Odia News Portal

ଦେଖନ୍ତୁ ସୂର୍ଯ୍ୟଙ୍କ ଅଦ୍ଭୁତ ରୂପ

ସୋସିଆଲ ମିଡିଆରେ ସୂର୍ୟ୍ୟଙ୍କର ଏକ ଫଟୋ ଭାଇରାଲ ହେଉଛି, ଯାହା ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ୍) ପକ୍ଷରୁ ଟୁଇଟରରେ ପୋଷ୍ଟ କରାଯାଇଛି। ନାସା ପକ୍ଷରୁ କୁହାଯାଇଛି, ଏହି ଫଟୋ ନାସା ସୋଲାର ଡାଇନାମିକ୍ ଅବଜରଭେଟୋରି (ମହାକାଶରେ ବୁଲି ପ୍ରତି ମୁହୂର୍ତ୍ତରେ…

ଅପରାଜିତାଙ୍କ ସମାଲୋଚନାର ଜବାବ ରଖିଲେ ଅରୁପ

ଭୁବନେଶ୍ୱର() ରାଜ୍ୟ ସରକାର ଆରମ୍ଭ କରିଥିବା ‘୫ଞ’ ଉପରେ ରାଜନୈତିକ ବୟାନବାଜି ଚାଲିଛି । ରାଜନୀତିରେ ପାଦ ଥାପିଥିବା ଦୁଇ ଜଣ ପ୍ରଶାସନିକ ଅଧିକାରୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ୫ଞକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ବିଜେଡ଼ି ନେତା ତଥା ଆଇପିଏସ୍…

ଟ୍ରେନରେ ନିଆଁ ଲାଗି ୬୫ ଜଣଙ୍କ ମୃତ୍ୟୁ

ପାକିସ୍ତାନ()  ପାକିସ୍ତାନରେ ଅଭାବନୀୟ ଘଟଣା । କରାଚୀ-ରାୱଲପିଣ୍ଡି ତେଜ୍ଗାମ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ୩ଟି ବଗି ଜଳିପୋଡି ପାଶଁଶ ହୋଇଯାଇଥିବା ବେଳେ ଟ୍ରେନରେ ଥିବା ୬୫ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଏବେବି ୩୦ରୁ ଅଧିକ ଲୋକ ଜୀବନ ସହ ସଂଗ୍ରାମ କରୁଛନ୍ତି । ଗୁରୁବାର…

ମହମ୍ମଦ ମୋକିମ ହେବେ ପିସିସି ସଭାପତି

କଟକ() ପୁଣି ଆରମ୍ଭ ହୋଇଛି କଂଗ୍ରେସର ପିସିସି ସଭାପତି ହଟାଅ ଅଭିଯାନ ।କଟକ ଜିଲ୍ଲାର କିଛି କଂଗ୍ରେସ ନେତା ଏହାର ନେତୃତ୍ବ ନେଇଛନ୍ତି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ଏପରିକି ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଏକତା କହିବେ ବୋଲି…

ଓଡିଆ ପୁଅ କାଶ୍ମୀର ମୁଖିଆ

ନୂଆଦିଲ୍ଲୀ () ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ ଗିରୀଶ ମୁର୍ମୁ । ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି । ମୋଦିଙ୍କ ଗୁଡ ବୁକରେ ଥିବା ଓଡିଆ ପୁଅ ଗିରୀଶଙ୍କୁ ବଡ ଦାୟିତ୍ୱ ଦିଆଯାଇଥିଲା । ତେବେ ଜାମ୍ମୁ-କାଶ୍ମୀରକୁ…

ବିଜେପି ନେତାଙ୍କୁ ବୁମେରାଂ ହେଲା ଆବାସ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର : ଆବାସ ଦୁର୍ନୀତିକୁ ମୋହରା କରି ସରକାରଙ୍କୁ ଘେରିବାକୁ ଜୋରଦାର ଉଦ୍ୟମ କରୁଥିବା ବିଜେପି ପାଇଁ ଏହି ଇସୁ୍ୟ ଏବେ ବୁମେରାଂ ହେବାକୁ ବସିଲାଣି । ନେତାମାନେ ରାଜଧାନୀରେ ଘର ତିଆରିରେ ଦୁର୍ନୀତି ହୋଇଛି ବୋଲି ରଡି ଛାଡୁଥିବାବେଳେ ସେହି ନେତାଙ୍କ ଇଲାକାରେ ଘର ହାତେଇଥିବା ବିଜେପି…

ଚେନ୍ନାଇୟିନକୁ ହରାଇ ଏଟିକେ ଜିତିଲା କ୍ରମାଗତ ଦ୍ଵିତୀୟ ମ୍ୟାଚ

ଚେନ୍ନାଇ : ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିଅମରେ ଆଜି ଅନୁଷ୍ଠିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଏକାଦଶ ମ୍ୟାଚରେ ଘରୋଇ ଦଳ ଚେନ୍ନାଇୟିନ ଏଫସିକୁ ୧-୦ ଗୋଲରେ ହରାଇ ଏଟିକେ ଏଫସି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ବିଜୟୀ ଦଳ ପକ୍ଷରୁ ବିଜୟ ସୂଚକ ଏକମାତ୍ର ଗୋଲ ଦ୍ଵିତୀୟାର୍ଦ୍ଧ…

ଧନିଆ ପତ୍ରରେ ରହିଛି ବହୁ ଉପକାରୀ ଗୁଣ : ଏ ସବୁ ରୋଗରୁ ଦିଏ ମୁକ୍ତି

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ: –…

ଏସିଡ୍‌ ପୀଡିତାଙ୍କୁ ସାହାଯ୍ୟ କରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ଦରିୟା ଦିଲ୍‌ ଦେଖିବାକୁ ମିଳିଛି। ଏବେ ତାଙ୍କ ଫାଉଣ୍ଡେଶନ ପ୍ରାୟ ୧୨୦ ଏସିଡ୍‌ ପୀଡିତାଙ୍କୁ ସହାୟତା ଯୋଗାଇ ଦେବ ବୋଲି ଶୁଣିବାକୁ ମିଳିଛି। ନିକଟରେ ଶାହାରୁଖ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ଜଣେ ଏସିଡ୍‌ ପୀଡିତାଙ୍କ ସହ…

ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି ? ହୋଇପାରେ ଏସବୁ ମାରାତ୍ମକ ରୋଗ

ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ତେଲ ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ କ୍ଷତିକାରକ। ଏହା କର୍କଟ ଏବଂ ହୃଦ୍‌ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରିଥାଏ ବୋଲି ଏକ…