Odia News Portal

ଧାନ କିଣାରେ ବ୍ୟାପକ ଅନିୟମିତତା

ଭୁବନେଶ୍ୱର () ରାଜ୍ୟରେ ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଛି ଏବଂ ମଣ୍ଡିରୁ ଧାନ ଉଠୁନି । ଆଉ ଦୁଇ ଦିନରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହେବାକୁ ଥିଲା ବେଳେ ଏବେ ମଣ୍ଡିରେ ଧାନ ଗଜା ହେଲାଣି । ଆଜି ରାଜ୍ୟରେ ଧାନ କିଣାରେ ସରକାର ବିଫଳ ହୋଇଥିବା ସମ୍ପର୍କିତ ମୁଲତବୀ ଆଲୋଚନାରେ…

କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଲା ଅଙ୍ଗୁଳି

ଭୁବନେଶ୍ୱର () ଗୄହରେ ଉଠିଲା ପୋଲାଭରମ ପ୍ରସଙ୍ଗ। ଶାସକ ଦଳ ବିଧାୟକ ଦେବୀ ମିଶ୍ର ଉଠାଇଲେ । ମାଲକାନଗିରି ଜିଲ୍ଲାରେ ପ୍ରଭାବିତ ହେବାକୁ ଯାଉଥିବା ବିସ୍ଥାପିତଙ୍କ ଜୀବନଜୀବିକା ବାବଦରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ଅଙ୍ଗୁଳି ଉଠାଇଲେ। ସିପିଆଇ ଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବି ଏ…

ରଥଯାତ୍ରାରେ ଦେବାକୁ ପଡିବ ନାହିଁ ଟୋଲ୍ ଫି

ପୁରୀ()   ଗୁଣ୍ଡିଚା, ବାହୁଡା, ସୁନାବେଶ ଦିନରେ ଟୋଲ୍ ଗେଟ୍ ଫି ଛାଡ ହେବ । ପିପିଲି ଟୋଲ୍ ଗେଟ୍ ଦେଇ ଗଲେ କୌଣସି ଗାଡି ପାଇଁ ଟିକସ ପଡ଼ିବ ନାହିଁ । ତାସହ ରାଜପଥର ସୁରକ୍ଷା ଦୃଷ୍ଟିରୁ ୫ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ । ଏ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ବିଦେଶରେ ନବୀନଙ୍କ ପ୍ରଶଂସା

ଭୁବନେଶ୍ବର()   ଜାପାନରେ ଓଡ଼ିଶା ସରକାର ନବୀନ ପଟ୍ଟନାୟକଙ୍କ କାର୍ୟ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମିଳନୀ ପାଇଁ ଜାପାନ ଗସ୍ତରେ ଥିବା ମୋଦି ଜାପାନରେ ବସବାସ କରୁଥିବା ଭାରତୀୟଙ୍କ ସହିତ ଆଲୋଚନା କରିଥିଲେ । ଆଉ ସେଠାରେ ଓଡ଼ିଶା ସରକାରଙ୍କ ସଫଳ ବିପର୍ୟ୍ୟୟ…

ଆଜି ବିଧାନସଭାରେ ବଜେଟ ଉପସ୍ଥାପନ

ଭୁବନେଶ୍ବର()  ଆଜି ବିଧାନସଭା ବଜେଟ୍ ଅଧିବେଶନର ଚତୁର୍ଥ ଦିନ ।୫ଟାରେ ଉପସ୍ଥାପନ ହେବ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଏହାକୁ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପଞ୍ଚମ ପାଳି କ୍ଷମତାକୁ ଫେରିବା ସହ ଷୋଡଶ ବିଧାନସଭାର ଏହା ହେବ ନବୀନ ସରକାରଙ୍କ ପ୍ରଥମ ବଜେଟ୍ । ଆଉ…

ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ନବୀନ

ପୁରୀ : ସରିଲା ରଥଯାତ୍ରା ପ୍ରସ୍ତୁତିର ଶେଷ ସମୀକ୍ଷା ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ରଥଯାତ୍ରା ନେଇ ସମସ୍ତ ବିଭାଗ ସହିତ ଆଲେ।ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରା କିଭଳି ଶାନ୍ତିଶୃଂଖଳାରେ ସରିବ ସେନେଇ ଆଲେ।ଚନା ହେ।ଇଛି । ସମସ୍ତଙ୍କ…

ଭିଜିଲାନ୍ସ ଜାଲରେ ରାଧାମୋହନ ବେହେରା

କନ୍ଧମାଳ : ଭିଜିଲାନ୍ସ ଜାଲରେ ଫୁଲବାଣୀ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ରାଧାମୋହନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଧାମୋହନଙ୍କ କାର୍ଯ୍ୟାଳୟ ସହ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ…

ରୋମିଓ ଖାଇଲେ ଉତ୍ତମ ମଧ୍ୟମ  

ଯାଜପୁର ଟାଉନ : ମହିଳାଙ୍କୁ ଅଶ୍ଲିଳ ଇଙ୍ଗିତ କରି ଉତ୍ତମ ମଧ୍ୟମ ଖାଇଲେ ଯୁବକ । ଯାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି।  ଘଟଣାଟି ହେଉଛି ବ୍ୟାସନଗର ଅଞ୍ଚଳର, ଯେଉଁଠି ସକାଳୁ ପ୍ରାତଃ ଭ୍ରମଣରେ ବାହାରୁଥିବା ମହିଳା ମାନଙ୍କୁ ସ୍ଥାନୀୟ  ଝାଟିଆ ସାହିର ସପନ ସିଂହ ଦୀର୍ଘ ୮…

ଅପରାଜେୟ, ଇଣ୍ଡିଜ୍‌କୁ ୧୨୫ ରନ୍‌ରେ ହରାଇ ଭାରତ

ମାଞ୍ଚେଷ୍ଟର : ବଢ଼ିଆ ବୋଲିଂ କରି ଆଜି ବିଶ୍ୱକପ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌କୁ ଅତି ଶୋଚନୀୟ ଭାବେ ୧୨୫ ରନ୍‌ରେ ହରାଇଛି ଭାରତ । ୨୬୯ ରନ୍‌ର ପିଛା କରିଥିବା ଇଣ୍ଡିଜ୍‌ ଦଳ ୧୪୩ ରନ୍‌ (୩୪.୧ ଓଭର)ରେ ଅଲ୍‌ଆଉଟ୍‌ ହୋଇଛି । ସବୁ ଭାରତୀୟ ବୋଲର୍‌ ଚମତ୍କାର ବୋଲିଂ କରିଥିଲେ । ମହମ୍ମଦ ସାମି ପୁଣି…

ଫନି କ୍ଷୟକ୍ଷତି ୯୩୩୬.୨୭ କୋଟି, ମିଳିଛି ୭୮୮.୮୭୫ କୋଟି ଟଙ୍କା

ଭୁବନେଶ୍ୱର ()  ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ସାଧାରଣ ସଂପତ୍ତି, ବାସଗୃହ, ଫସଲ, ଗୃହପାଳିତ ପଶୁପକ୍ଷୀ, ଡଙ୍ଗା, ଜାଲ ଅ ।ଦି ବ୍ୟକ୍ତିଗତ ସଂପତ୍ତିର ପରିମାଣ ମୋଟ ୯୩୩୬.୨୭ କୋଟି ଟଙ୍କା ଅ ।କଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ…