Odia News Portal

ଏହି ଖେଳାଳୀଙ୍କୁ ପସନ୍ଦ କରନ୍ତି କ୍ୟାଟ୍ରିନା

ମୁମ୍ବାଇ()  ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଦିଲ୍ରେ କେଉଁ କ୍ରିକେଟର ରାଜ କରନ୍ତି ସେ ନିଜେ ଏକ ସାକ୍ଷାତକାରରେ କହିଥିଲେ।  ଭାରତୀୟ ଟିମ୍ର ପୂର୍ବତନ ବରିଷ୍ଠ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡଙ୍କୁ କ୍ୟାଟ୍ରିନା ପସନ୍ଦ କରନ୍ତି ବୋଲି ନିଜେ ଏକ ସାକ୍ଷାତକାରରେ ସ୍ବୀକାର କରିଥିଲେ।…

୧୫ରେ ବାବାଙ୍କ ଜାମିନ ଆବେଦନ ଶୁଣାଣି

କଟକ()  ୧୫ରେ ହେବ ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସାରଥିଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଚାଲିଛି। କେନ୍ଦ୍ରାପଡାରେ ବିଚାରାଧୀନ ମାମଲାରେ ଜାମିନ ପାଇଁ ସାରଥି ହାଇକୋର୍ଟଙ୍କ…

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ()   ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ରତ୍ନବେଦୀକୁ ବାହୁଡିବା ପୂର୍ବରୁ ଆଜି ଏକାଦଶୀରେ ବଡଦିଅଁ ବଡଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି । ରାଜ୍ୟ ତଥା ଦେଶ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଙ୍ଗମ ହୋଇଛି । ୨ ଶହ କେଜି ସୁନାରେ ସଜେଇ ହୋଇଥିବା ଭଗବାନଙ୍କୁ ଦେଖିବାକୁ…

ବିମାନର ଝରକା ପଟେ ଲାଗିଲା ନିଆଁ, ତା’ ପରେ …

ନୂଆଦିଲ୍ଲୀ : ହଜାର ହଜାର ଫୁଟ ଉପରେ ବିମାନରେ ନିଆଁ ଲାଗିଲେ ଯାତ୍ରୀଙ୍କ ସ୍ଥିତି କଣ ହେଉଥିବ ତାହା ଅଙ୍ଗେ ନିଭେଇଥିବା ବ୍ୟକ୍ତିଙ୍କଠାରୁ କିଏ ବା ଅଧିକ କହିପାରିବ । ଏମିତି ଏକ ରୋମଟାଙ୍କୁରା ଘଟଣା ଘଟିଛି । ନିକଟରେ ଆମେରିକାରେ ୧୪୮ଜଣ ଯାତ୍ରୀଙ୍କ ଛାତି ଧଡ କରି ହୋଇଗଲା, ଯେତେବେଳେ ବିମାନର…

ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଶୁଣାଣି

ନୂଆଦିଲ୍ଲୀ()  ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ମଧ୍ୟବର୍ତ୍ତିକାଳୀନ ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୩ରେ ହେବ । ଏଥି ସହ ଅଗଷ୍ଟ ୩ ସୁଦ୍ଧା ୨ଜଣ ଆକ୍ସେସରଙ୍କୁ ନିଯୁକ୍ତି କରାଯିବ । ଏହାଛଡା ଅକ୍ଟୋବର ୧୯ରେ ମୂଳ ମାମଲାର ଶୁଣାଣି କରାଯିବ ବୋଲି ଆଜି ଟ୍ରିବ୍ୟୁନାଲ…

ସୁନାବେଶରେ ଶ୍ରୀଜିଉ

ପୁରୀ()  ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ ।ଆଉ ସୁନାରେ ସଜେଇ ହେଉଛନ୍ତି ମହାପ୍ରଭୁ । ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ ।ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇପଡ଼ିଛି ଶ୍ରୀକ୍ଷେତ୍ରରେ । ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର…

ବିମାନ ଚଳାଚଳ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର()  କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖି ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ବିମାନସେବା ରହିଥିଲେ ମଧ୍ୟ ସବୁ ବିମାନ ଦିଲ୍ଲୀ ଦେଇ ଯାଉଛି।…

9 ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର () ରାଜଧାନୀ ଭୁବନେଶ୍ୱର ସମେତ 9 ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । କାଳବୈଶାଖୀର ପ୍ରଭାବରେ ରାଜଧାନୀରେ ପ୍ରବଳ ଝଡ ବର୍ଷା ଆରମ୍ଭ ହୋଇଯାଇଛି । ଖୋର୍ଦ୍ଧା ସମେତ ନୟାଗଡ଼, ପୁରୀ, କଟକ, ଗଂଜାମ, ଗଜପତି, ମାଲକାନଗିରି ଓ କୋରାପୁଟରେ ଆଜି ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି…

ଅଚ୍ୟୁତ ସାମନ୍ତଙ୍କୁ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର

ଭୁବନେଶ୍ୱର : ଶିକ୍ଷାବିତ୍‍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁରୁ୍‍ବାର ନୂଆଦିଲ୍ଲୀଠାରେ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର- ୨୦୧୯ ପ୍ରଦାନ କରାଯାଇଛି । ଶିକ୍ଷା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବଲିଭ୍‍…

ବିରୋଧୀ ଦଳ ନେତା ପଦକୁ ନେଇ ପୁଣି ଥରେ ପ୍ରଦୀପ ଓ ଜୟନାରାୟଣଙ୍କ ମଧ୍ୟରେ ଶୀତଳ ଯୁଦ୍ଧ

ଭୁବନେଶ୍ବର : ବିରୋଧୀ ଦଳ ନେତା ପଦକୁ ନେଇ ପୁଣି ଥରେ ପ୍ରଦୀପ ନାୟକ ଓ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ପଦାରେ ପଡିଛି । ଜୟନାରାୟଣ ଆଜି ନିଜର କ୍ଷୋଭ ପ୍ରକାଶ କରିଥିବା ବେଳେ ପ୍ରଦୀପ୍ତ ତାଙ୍କୁ କେନ୍ଦ୍ରୀୟ ନିଷ୍ପତ୍ତି ବିରୋଧରେ ଏଭଳି ଅସନ୍ତୋଷ୍ଟ ଜାହିର କରିବା…