରେ ନିଜ ବିବାହର ଫଟୋ ସେୟାର କରିଛନ୍ତି। ଏଥିରେ ସେ ଲାଲ ଜୋଡାରେ ନଜର ଆସୁଛନ୍ତି। ଫଟୋ ସେୟାର କରି ରାଖୀ କ୍ୟାପସନ ଲେଖିଛନ୍ତି, ‘ମୋ ବିବାହର ଫଟୋ’। ତେବେ ଲଗାତାର 8 ମାସ ଧରି ସେ ଯାହା କରି ଆସୁଥିଲେ, ଏଥର…

ରାଜ୍ୟରେ କରୋନ ପଜିଟିଭ ହାର କମିଛି

ଭୁବନେଶ୍ୱର ()ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ପୁରୀଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ଅଧିକରୁ ଅଧିକ ନମୁନା ପରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି । ନମୁନା ପରୀକ୍ଷଣ ପାଇଁ…

ଆରପାରିରେ ପୂର୍ବତନ ବିଧାୟକ ସହରାଇ ଓରାମ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମଙ୍କ ପରଲୋକ ଘଟିଛି । କେନ୍ଦୁଝରର ଭଦ୍ରାସାହି ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ପକ୍ଷାଘାତ ରୋଗରେ ସେ ପୀଡ଼ିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ବିଜୁ ପଟ୍ଟନାୟକଙ୍କ…