ବେଆଇନ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର () ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ଦୃଷ୍ଟିରୁ ରାଜ୍ୟ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପାର୍ବଣ ସମୟରେ ସାଧାରଣତଃ କିଛି ଅସାମାଜିକ ଯୁବକ ତଥା ବ୍ୟକ୍ତି ବିଶେଷ ପୂଜା ନାମରେ ସାଧାରଣ ଲୋକ, ଗାଡି ଚାଳକ ଓ ବାଣିଜ୍ୟିକ ଅନୁଷ୍ଠାନମାନଙ୍କରୁ ବେଆଇନ ଓ ବଳପୂର୍ବକ ଭାବେ…
