ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା
ମେଷ
ଆଜି ଜନ୍ମ ଚନ୍ଦ୍ର ପ୍ରଭାବରୁ ଅର୍ଥଲାଭ, ବିଷୟଗତ ଚିନ୍ତା, କିନ୍ତୁ ଦୂରଯାତ୍ରା, ବିବାଦ, ଗୃହାରମ୍ଭ ବର୍ଜନୀୟ । ରାହୁଙ୍କ ପ୍ରଭାବରେ ସମସ୍ୟା ସମାଧାନରେ ସଫଳ ହେବେ, ନିକଟସ୍ଥ ବନ୍ଧୁ ଅସହଯୋଗ କରିପାରନ୍ତି। ବୁଧ ଓ ଶୁକ୍ର ସ୍ଥିତିରୁ ଫଳପ୍ରଦ ଆଲୋଚନା ଓ ଶିକ୍ଷା, ସନ୍ତାନଙ୍କ…
