ଓଡିଶାରେ ଗୃହମନ୍ତ୍ରୀ ଅମିତ୍ ଶାହା
ଭୁବନେଶ୍ୱର() ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ଗୃହମନ୍ତ୍ରୀ ଭୁବନେଶ୍ୱରରେ ହେଉଥିବା ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବେ । ଶାହାଙ୍କ ଅଧ୍ୟକ୍ଷତାରେ ରାଜଧାନୀର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ…
