Odia News Portal

ଏଣିକି ସର୍ବସାଧାରଣରେ ଚୁମ୍ବନ ପାଇଁ ଲାଗିବ ଫାଇନ

ସାଉଦି ଦେଶର ଅର୍ଥନୀତି ମୁଖ୍ୟତଃ ତୈଳ ଉତ୍ତୋଳନ ହୋଇଥିବାବେଳେ ବର୍ତ୍ତମାନ ପର୍ୟ୍ୟଟନକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଅର୍ଥନୀତିର ଦିଗ ବଦଳାଇବାର ପ୍ରୟାସ କରାଯାଇଛି। ଏକ ବିବୃତିରେ ସାଉଦି ସରକାର ନୂଆଁ ନିୟମ କରିଛନ୍ତି । ନୂଆ ନିୟମ ଅନୁଯାୟୀ ଉଭୟ ମହିଳା ଓ ପୁରୁଷ ଶାଳୀନତାର ସହ ପୋଷାକ…

ଆର୍ମିର ଫୁଲ ଫର୍ମ କଣ ଜାଣନ୍ତୁ …

ଭୁବନେଶ୍ୱର() ଭାରତୀୟ ସେନା ଅର୍ଥାତ ଆର୍ମି ନାଁ ସାମ୍ନାକୁ ଆସିବା ମାତ୍ରେ ଗର୍ବରେ ଛାତି ଚଉଡା ହୋଇଯାଏ । ବିଶ୍ୱର ୨ୟ ବଡ ଶକ୍ତିଶାଳି ସେନା ହେଉଛି ଭାରତୀୟ ଆର୍ମି । ତେବେ ଆପଣ ଜାଣିଛନ୍ତି କି ଆର୍ମିର ଫୁଲ ଫର୍ମ କଣ ? ଆସନ୍ତୁ ଜାଣିବା ... ଆର୍ମିର ଫୁଲ ଫର୍ମ ହେଉଛି ALERT REGULAR…

ଟ୍ରେନରେ ବାଜିଥାଏ ୧୧ ପ୍ରକାର ହର୍ନ: ଜାଣନ୍ତୁ

ଆପଣମାନେ କେବେ ଧ୍ୟାନ ଦେଇଛନ୍ତି, ଟ୍ରେନ୍ରେ କେତେ ପ୍ରକାର ହର୍ନ ବାଜିଥାଏ। କହିରଖୁଛୁ ଟ୍ରେନ୍ରେ ୧୧ ପ୍ରକାର ହର୍ନ ବାଜିଥାଏ। ଗୋଟିଏ ଛୋଟ ହର୍ନ: ଗୋଟିଏ ଛୋଟ ହର୍ନ ବାଜିବା ଅର୍ଥ ଟ୍ରେନ୍ଟି ପଟ୍ରି ଉପରକୁ ଆସିଯାଇଛି ଏବଂ ଏହାର ସଫା ସୁତରା କରିବାର ସମୟ ହୋଇଯାଇଛି। ୨ଟି ଛୋଟ ହର୍ନ:…

ଟାଇଗରଙ୍କ ପଛରେ ପାଗଳ ଏହି ଅଭିନେତ୍ରୀ

ମୁମ୍ବାଇ ()  ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ । ୨୦ ବର୍ଷର ସୁନ୍ଦରୀ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇଗର ଶ୍ରଫଙ୍କୁ ବହୁତ ପସନ୍ଦ କରନ୍ତି। ଷ୍ଟୁଡେଣ୍ଟ ଅଫ ଦ ୟିଅର ୨ ଫିଲ୍ମରେ ଅଭିନୟ କରି ଅନନ୍ୟା ବଲିଉଡରେ ପାଦ ଦେଇଥିଲେ। ଏକ ସାକ୍ଷାତକାରରେ ଅନନ୍ୟାଙ୍କୁ ପଚାରାଯାଇଥିଲା…

ସଲମାନଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ ଜାଣନ୍ତୁ … 

ମୁମ୍ବାଇ () ସଲମାନ ଖାନଙ୍କ ବୟସ ୫୦ ବର୍ଷ ଅତିକ୍ରମ କରି ସାରିଲାଣି ତଥାପି ସଲମାନଙ୍କ ଫିଟ୍ନେସ ଦେଖିଲେ କେହି ତାଙ୍କ ବୟସ ଆକଳନ କରି ପାରିବେ ନାହିଁ। ସଲମାନଙ୍କ ଗୋଟିଏ ଦିନରେ ଖାଇବାରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ଜାଣନ୍ତୁ.. ସଲମାନ ଖାନ ମସଲାଯୁକ୍ତ ଖାଦ୍ୟ ବିଲକୁଲ ଖାଆନ୍ତି…

ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ()   ପିଆଜ ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ତରଫରୁ ଏହି ନିଷ୍ପତି ନିଆଯାଇଛି । ପିଆଜ ଦର କିଲୋ ପିଛା ୭୦ ପାର ହେବା ପରେ ଲୋକେ ପିଆଜ ଖାଇବା ଛାଡ଼ି…

ବିଜେପୁର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର() ବିଜେପୁର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଜେପିରୁ ପ୍ରାର୍ଥୀ ହେଲେ ସନତ ଗଡତିଆ । ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ । ତେବେ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଆଜି ନୂଆଦିଲ୍ଲୀରୁ ଆଜି ବିଜେପୁର ପାଇଁ ସନତଙ୍କ…

ପୁଣି ବଢ଼ିଲା ପାନ୍‌-ଆଧାର ସଂଯୋଗ ଅବଧି

ନୂଆଦିଲ୍ଲୀ : ଟିକସଦାତାଙ୍କ ପାଇଁ ଖୁସି ଖବର । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପାନ୍‌-ଆଧାର ସଂଯୋଗ ସମୟସୀମାକୁ ଚଳିତବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଶନିବାର ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ଆଧାର-ପାନ୍‌ ସଂଯୋଗ ପାଇଁଁ ସେପ୍ଟେମ୍ବର ୩୦କୁ ଅନ୍ତିମ ଦିବସ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।  ଯାହାର ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ତେବେ ଆଜି ମୁଖ୍ୟତଃ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତରପ୍ରଦେଶରୁ ବିହାର ପ୍ରର୍ଯ୍ୟନ୍ତ ଏକ ଟ୍ରପ ଲାଇନ ଅଛି । ଏହାର…

ସିବିଆଇ ମାମଲାରେ ପଡିଥିବା ଆରଟିଓ ଛାନିଆ

ଭୁବନେଶ୍ୱର : ପରିବହନ ବ୍ୟବସ୍ଥାରୁ ଦୁର୍ନୀତିଗ୍ରସ୍ତଙ୍କୁ ହଟାଇବାପାଇଁ ସରକାର ଏବେ ୧୮ଜଣ ଆରଟିଓଙ୍କ ଖାତା ଖତିଆନା ଯାଞ୍ଚ କରୁଛନ୍ତି । ଏମାନେ ଅତୀତରେ କିଭଳି କାର୍ଯ୍ୟ କରିଛନ୍ତି ତାହାର ତନଖି ଚାଲିଛି । ତେବେ ଏହି ତାଲିକାରେ ଥିବା ଦ୍ୱୈତନଗରରୀର ଜଣେ ଆରଟିଓ ଛାନିଆ ହୋଇପଡିଛନ୍ତି । ଅତୀତର…