ଜିରୋ ନାଇଟ ଉପରେ ପୋଲିସର କଡ଼ା ନଜର ରହିବ: ଅଭୟ
ଭୁବନେଶ୍ୱର() ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ନୂଆବର୍ଷ ପାଳନ । ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଉତ୍ସବର ମାହୋଲ ।
ସେପଟେ ନବବର୍ଷ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ନୂଆବର୍ଷ ପାଳନ ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଜିରୋ ନାଇଟ୍…
