Odia News Portal

ମା’ଙ୍କ ଫିଲ୍ମରେ ଝିଅ

ମୁମ୍ବାଇ()  ବଲିଉଡ୍ରେ ଏବେ ଫିଲ୍ମ ରିମେକ୍ର ସିଜିନ୍ ଚାଲିଛି। ତେବେ ମଜେଦାର କଥା ଏହା ଯେ, ଯେଉଁ ଫିଲ୍ମ ରିମେକ୍ରେ ସାରା ନଜର ଆସିବେ ସେହି ଫିଲ୍ମର ପ୍ରଥମ ଭାଗରେ ମାଆ ଅମ୍ରିତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା। ସାରାଙ୍କୁ ନିଜ ମାଆ ଅମ୍ରିତାଙ୍କର ଏକ…

ରାହୁଲ ଗାନ୍ଧି ଟ୍ୟୁବଲାଇଟ: ମୋଦୀ

ନୂଆଦିଲ୍ଲୀ () ସଂସଦର ବଜେଟ ଅଧିବେଶନ ଆରମ୍ଭରେ ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଅର୍ପଣ ଅବସରରେ ନିଜର ମତ ରଖିଥିଲେ। ମୋଦି ଏହି ସମୟରେ ନିଜ ସରକାରଙ୍କ ସଫଳତା କଥା ବକ୍ଷାଣିବା ସହ ବିରୋଧୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି।…

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ସଂପୃକ୍ତ ସେଣ୍ଟର ଦାୟିତ୍ଵରେ ଥିବା ଅଧିକାରୀଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର() ଏଥର ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କଠୋର କାର୍ୟ୍ୟାନୁଷ୍ଠାନ। ସଂପୃକ୍ତ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ…

ବାବର ଜଣେ ଆତଙ୍କବାଦୀ ଥିଲେ

ଭୁବନେଶ୍ୱର () ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ୫ ଏକରର ଜମି ଦେବାନେଇ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଏପରିକି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବାବର୍ ଭାରତକୁ ଆକ୍ରମଣ କରିଥିଲେ, ଆତଙ୍କବାଦୀ ଥିଲେ । ତାଙ୍କ ନାଁରେ ନିର୍ମାଣ ହୋଇଥିବା…

ଏହି ସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର() ୯ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା । ତେବେ ୨୪ ଘଣ୍ଟା ପର୍ୟ୍ୟନ୍ତ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର । ଆଜି ରାୟଗଡ଼ା, ଗଞ୍ଜାମ ଓ ଗଜପତି…

ରେଳ ବଜେଟ ନୈରାଶ୍ୟଜନକ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର() ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟି ଅନୁଦାନ ମିଳିଛି । ରେଳ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ରେଳ ବଜେଟ ନୈରାଶ୍ୟଜନକ । ରେଳ ବଜେଟରେ ଅନୁଦାନ କମିଛି । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ମନ୍ତ୍ରୀ…

ଦାରିଙ୍ଗିବାଡି ଘାଟିରେ ଝୁଲିଲା ବସ୍ : ୫୦ ଉଦ୍ଧାର

ବ୍ରହ୍ମପୁର : ପୁଣି ଗଞ୍ଜାମ- କନ୍ଧମାଳ ସୀମାନ୍ତ ଦାରିଙ୍ଗିବାଡି ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରରେ ବସଟି ଘାଟି ତଳକୁ ନଖସି ମଝିରେ ଝୁଲି ରହିଛି। ତେବେ ଏକ ନିଶ୍ଚିତ ଦୁର୍ଘଟଣାରୁ ୫୦ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି। ବସ୍ ଟାୟାର ଫାଟିଯିବାରୁ ଦୁର୍ଘଟଣା ଘଟିଥିବା…

କିଟି ପାର୍ଟିରେ ଅତିଥିଙ୍କୁ ଖୁଆନ୍ତୁ ଚଟପଟା କର୍ଣ୍ଣ ରେସିପି

ଭୁବନେଶ୍ଵର : ଚଟପଟା କର୍ଣ୍ଣ ଏଭଳି ଏକ ମସଲଦାର ରେସିପି ଯାହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। ଏଥିପାଇଁ ଆପଣଙ୍କୁ ପ୍ରାୟ ୨୦ ମିନିଟ୍ ସମୟ ଲାଗିବ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସିଝା ମକା, ଲହୁଣୀ, ଲେମ୍ବୁରସ, ଲଙ୍କାଗୁଣ୍ଡ ଭଳି ସାମଗ୍ରୀ ଦରକାର। ଆପଣ କିଟିପାର୍ଟି ଭଳି ପାର୍ଟିରେ…

ତାରାତାରିଣୀ ଵିକାଶ ପ୍ୟାକେଜକୁ ମଞ୍ଜୁରୀ, ୫-ଟି ସଚିବ ଗସ୍ତ ପରେ ପ୍ରସ୍ତୁତ ହେଲା ଵ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫୋକସରେ ପ୍ରାଚୀନ ପୀଠର ବିକାଶ । ତାରା ତାରିଣୀ ପୀଠର ବିକାଶ ପାଇଁ ପୁନର୍ବିକାଶ ଯୋଜନା । ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଠିକ୍‌ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାରା ତାରିଣୀ ମନ୍ଦିରର ସିଂହଦ୍ୱାର ପ୍ରବେଶ ପଥ, ପାଥ୍‌…

ଉଚ୍ଚଶିକ୍ଷା ଓ କୃଷି ବିଭାଗରେ କୋକୁଆ ଭୟ

ଭୁବନେଶ୍ୱର : ପ୍ରଥମେ ଟିଉସନରେ ମାତିଥିବା ଅଧ୍ୟାପକମାନଙ୍କ ତାଲିକା ପ୍ରସ୍ତୁତି ଓ ଏବେ କୃଷି ବିଭାଗରେ ଦୀର୍ଘଦିନ ଧରି ଡେପୁଟେସନରେ ଆସି ରାଜଧାନୀରେ ଆସ୍ଥାନ ଜମାଇଥିବା ଅଧିକାରୀଙ୍କୁ ବିଦା କରିବାପରେ ଦୁଇ ବିଭାଗରେ ଏବେ କୋକୁଆ ଭୟ ଅବସ୍ଥା । ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ଡକ୍ଟର ଅରୁଣ…