Odia News Portal

ରାଜ୍ୟରେ କରୋନାକୁ ନେଇ ତୃତୀୟ ଦିନର ତଥ୍ୟ ଦେଲେ ବାଗଚୀ

ଭୁବନେଶ୍ୱର() ଗତ ତିନି ଦିନ ପରି ଆଜି ମଧ୍ୟ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ନେଇ କୌଣସି ଅବହେଳାର ପ୍ରଶ୍ନ ଉଠୁନି । ଆଜି ସୁଦ୍ଧା କରୋନା ୧୬୭ଟି ଦେଶକୁ ବ୍ୟାପିଛି । କରୋନାରେ…

ଆଇସୋଲେସନରେ ଅମିତାଭ ବଚ୍ଚନ

ମୁମ୍ବାଇ() ଅଭିନେତା ଅମିତାଭ ବଚ୍ଚନଙ୍କ ଏକ ଟ୍ବିଟ୍ ଏବଂ ଭିଡିଓ ଜୋରଦାର ଭାଇରାଲ ହେଉଛି।କରୋନା ଭାଇରସର ପ୍ରକୋପ ଯୋଗୁଁ କେତେକ ବଲିଉଡ ଷ୍ଟାର ନିଜକୁ ଘରେ ପ୍ୟାକ୍ କରି ନେଇଛନ୍ତି। ଏହି ତାଲିକାରେ ଏବେ ଶେହନଶାହ ଅମିତାଭ ବଚ୍ଚନଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି। ବଲିଉଡର ସୁପରଷ୍ଟାର ଅମିତାଭ…

ଆସନ୍ତାକାଲି ଫେରିବ ଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର() ଆସନ୍ତାକାଲି ଫେରିବ ଜଗନ୍ନାଥଙ୍କ ଟଙ୍କା ।ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ଜମା ରଖାଯାଇଥିବା ଜଗା ଟଙ୍କା ଉଠାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଯେହେତୁ ବୁଧବାର ସଂଧ୍ୟାରୁ ୟେସ୍ ବ୍ୟାଙ୍କରୁ ଆର୍ବିଆଇ କଟକଣା ହଟିବ ଓ ଜମାକରୀଙ୍କ ଟଙ୍କା ଉଠାଣ…

୪ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର() ବିଜେଡିର ୪ ପ୍ରାର୍ଥୀ ରାଜ୍ୟ ସଭାକୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସୁବାସ ସିଂ,ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରାର୍ଥିପତ୍ର ପ୍ରତ୍ୟାହାର ଅବଧି ପରେ ଏନେଇ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର । ଆଉ କେହି…

କରୋନା ଓ୍ୱେବସାଇଟରେ ପଞ୍ଜିକରଣ କଲେ ଗୀତା ମେହେଟ୍ଟା

ଭୁବନେଶ୍ୱର()  କରୋନା ଓ୍ୱେବସାଇଟ୍ରେ ପଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୀତା ମେହେଟ୍ଟା ଦିଲ୍ଲୀ ପହଞ୍ଚିବା ପରେ ସରକାରୀ ଓ୍ୱେବାସାଇଟ୍ରେ ଏହି ପଞ୍ଜି କରଣ କରିଛନ୍ତି । ସରକାରୀ ପୋର୍ଟାଲ…

କରୋନା ପାଇଁ ମାସକୁ ଦରକାର ଏତିକି ସାନିଟାଇଜର , ଜାଣିଲେ ହୋସ ଉଡିଜିବ…

ନୂଆଦିଲ୍ଲୀ () ପୁରା ବିଶ୍ୱରେ କାୟା ମେଲାଇ ଚାଲିଛି ମହାମାରୀ କରୋନା ଭାଇରସ। କରୋନା ଭାଇରସ୍ କବଳରେ ଏବେ ବିଶ୍ୱର ପ୍ରାୟ ୧୪୮ ଦେଶ । ସାରା ଦୁନିଆରେ କରୋନା ଯୋଗୁ ପ୍ରାୟ ୬୬୧୦ ଜଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ୧୬୮୦୧୯ ଲୋକ ଏପର୍ୟ୍ୟନ୍ତ ବିଶ୍ୱରେ ଆକ୍ରାନ୍ତ ହେଲେଣି ବୋଲି ବିଶ୍ୱ…

୯ ଜିଲ୍ଲାକୁ ସତର୍କ ସୁଚନା

ଭୁବନେଶ୍ୱର() ୯ଟି ଜିଲ୍ଲାରେ ଘଡଘଡି, ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା. ବାଲେଶ୍ୱର, ପୁରୀ, ନୟାଗଡ, ଢ଼େଙ୍କାନାଳ, କେନ୍ଦୁଝର ଓ କଟକ । ଏହି ସମୟରେ…

ଏଣିକି ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ ହାଟ

ଭୁବନେଶ୍ୱର() ଏଣିକି ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ ବିଏମସି ପରିସରରେ ଥିବା ସବୁ ହାଟ । ସେହିପରି ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲୁ ରହିବ ହାଟ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହେଲା ଏହି କଟକଣା । ତେବେ କରୋନାକୁ ଦୃଷ୍ଟିରେ ରଖି ବିଏମସି ଏଭଳି ନିଷ୍ପତି ଦିଆଯାଇଛି ।…

କରୋନାକୁ ନେଇ ଉଚିତ ମତାମତ ଦେଲେ ମିଳିବ ଲକ୍ଷେ ୭୫ ହଜାର

ନୂଆଦିଲ୍ଲୀ() ବିଶ୍ୱରେ ଏବେ କରୋନା ଭୂତାଣୁ ନେଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନେତା ଠାରୁ ଆରମ୍ଭ କରି ଜନତା ସମସ୍ତେ କହିଛନ୍ତି ଚିନ୍ତାରେ । ଏହା ଭିତରେ କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ଲକ୍ଷେ ୭୫ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି…

ଭାରତରେ ୧୪୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ଭାରତରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୪୭କୁ ବୃଦ୍ଧି ହେଲା କରୋନା ଆକ୍ରାନ୍ତ ସଂଖ୍ୟା । ଏଥିମଧ୍ୟରୁ ୧୨୨ ଜଣ ଭାରତୀୟ ଏବଂ ୨୫ ଜଣ ବିଦେଶୀ ଅଛନ୍ତି । ୧୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ଦିନ ମୁମ୍ବାଇର କସ୍ତୁରବା…