ପାର୍ଟିକୁ ଯାଉଛନ୍ତି କି ? ପର୍ଫେକ୍ଟ ଲୁକ୍ ପାଇଁ ଆପଣାନ୍ତୁ କିଛି ଟିପ୍ସ୍
ଭୁବନେଶ୍ୱର : ସାଧାରଣତଃ ଝିଅ ଓ ମହିଳାମାନେ କୌଣସି ପାର୍ଟି ବା ଫଙ୍କ୍ସନ୍କୁ ଗଲାବେଳେ ନିଜକୁ ଆକର୍ଷଣୀୟ ଲୁକ୍ ଦେବାକୁ ଚାହିଁଥା’ନ୍ତି। ତେବେ ବ୍ୟସ୍ତତା ଯୋଗୁ ପାର୍ଟିକୁ ଯିବା ପୂର୍ବରୁ ଏଥିପାଇଁ ଯଥେଷ୍ଟ ସମୟ ପାଇ ନ ଥା’ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା…
