Odia News Portal

ମନ୍ତ୍ରୀଙ୍କ ପାଇଁ ନବୀନଙ୍କ ମନ୍ତ୍ର

ଭୁବନେଶ୍ବର()  ସରିଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏହି ବୈଠକରେ କାଳିଆ ଯୋଜନା ପାଇଁ ଆପତକାଳୀନ ପାଣ୍ଠିରୁ ନିଆଯାଇଥିବା ଟଙ୍କାକୁ ଫେରସ୍ତ ନେଇ ବୈଠକରେ ଅନୁମୋଦନ ମିଳିଛି । ତାସହ ମନ୍ତ୍ରୀ ମାନଙ୍କ ମାସିକିଆ ରିପୋର୍ଟ କାର୍ଡରେ…

ବିଜେଡିର ପାଟକୁରା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ, ଜାଣନ୍ତୁ କିଏ କିଏ …

ଭୁବନେଶ୍ୱର : କେନ୍ଦ୍ରାପଡାର ପାଟକୁରା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତି ସେତେ ସକ୍ରିୟ ହେବାରେ ଲାଗୁଛି । ଆଜି ପାଟକୁରା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି । ତାଲିକାରେ ନବୀନ ପଟ୍ଟନାୟକ, ପ୍ରମୀଳା ମଲ୍ଲୀକ ଓ ପ୍ରଫଲ୍ଲ ମଲ୍ଲିକଙ୍କ ସମେତ…

ଶିକ୍ଷା ପାଇଁ କେନ୍ଦ୍ର ବଜେଟ୍ ରେ ଅର୍ଥ ବଢାଯାଉ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷାନୀତି ୨୦୧୯ ପ୍ରଣୟନ’ କରୁଥିବା ଦୃଷ୍ଟିରୁ ଓଡ଼ିଶା ପରିପ୍ରେକ୍ଷୀରେ ଯାହା ସର୍ବୋତ୍ତମ ହେବ ସେପରି ପ୍ରସ୍ତାବ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଚିଠା ଜାତୀୟ ଶିକ୍ଷା ନୀତି ୨୦୧୯କୁ ତର୍ଜମା କରି…

ପୁଣି ବିବାଦ ଘେରରେ କଙ୍ଗନା

ମୁମ୍ବାଇ()  ସାମ୍ବାଦିକଙ୍କୁ ପୁରୁଣାକଥା ମନେ ପକାଇ ଦୁର୍ବ୍ୟବହାର କରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍ । ଯେଉଁଥିପାଇଁ ସେ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି । ତାଙ୍କର ସେହି ବ୍ୟବହାର ପରେ ତାଙ୍କର ଆଗାମୀ ଫିଲ୍ମ ‘ଜଜ୍ମେଣ୍ଟାଲ୍ ହୈ କ୍ୟା’କୁ ସିନେ ସାମ୍ବାଦିକମାନେ ବୟକଟ୍…

୧୭ରେ ପାଟକୁରା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର()  ଆସନ୍ତ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ୟ୍ୟକ୍ରମ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ରେ ମତଦାନ ହୋଇ ୨୪ରେ ଫଳାଫଳ ଆସିବ । ତେବେ ସେଇ ଆସନ କାହା ହାତକୁ ଯିବ ସେନେଇ ବିଭିନ୍ନ ଦଳ…

୫୦ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା

ଭୁବନେଶ୍ବର()  ୫୦ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ମିଳିଥିବା ବେଳେ ବାଦ ପଡିଥିବା ପରିବାରକୁ କିଭଳି ସାମିଲ କରାଯିବ ସେନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଏହି ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ମିଳିବ ବୋଲି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନସୁଧା ୫୦…

ବଜେଟରେ ରେଳ ପାଇଁ କେତେ ଅନୁଦାନ ମିଳିଲା, ଜାଣନ୍ତୁ

ଭୁବନେଶ୍ବର () 2019-20 ଆର୍ଥିକ ବର୍ଷରେ ରେଳବାଇରେ ଓଡିଶାକୁ ହାରାହାରି 5993 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । 2018-19ରେ ରେବାଇରେ ଓଡିଶାକୁ 5252 କୋଟି ଟଙ୍କା ମିଳିଥିଲା । ଚାଲୁ ରହିଥିବା ପ୍ରକଳ୍ପ ସାଙ୍ଗକୁ ଯାତ୍ରୀ ସୁବିଧା, ଟ୍ରାକ ମରାମତି ଓ ପୁନଃନିର୍ମାଣ, ରେଳ ଓଭରବ୍ରିଜ,…

ଧାନ ମଣ୍ଡିରୁ ଧାନ ଉଠାଇବା ଦାବିରେ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି : ମଣ୍ଡିରୁ ଧାନ ଉଠାଇବା ଦାବିରେ ରାସ୍ତାରେ ଚାଷୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଚାରବହଲ ଧାନ ମଣ୍ଡିରୁ ଧାନ ଉଠାଇବା ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ଜିଲ୍ଲା ଯୋଗାଣ ବିଭାଗ ଧାନ କିଣିବା ବନ୍ଦ କରିଥିବା ବେଳେ ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ ଧାନ…

ରାଜଧାନୀରେ ପୁଣି ଜବତ ହେଲା ବ୍ରାଉନସୁଗାର

ଭୁବନେଶ୍ବର : ଭୁବନେଶ୍ବର ହଳଦୀପଡିଆ ବସ୍ତିରୁ ଜବତ ହେଲା ବ୍ରାଉନସୁଗାର । ୧୧ ଗ୍ରାମ ବ୍ରାଉନସୁଗାର ଜବତ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ବ୍ରାଉନସୁଗାର ବେପାର କରୁଥିବା ସ୍ବାମୀ ଓ ସ୍ତ୍ରୀକୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ସରିଫ ଖାନ୍ ଓ ତାଙ୍କ ସ୍ତ୍ରୀ ଆୟିଶା ବିବି ।…

କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ରାତିରେ ହସ୍ପିଟାଲର ଷ୍ଟାଫ ଅନୁପମା ନାୟକଙ୍କ ହୃଦ୍‌ଘାତ ହୋଇଥିଲା । ହେଲେ ତାଙ୍କୁ ହସ୍ପିଟାଲରେ ଆଇସିୟୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ…