Odia News Portal

ପୁରୀରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ

ପୁରୀ : ପୁରୀ ଜିଲା କୋର୍ଟ ପରିସରରେ ପୋକ୍ସୋ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଯୌନ ଶୋଷଣ ମାମଲାର ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଜିଲା ଜର୍ଜ ବିଦ୍ୟୁତ୍‌ କୁମାର ମିଶ୍ର ଉପସ୍ଥିତ ହୋଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ପୋକ୍ସୋ ସମ୍ପର୍କିତ ମାମଲାର ବିଚାର ଲାଗି ଜଣେ ବିଚାରପତି ନିଯୁକ୍ତ…

ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ

ବ୍ରହ୍ମପୁର ରେଳ ଷ୍ଟେସନରୁ ଗଡ଼ିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ । ୧ ହଜାର ୬ ଜଣ ବରିଷ୍ଠ ନାଗରିକ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ତୀର୍ଥଯାତ୍ରାରେ ବାହାରିଛନ୍ତି । ପଯ୍ୟର୍ଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଦକ୍ଷିଣ ଓଡିଶା…

ମାର୍ଚ୍ଚ ୩ରେ ସର୍ବଭାରତୀୟ ୨୫ତମ ବନ ବିଭାଗ କ୍ରୀଡା

ଭୁବନେଶ୍ବର : ସର୍ବଭାରତୀୟ ୨୫ ତମ ବନ ବିଭାଗ କ୍ରୀଡା ପ୍ରତିଯୋଗିତା ୨୦୨୦ ଅନୁଷ୍ଠିତ ହେବାକୁ ଯାଉଛି । ମାର୍ଚ୍ଚ ୩ ତାରିଖରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଯୋଗିତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୫୦୦ କର୍ମଚାରୀ ଅଂଶ ଗ୍ରହଣ କରିବେ । ଏହାର…

ମୁଁ ସବୁବେଳେ ମୋ’ କାମରେ ବିଶ୍ୱାସ କରେ : ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚର୍ଚ୍ଚିତ ଚେହେରା। ଦର୍ଶକେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରନ୍ତି। ଫିଲ୍ମରେ ତାଙ୍କ ଦମଦାର ଡାଏଲଗ ଏବଂ ଡ୍ୟାନ୍ସ ଦେଖି ଫ୍ୟାନ ପ୍ରାୟ ପାଗଳ। କିନ୍ତୁ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ‘ଦବଙ୍ଗ’ ସିରିଜ୍‌…

ରିଲିଜ୍‌ ହେଲା ‘ହିରୋପନ୍ତି ୨’ର ପୋଷ୍ଟର, ଷ୍ଟୋରି କପି ହୋଇଥିବା ନେଇ ଉଠିଲା ଅଭିଯୋଗ

ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ହିରୋପନ୍ତି ୨ର ପୋଷ୍ଟର ରିଲିଜ ହୋଇଛି। ଫିଲ୍ମ ପୋଷ୍ଟରରେ ଟାଇଗରଙ୍କୁ ବିନ୍ଦାସ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ପୋଷ୍ଟରରୁ ଜଣାପଡ଼ୁଛି ଯେ ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ ଟାଇଗର ହିରୋପନ୍ତି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ…

ଟିକିଏ କମିଛି ସୁନା ଦର, ଆଜି ଭୁବନେଶ୍ୱରରେ ୧୦ ଗ୍ରାମ୍‌ର ମୂଲ୍ୟ କେତେ ଆସନ୍ତୁ ଜାଣିବା

ଭୁବନେଶ୍ୱର : ଗତ ଦୁଇ ତିନି ଦିନ ଧରି ଲଗାତର ବଢ଼ିବା ପରେ ଆଜି ସୁନା ଦର କିଛି ପରିମାଣରେ କମିଛି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ଦର ୪୦ ହଜାର ୭୧୦ ଟଙ୍କା ରହିଛି । ଯାହା ଗତକାଲି ୪୦ ହଜାର ୮୨୦ ଟଙ୍କା ଥିଲା କାଲିର ଦାମ୍‌ ଠାରୁ ଆଜି ୧୧୦ ଟଙ୍କା କମିଛି ।…

ହୋମଗାର୍ଡଙ୍କ ବଢିବ ଦରମା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହୋମଗାର୍ଡଙ୍କ ପାଇଁ ଖୁସି ଖବର । ବଢିବ ଦରମା । ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତିନି ମାସ ମଧ୍ୟରେ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ହୋମଗାର୍ଡଙ୍କୁ ଦରମା ଦେବାକୁ କହିଛନ୍ତି ହାଇକୋର୍ଟ । ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଦୈନିକ ୫ ଶହ ଟଙ୍କା ଲେଖାଏଁ ଦରମା ଦେବାକୁ…

ମହିଳା ରଗ୍‌ବୀରେ କିଟ୍‌କୁ ଆଉ ଏକ ସଫଳତା

ମହିଳା ରଗ୍‌ବୀରେ କିଟ୍‌କୁ ଆଉ ଏକ ସଫଳତା। ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦ରେ ଦଳକୁ ମିଳିଛି ସ୍ୱର୍ଣ୍ଣ ପଦକ। କିଟ୍‌ ମହିଳା ରଗବୀ ଟିମ୍‌ ପାଟନାର ପାଟଳିପୁତ୍ର ୟୁନିଭର୍ସିଟିକୁ ୩୧-୭ରେ ହରାଇ ସ୍ୱର୍ଣ୍ଣ ପଦକ ପାଇଛି। ସେହିପରି କିଟ୍‌ ପୁରୁଷ ରଗବୀ ଟିମ୍‌ ବ୍ରୋଞ୍ଜ ପଦକ ଲାଭ କରିଛି।…

ମାଲକାନଗିରି ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ

କାଲିମେଳା: ୭ ଦଶନ୍ଧି ଧରି ମାଲକାନଗିରି ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ମାଲକାନଗିରି ଜିଲ୍ଲା ସୀମାନ୍ତରେ ଥିବା ମୋଟୁ ସ୍ଥିତ ସିଲେରୁ ନଦୀ ଉପରେ କାଲେରୁ ପୋଲ ଉଦଘାଟିତ ହୋଇଛି । ଏହାକୁ ମିଳିତ ଭାବେ ଆନ୍ଧ୍ର, ଓଡ଼ିଶା ସରକାର ଉଦଘାଟନ କରିଥିଲେ । ବର୍ଷ ବର୍ଷର ଜଳଯାତ୍ରାରେ ବିରାମ…

ଜିଓ ଲଞ୍ଚ୍‌ କଲା ଦୁଇଟି ନୂଆ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌, ଆସନ୍ତୁ ଜାଣିବା

ଅଳ୍ପ ଟଙ୍କାରେ ରିଚାର୍ଜ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓ ଘୋଷଣା କରିଛି ନୂତନ ପ୍ଲାନ୍‌। ରିଲାଏନ୍ସ ଜିଓ ଏବେ ଦୁଇଟି ନୂଆ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ୍‌ କରିଛି। ଏଥିରେ ୪୯ ଓ ୬୯ ଟଙ୍କିଆ ପ୍ଲାନ୍‌ ରହିଛି। ଖାସ୍‌ କରି ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଜିଓ ଏହି ପ୍ଲାନ୍‌ର…