Odia News Portal

ପୋଲିସ ଡିଜିଙ୍କ ମହାନତା

ଭୁବନେଶ୍ୱର () ମାନବିକତା ଦେଖାଇଲେ ପୋଲିସ ଡିଜି ଅଭୟ । ଆଜିଲୋକସେବା ଭବନରେ କାର୍ୟ୍ୟରତ ଜଣେ କଳିଙ୍ଗ ଟିଭିର ଭିଡ଼ିଓ ଜରନାଲିଷ୍ଟ ପପୁ ସୂଟିଂ କରୁଥିବା ସମୟରେ ଗୋଡ ଖସିଯିବାରୁ ତଳେ ପଡିଯାଇଥିଲେ। ଏହାକୁ ଦେଖି ସାମ୍ନାରେ ଥିବା ପୋଲିସ ଡିଜି ଅଭୟ ତୁରନ୍ତ ତାକୁ ଉଠାଇବାରେ ସାହାଯ୍ୟ କରିଥିଲେ।…

କାଲିଠୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ() ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ତେଣୁ ସାଧାରଣ ଲୋକଙ୍କ ପାଇଁ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । କିନ୍ତୁ ପୂର୍ବପରି ଜାରି ରହିବ ଶ୍ରୀଜିଉଙ୍କ ନୀତିକାନ୍ତି । କେବଳ ସେବାୟତମାନେ ମନ୍ଦିରକୁ ଯାଇ ନୀତିକାନ୍ତି…

କରୋନା ମୁକାବିଲାରେ ସମସ୍ତଙ୍କ ରୋଲ ମଡେଲ ନବୀନ

ଭୁବନେଶ୍ୱର () ବିପର୍ଯ୍ୟୟ ମୁକାବିଲା ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କରୋନା ଭଳି ବିଶ୍ୱ ମହାମାରି ମୁକାବିଲାରେ ସମସ୍ତଙ୍କ ପାଇଁ ରୋଲ ମଡେଲ ହୋଇଛନ୍ତି । ଏକଥା ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱୀକାର କରିଛନ୍ତି । କେବଳ…

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଜଷ୍ଟିସ

ନୂଆଦିଲ୍ଲୀ() ରାଜ୍ୟସଭାର ସାଂସଦ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ । ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଥିଲେ। ପ୍ରଥମଥର ପାଇଁ ଦେଶର କୌଣସି ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସେପଟେ ଗୋଗୋଇ…

ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ() ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ୍ ପିଟିସନ୍ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ନିଜକୁ ନାବାଳକ ଦର୍ଶାଇ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲା ପବନ । ଏହା ପୂର୍ବରୁ ସୁପ୍ରିମକୋର୍ଟରେ ପୁନଃବିଚାର ଯାଚିକା ଦାଖଲ କରି ଘଟଣା ସମୟରେ ନାବାଳକ ଥିବାର ଦଲିଲ୍ ଦେଇଥିଲା ପବନ ।…

ଭଡ଼ାଟିଆଙ୍କୁ ତଡ଼ି ପାରିବେନି ଘର ମାଲିକ

ଭୁବନେଶ୍ୱର() କରୋନା ଏବେ ସମସ୍ତଙ୍କୁ ଭୟଭୀତ କରାଇଛି। ସମସ୍ତେ ନିଜ ନିଜ ସ୍ତରରେ ସଚେତନ ହୋଇଛନ୍ତି। ହେଲେ ଏବେ ଘରମାଲିକ ଭଡ଼ାଟିଆଙ୍କୁ ବିଦା କରି ଦେଉଥିବା ବେଳେ ଅଣଓଡ଼ିଆ ଶ୍ରମିକଙ୍କୁ ଠିକାଦାର ବିଦା କରିଦେଉଛି। ଫଳରେ ପାଠ ପଢ଼ିବା ପାଇଁ ମୁଣ୍ଡ ଗୁଞ୍ଜିଥିବା ଛାତ୍ର ହଠାତ୍ ଘରଛାଡ଼ି ବାର…

ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର() ୟେସ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ଏହି ଟଙ୍କା ଫେରସ୍ତ ହୋଇଛି । ୩୯୭.୨୩ କୋଟି ଟଙ୍କା ମୂଳଜମା ସହ ୮ କୋଟି ୨୩ ହଜାର ସୁଧ ଟଙ୍କା ଫେରିଛି । ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ଟଙ୍କା ଫେରିଆସିଥିବା ନେଇ ୟେସ ବ୍ୟାଙ୍କର…

କରୋନା ଭୂତାଣୁ ସଂକ୍ରମଣରେ ପୋଷା ଜୀବଜନ୍ତୁଙ୍କ କୌଣସି ଭୂମିକା ନାହିଁ

ଭୁବନେଶ୍ୱର()  କରୋନା ଭୂତାଣୁ ସଂକ୍ରମଣ ଭୟରେ ଗୃହପାଳିତ ତଥା ପୋଷା ଜୀବଜନ୍ତୁଙ୍କୁ ପରିତ୍ୟାଗ ନକରିବାକୁ ଗୃହମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ଼ ଅରୁଣ ସାହୁ ସୂଚନା ଦେଇଛନ୍ତି । ଏହି ମର୍ମରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା…

ଫେରିଲେ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢୁଥିବା ୬୯ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢୁଥିବା ୬୯ ଜଣ ଛାତ୍ରଛାତ୍ରୀ । ଆଜି ଭୋର ସେମାନେ ଦିଲ୍ଲୀରୁ ଆସି ଭୁବନେଶ୍ୱରରୁ ପହଞ୍ଚିଛନ୍ତି । ଓଡ଼ିଶା ମୋ ପରିବାର ପକ୍ଷରୁ ସେମାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱର ପାନ୍ଥନୀବାସରେ ସମାନଙ୍କ ରହିବା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କର୍ମକ୍ଷେତ୍ରରେ ଶନି ସହ ଚନ୍ଦ୍ର ଯୋଗ ଆପଣଙ୍କୁ କର୍ମଦକ୍ଷତା, ଉଚ୍ଚ ସମ୍ମାନ, ବନ୍ଧୁଗହଣରେ ପ୍ରଶଂସିତ କରାଇବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ, ଯାନବାହନ ଲାଭ ସହ ଆଇନ ଅଦାଲତରେ ବିଜୟୀ ହେବେ। ଶିଳ୍ପ, ପରିବହନ, ବ୍ୟବସାୟ, ନିର୍ମାଣ, ବିବାଦୀୟ ଘଟଣା ଓ ସଭାସମିତି ତଥା…