Odia News Portal

ଟପ୍ ୧୦୦ ଲିଷ୍ଟରେ ଅକ୍ଷୟ

ଫୋର୍ବ୍ସ ପକ୍ଷରୁ ସାରା ବିଶ୍ୱରେ ଚଳିତ ବର୍ଷରେ ସର୍ବାଧିକ ରୋଜଗାର କରିଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରିକରିଛି । ଏଥିରେ ଭାରତରୁ କେବଳ ଅକ୍ଷୟ କୁମାର ହିଁ ସ୍ଥାନ ପାଇଛନ୍ତି । ୨୦୧୯ରେ ସର୍ବାଧିକ ରୋଜଗାର କରିଥିବା ବଲିଉଡ୍ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର । ଫୋର୍ବ୍ସ ପକ୍ଷରୁ ତାଲିକା ଜାରି…

କେନ୍ଦ୍ରାପଡା ଗୁଳିମାଡ ଘଟଣା ପ୍ରତିବାଦରେ ରାସ୍ତା ରୋକ

କେନ୍ଦ୍ରାପଡା() କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ । ଗୁଲନଗର ଦଣ୍ଡାମୁଣ୍ଡ ନିକଟରେ ଜଣେ ଯୁବ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କୁ ଗତକାଲି ସନ୍ଧ୍ୟାରେ ଗୁଳିମାଡ଼ ହୋଇଥିଲା । ପ୍ରତିଦିନ ପରି ରାମମନ୍ଦିରରୁ ଘରକୁ ଫେରୁଥିବା ବେଳେ ବାଇକରେ ଦୁଇ ଜଣ ଯୁବକ ଆସି ଅତିନିକଟରୁ ଗୁଳିମାଡ଼ କରି ଫେରାର…

ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଲର୍ଡସ() ଆଜି ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ । ଟସ ଜିତି ପ୍ରଥମ ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି। ଐତିହାସିକ ଲର୍ଡସରେ ଖେଳାଯାଉଥିବା ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ପ୍ରଥମ ବୋଲିଂ କରିବ। ବର୍ଷା ଯୋଗୁ ଧାର୍ୟ୍ୟ ସମୟରେ ୧୫ ମିନିଟ୍ ପରେ ଟସ୍ ପଡ଼ିଛି। ଉଭୟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ କେବେ…

ବନ୍ୟା ପ୍ରଭାବ, ୪୩ ମୃତ , ୨୪ ନିଖୋଜ

ନେପାଳରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଓ ଏଥିଯୋଗୁ ହୋଇଥିବା ଭୂସ୍ଖଳନରେ ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ୨୦ ଜଣ ଏଥିରେ ଗୁରୁତର ଆହତ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇଛି । ଗତ କିଛି ଦିନ ଧରି…

ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

ଲଣ୍ଡନ() ଆଜି ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ । ଇଂଲଣ୍ଡ ଏବଂ ଅଣ୍ଡରଡଗ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ବକପ୍ ଫାଇନାଲ । ଚାରି ବର୍ଷରେ ଥରେ ଆୟୋଜିତ କ୍ରିକେଟ୍ ମହାଯୁଦ୍ଧର ଏହି ମହାମୁକାବିଲା ଉପରେ ଏବେ ସାରା ବିଶ୍ବର ନଜର ରହିଛି। ଦୁଇ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ…

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ()  ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି । ରଥ ଉପରେ ଶ୍ରୀଜିଉଙ୍କ ଅଧର ଉଚ୍ଚର ୩ଟି ଲେଖାଏ ହାଣ୍ଡିରେ ଅଧରପଣା ଭୋଗ ହେବ । ଏହି ପଣା ଭୋଗର ଏକ ସ୍ୱତନ୍ତ୍ରତା ରହିଛି । ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ। ପାଣି…

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ()  ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂହ ସିଦ୍ଧୁ । ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିଦ୍ଧୁ । ଗତ ଜୁନ୍ ମାସ ୧୦ ତାରିଖରୁ ସେ ନିଜ ଇସ୍ତଫା ଦେଇଛନ୍ତି । ଏହା ସହ ନିଜ ଇସ୍ତଫାପତ୍ର ମଧ୍ୟ ସେ ଟ୍ୱିଟରରେ ସେୟାର କରିଛନ୍ତି । ଲୋକସଭା ନିର୍ବାଚନ ପରେ ସିଦ୍ଧୁ ଓ…

୧୮ରୁ ବର୍ଷିବ

ଭୁବନେଶ୍ବର()  ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛି । ଆବଶ୍ୟକତା ଠାରୁ ଜୁନ୍ ମାସରେ ୩୧ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜୁଲାଇ ୧ରୁ ୧୩ ତାରିଖ ମଧ୍ୟରେ ୩ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ରାୟଗଡ଼ା, ସୁନ୍ଦରଗଡ଼…

୧୭ରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର () ଆସନ୍ତା ଜୁଲାଇ ୧୭ ତାରିଖ ଭୋର ସମୟରେ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେହିଦିନ ଆକାଶ ମେଘମୁକ୍ତ ରହିଲେ ମଧ୍ୟ ରାତ୍ରି ପରେ ଅର୍ଥାତ ଜୁଲାଇ ୧୭ ତାରିଖ ଭୋର ୧ଟା ୩୧ରୁ ୪ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିହେବ । ସବୁଠାରୁ ଅଧିକ ଚନ୍ଦ୍ର…

ଅବସର ନେବେ ପୁଲିସ ଡିଜି

ଭୁବନେଶ୍ବର()  ବଦଳିବେ ରାଜ୍ୟ ପୋଲିସ ଡିଜି ।ରାଜ୍ୟ ପୋଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନଭାବେ ଗଠିତ ଲୋକାୟୁକ୍ତ ସଦସ୍ୟଭାବେ ମନୋନୀତ ହେବେ । ଯଦି ପୋଲିସ ମହାନିର୍ଦେଶକ ତାଙ୍କ ପଦବୀ ଛାଡନ୍ତି ତେବେ ଡିଜି ରେସରେ ୧୯୮୬ ଓ ୮୭ ବ୍ୟାଚର କେହି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ…