Odia News Portal

ଚନ୍ଦ୍ର ଗ୍ରହଣ କାହିଁକି ହୁଏ ? ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର() ଆସନ୍ତାକାଲି ତଥା ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ପ୍ରାୟ ୪ ଘଂଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା । ତେବେ ଆସନ୍ତାକାଲି ହେଉଥିବା ଚନ୍ଦ୍ର ଗ୍ରହଣ ଆଂଶିକ ଚନ୍ଦ୍ର ଗ୍ରହଣ ହେବ । ପୃଥିବୀ ଦେଖିବ…

ଓଡିଶାରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ କାର୍ଯ୍ୟକାରୀ କରିବ ଆଇଆଇଏଚ୍ଏମ୍ଆର୍

ଭୁବନେଶ୍ୱର() ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏବଂ ଇଣ୍ଟରନ୍ୟାସ୍ନାଲ ଇନ୍ଷ୍ଟିଚୁ୍ୟଟ୍ ଫର୍ ପପୁ୍ୟଲେସନ ସାଇନ୍ସେସ୍ (ଆଇଆଇପିଏସ୍) ସମନ୍ୱୟରେ ୨୦୧୯-୨୦ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍-୫) ଆୟୋଜନ କରାଯାଇଛି । ଏନ୍ଏଫ୍ଏଚ୍ଏସ୍-୫ ଓଡିଶାରେ…

୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିରେ ଅକ୍ଷୟ

ମୁମ୍ବାଇ()  ଚଳିତ ବର୍ଷ ଇଦ୍ରେ ପରଦାରେ ରିଲିଜ ହେବାକୁ ଥିବା ଅକ୍ଷୟଙ୍କ ଅପ୍କମିଙ୍ଗ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କାରଣ ଏହି ଫିଲ୍ମରେ ଅକ୍ଷୟ କୁମାର ନିଜଠାରୁ ୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି। ଫିଲ୍ମ…

ଜାନୁଆରୀ ୧୬ରେ ୧୧ ହଜାର ୩୯୭ ଗାଁରେ କଟିବ ଲାଇନ

ଭୁବନେଶ୍ୱର() ରାଜ୍ୟରେ ଅନେକ ବିଦ୍ୟୁତ ଉପଭୋକ୍ତାଙ୍କ ବିଲ ବକେୟା ରହିଛି । ଉପଭୋକ୍ତା ବିଜୁଳି ବିଲ ପୈଠ କରି ନାହାଁନ୍ତି । ଜାନୁଆରୀ ୧୫ ଯାଏଁ ସମୟ ଦିଆଯାଇଛି ।୧୫ ଭିତରେ ଯେଉଁ ମାନେ ବିଦ୍ୟୁତ ବିଲ ପୈଠ କରିନଥିବେ ସେମାନଙ୍କର କଟିବ ଲାଇନ ବୋଲି ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବ୍ରୋଥ୍ରା…

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ୱର ()ନନ୍ଦନକାନରରେ ଧଳା ବାଘୁଣୀ ସ୍ନେହା ୨ଟି ବାଘଛୁଆଁଙ୍କୁ ଜନ୍ମ ଦେଇଛି । ଆଜି ଭୋର ୩ଟା ୩୮ ଏବଂ ୫ଟା ୪୪ରେ ଦୁଇଟି ବାଘ ଛୁଆ ଜନ୍ମ ଦେଇଛି ସ୍ନେହା । ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ଜରିଆରେ ମାଆ ବାଘୁଣୀ ସ୍ନେହା ଉପରେ ନଜର ରଖିଛନ୍ତି । ଏହା ହେଉଛି ‘ସ୍ନେହା’ର ଦ୍ୱିତୀୟ…

ଏହି କଣ୍ଠଶିଳ୍ପୀଙ୍କୁ ବିବାହ କରିବେ ନେହା କକ୍କର

ମୁମ୍ବାଇ()  ବଲିଉଡର ଫେମସ ଗାୟିକା ନେହା କକ୍କଡ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।ଏବେ ନେହା କକ୍କଡ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ନେହା ତାଙ୍କର ଶ୍ୱଶୁର ଘରର ଲୋକଙ୍କୁ ଭେଟି ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । କେବଳ ସେତିକି ନୁହେଁ ସେମାନେ…

ଆଜିଠୁ ତିନି ଦିନ ବର୍ଷା

ଭୁବନେଶ୍ୱର () ରାଜ୍ୟରେ ଆଜିଠାରୁ ୩ ଦିନ ବର୍ଷା ସମ୍ଭାବନା । ପଶ୍ଟିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପ ବର୍ଷା ହୋଇପାରେ । ଏନେଇ ସୂଚନା ଜାରି କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିପାରେ । ବର୍ଷା କମିବା ସହ…

୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ

ଭୁବନେଶ୍ୱର() ଆଜି ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଶିଳ୍ପ…

ଶିକ୍ଷକଙ୍କୁ ମିଳିବନି ଖରାଛୁଟି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() ଖରାଛୁଟିରେ ଚାଲିବ ସ୍ୱତନ୍ତ୍ର କ୍ଲାସ । ଖରାଛୁଟିରେ ସ୍କୁଲ ଆସିବେ ଶିକ୍ଷକ । ଖରାଛୁଟିରେ ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ…

ନିଦ ବଟିକା ନେଇଯାଇପାରେ ଜୀବନ !

ଉତ୍ତମ ନିଦ ହେବା ପାଇଁ ଆଜିକାଲି କିଛି ଲୋକ ନିଦ ବଟିକା ଖାଉଛନ୍ତି ଜ୍ଝ ତେବେ ଆପଣ ନିଦ ବଟିକା ମନଇଚ୍ଛା ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ଜ୍ଝ କାରଣ ଏହି ଔଷଧ ଶାନ୍ତିରେ ଶୋଇବାକୁ ଦେଇଥାଏ ସତ, ମାତ୍ର ଏହାକୁ ଅଭ୍ୟାସରେ ପକାଇବା ଦ୍ବାରା ଏହା ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ।…