ଏହି ତାରିଖରୁ ଦେଶରେ ବିମାନ ଚଳାଚଳ ବନ୍ଦ
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମଙ୍ଗଳବାର ରାତିରୁ ଦେଶରେ ସମସ୍ତ ବିମାନ ଚଳାଚଳ ବନ୍ଦ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛନ୍ତି ।
ମାର୍ଚ୍ଚ ୨୫ ତାରିଖ ରାତି ୨୩.୫୯ ବା ମଧ୍ୟ ରାତ୍ରୀରୁ ଦେଶରେ ଯାତ୍ରୀ ପରିବହନ…
