Odia News Portal

ସ୍ୱତନ୍ତ୍ର ଟ୍ରେନରେ ବିଜେଡି ନେତା ଓ କର୍ମୀଙ୍କ ଦିଲ୍ଲୀ ଯାତ୍ରା ,ଏମଏସପି ବୃଦ୍ଧି ଦାବିରେ ୮ରେ ବିକ୍ଷୋଭ

ଭୁବନେଶ୍ବର: ଆସନ୍ତା ୮ ତାରିଖରେ ବିକ୍ଷୋଭ ପାଇଁ ବିଜେଡି କର୍ମୀମାନେ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯାଉଛନ୍ତି । ଏଥିରେ ଦଳର ସବୁ ବିଧାୟକ, ଜିଲ୍ଲା ସଭାପତି, ବିଜୁ ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି । ସେମାନେ ଟ୍ରେନ ଯୋଗେ ୭ ତାରିଖରେ ଦିଲ୍ଲୀରେ ପହଞ୍ଚିବେ । ଧାନର ଏମଏସପି…

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

କେନ୍ଦ୍ରାପଡା: ଆଜିଠୁ ପର‌୍ୟ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ । କୁମ୍ଭୀର ଓ ପକ୍ଷୀ ଗଣାନା ପାଇଁ ୧୪ ତାରିଖ ପର‌୍ୟ୍ୟନ୍ତ ଭିତରକନିକା ବନ୍ଦ ରହିବ । ଏଥିପାଇଁ ୧୬ଟି ଟିମ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ୩ରୁ ୪ ଜଣ ସରାକରୀ ଓ ବେସରକାରୀ ଲୋକ ଅଛନ୍ତି । ମୁମ୍ବାଇ ନେଚୁରାଲ…

ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଜେଇଇ ମେନ୍‌ ପରୀକ୍ଷା। ପ୍ରଥମ ଥର ଲାଗି ସଂପୂର୍ଣ୍ଣ କମ୍ପ୍ୟୁଟର ବେସ୍‌ଡ୍‌ ମୋଡ୍‌ରେ ପରୀକ୍ଷା ହେଉଛି। ଏହାସହ ପ୍ରଥମ ଥର ଲାଗି ସିବିଏସ୍‌ଇ ବଦଳରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସୀ ଏନଟିଏ ଅଧିନରେ ପରୀକ୍ଷା ହେଉଛି। ସାଢ଼େ ନଅ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା…

ସ୍ପେଶାଲ ସ୍କ୍ୱାର୍ଡ ଏସପିଙ୍କ ପୁଅର ଝୁଲନ୍ତା ଶବ ଉଦ୍ଧାର

ଭୁବନେଶ୍ୱର: ରବିବାର ସକାଳୁ ସ୍ପେଶାଲ ସ୍କ୍ୱାର୍ଡ ଏସପି ସଂଜୀବ ଶତପଥୀଙ୍କ ନାବାଳକ ପୁଅ ଆୟୁଷ ଶତପଥୀଙ୍କ ଝୁଲନ୍ତା ମୃତ ଦେହକୁ ନାୟପଲି ପୋଲିସ ଉଦ୍ଧାର କରିଛି। ଶ୍ରୀ ଶତପଥୀଙ୍କ ସରକାରୀ ବାସଭବନରୁ ପୋଲିସ ତାଙ୍କ ପୁଅର ମୃତ ଦେହ ଉଦ୍ଧାର କରିଛି। ଆୟୁଷ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା ବେଳେ…

ରାଜଧାନୀର ଛାତି ଉପରେ ଆତଙ୍କରାଜ୍‌

ଦେଖନ୍ତୁ ଏହି ଦୃଶ୍ୟକୁ । ଖୋଦ୍‌ ରାଜଧାନୀର ଛାତି ଉପରେ କେମିତି ଆତଙ୍କରାଜ୍‌ ଚଳାଇଛନ୍ତି କିଛି ଯୁବକ । ରାତି ଗୋଟାଏ ବେଳେ ନୟାପଲ୍ଲୀ ଅଂଚଳରେ ଇଏ ହେଉଛି ଲୁଟେରାଙ୍କ ଦୌରାତ୍ମ୍ୟର ଦୃଶ୍ୟ । ହାତରେ ଭୁଜାଲି ଆଉ ପିସ୍ତଲ ଧରି ରାଜଧାନୀର ରାଜରାସ୍ତା ଉପରେ କେମିତି ବେଫିକର ହୋଇ ଚଳାଇଛନ୍ତି…

ଧ୍ରୁବରାଜ ସୁନା ଗିରଫ

ଝାରସୁଗୁଡା: ମୃତ ଆଲବମ ଅଭିନେତ୍ରୀ ସିମରନ ଓ ତାଙ୍କ ପରିବାରଙ୍କ ଅଭିଯୋଗ ଆଧାରରେ ପୋଲିସ ଆଜି ଧ୍ରୁବରାଜ ସୁନାକୁ ଗିରଫ କରିଛି। ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମ୍ରନ ସିଂହର ସନ୍ଦେହଜନକ ମୃତ୍ୟୁ ମାମଲାରେ ସିମ୍ରନର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ପରେ ସିମ୍ରନ ର ପୁରୁଷବନ୍ଧୁ…

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ରଂଜିତ ବାଗ୍‌ ଆହତ

କୁଖ୍ୟାତ ଅପରାଧୀ ରଂଜିତ ବାଗ୍‌ ଶନିବାର ସନ୍ଧ୍ୟାରେ ଏନ୍‌କାଉଣ୍ଟରରେ ଆହତ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ପାଓ୍ଵାରଛକ ନିକଟରେ ପହଂଚି ଏନ୍‌କାଉଣ୍ଟର କରିଥିଲା। ପୁଲିସକୁ ଦେଖି ରଂଜିତ ମଧ୍ୟ ଗୁଳି କରିଥିଲା। ରଂଜିତ ନାଁରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର…

ଶାସ୍ତ୍ର ଅନୁସାର ଏହି ୫ ସ୍ଥାନରେ ରଖନ୍ତୁ ନାହିଁ ସମ୍ପର୍କ ନଚେତ…

ଶାସ୍ତ୍ରରେ କୁହାଯାଏ ଯେ ଆମ ଆଖପାଖରେ ବହୁତ ଏମିତି ସ୍ଥାନ ରହିଛି ଯେଉଁ ସ୍ଥାନରେ ପୁରୁଷ ଏବଂ ମହିଳାଙ୍କୁ ଯଦି ସମ୍ବନ୍ଧ ରଖନ୍ତି ତେବେ ଏହାର ଅଶୁଭ ଫଳ ମଣିଷ ଜୀବନରେ ପଡିଥାଏ। ଏମିତି କରିବା ଦ୍ବାରା ମଣିଷ ବହୁତ ପ୍ରକାରର ସମସ୍ୟାରେ ଘେରି ହୋଇ ରହିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ତଥ୍ୟ…

୩୩ ବର୍ଷ ବୟସର ପାଦ ଥାପିଲେ ଦୀପିକା

ବଲିଉଡ୍ର ଟପ୍ ଅଭିନେତ୍ରୀମାନଙ୍କ ମଧ୍ୟରେ ନିଜକୁ ସାମିଲ୍ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ହିନ୍ଦୀ ସିନେମା ଜଗତରେ ନିଜର ଜବରଦସ୍ତ ଅଭିନୟ ବଳରେ ସେ ୩ଟି ଫିଲ୍ମ ଫେଆର୍ ପୁରସ୍କାର ଜିତିଛନ୍ତି। ଆଜି ଯଦି ଦେଶର ୧୦ ଟପ୍ ଅଭିନେତ୍ରୀଙ୍କ ନାଁ କୁହାଯାଏ ତାଙ୍କ ମଧ୍ୟରେ ଦୀପିକା…

ଜବତ ହୋଇପାରେ ମାଲ୍ୟାଙ୍କ ସମସ୍ତ ସମ୍ପତ୍ତି

ମଦ ସମ୍ରାଟ ବିଜୟ ମାଲ୍ୟା ଆଜି ଆର୍ଥିକ ଅପରାଧୀ ଘୋଷିତ ହୋଇପାରନ୍ତି । ଏହାସହ ତାଙ୍କ ସମସ୍ତ ସମ୍ପତ୍ତି ଜବତ ହେବାର ମଧ୍ୟ ସମ୍ଭାବନା ରହିଛି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର କୋର୍ଟରେ ପୂର୍ବରୁ ନିବେଦନ କରିଥିଲେ । ବିଜୟ ମାଲ୍ୟା ଆର୍ଥିକ ଅପରାଧୀ ଘୋଷିତ ହେଲେ, ପଳାତକ ଆର୍ଥିକ…