Odia News Portal

ଦିଲ୍ଲୀ ଧାରଣାରେ ସାମିଲ ହେବେ ନବୀନ

ଭୁବନେଶ୍ବର () ଆସନ୍ତା 8 ତାରିଖରେ ଦିଲ୍ଲୀରେ ବିଜେଡିର ସଂସଦ ଘେରାଉ ଅଭିଯାନରେ ସାମିଲ ହେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ଚାଷୀ ବିରୋଧୀ ଆଭିମୁଖ୍ୟ ଏବଂ ଏମଏସପି ବୃଦ୍ଧି ଦାବିରେ ବିଜେଡି ଜାତୀୟ ରାଜଧାନୀରେ ବିଶାଳ…

ବିଜେଡି ବିରୋଧରେ ମହାମେଣ୍ଟ

ଭୁବନେଶ୍ବର () ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିଭିନ୍ନ ଦଳର ଏବଂ ଭୋଟରଙ୍କ ଦ୍ବାରା ଅଲୋଡା ନେତାମାନେ । 2019ରେ ସେମାନେ ବିଜେଡିକୁ କ୍ଷମତାରୁ ହଟେଇବାକୁ ବିଜେଡି ଓ କଂଗ୍ରେସ ବିରୋଧୀ ମହାମେଣ୍ଟ ଗଠନ କରିବାକୁ ଯୋଜନା କରିଛନ୍ତି । ଉତ୍କଳ ଭାରତ, ବିଜୁ ସମତାକ୍ରାନ୍ତି, ବିଜୟ ମହାପାତ୍ର…

ଜାନୁଆରୀ ୬ ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିବ

ଭୁବନେଶ୍ୱର: ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୬ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଛୁଟିଦିନ ଓ ରବିବାର ସହିିତ ପ୍ରତ୍ୟେହ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ । ତେବେ ଅପରାହ୍ନ ୪.୩୦…

ସିମରନଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ

ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସିମରନ ମରିଆଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ସିମରନଙ୍କ ଭଏସ ମେସେଜ ପରେ ତାଙ୍କ ସ୍ୱାମୀର ଏକ ଫୋନ ରେକର୍ଡ ପୁଲିସ ହାତରେ ଲାଗିଛି । ଯେଉଁଥିରେ ତାଙ୍କ ସ୍ୱାମୀ ସିମନରଙ୍କୁବାରମ୍ବାର ମରିଯିବାକୁ କହୁଛନ୍ତି । ସିମରନଙ୍କ ଭଏସ ମେସେଜ ପରେ ତାଙ୍କ ସ୍ୱାମୀଙ୍କ…

ଅଇଁଠା ବାସନକୁ ରାତିସାରା ରଖୁଛନ୍ତି କି ? ସାବଧାନ…

ଅଇଁଠା ବାସନକୁ ରାତିସାରା ରଖିବା ଉଚିତ ନୁହେଁ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ମନା କରିବାର କାରଣ ଜଣାଇବାକୁ ଯାଉଛୁ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଘରର ବାସନ ସହିତ ପରିବାରଙ୍କ ସଦସ୍ୟଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଥାଏ। ବାସ୍ତୁରେ କୁହାଯାଇଛି ଘରେ ରାତିରେ ଅଇଁଠା ବାସନକୁ…

ଚତୁର୍ଥ ଟେଷ୍ଟ: ଶତକ ହାସଲ ସହ ଋଷଭ ପନ୍ତଙ୍କ ରେକର୍ଡ

ସିଡ୍‌ନିରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚ୍‌: ଶତକ ହାସଲ ସହ ଋଷଭ ପନ୍ତଙ୍କ ରେକର୍ଡ, ପ୍ରଥମ ଭାରତୀୟ ୱିକେଟ୍‌ କିପର ଭାବେ ଅଷ୍ଟ୍ରେଲିଆରେ ଶତକ କଲେ ଋଷଭ, ଏସିଆ ବାହାରେ ଶତକ କରିବାରେ ପଞ୍ଚମ ଭାରତୀୟ ୱିକେଟ୍‌ କିପର ବନିଲେ

ନାଲ୍‌କୋ ସିଏସ୍‌ଆର୍‌ ଫଣ୍ଡରୁ ଆମ୍ବୁଲାନ୍ସ ପ୍ରଦାନ

ଅନୁଗୋଳ: ଅନୁଗୋଳସ୍ଥିତ ନାଲ୍‌କୋ ନବରନତ୍ କମ୍ପାନୀ ପକ୍ଷରୁ ସିଏସ୍‌ଆର୍‌ ପାଣ୍ଠିରୁ ପାରିପାର୍ଶ୍ୱିକ ଗ୍ରାମବାସୀଙ୍କ ପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ନାଲ୍‌କୋର ଏସ୍‌ ଆଣ୍ଡ ପି କମ୍ପ୍ଲେକ୍ସରେ ନାଲକୋ ଇଡ଼ି ଆର୍‌.କେ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ…

‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନ ଶୁଭାରମ୍ଭ

କଟକ: ଗୁରୁବାର କଟକ ଚଣ୍ଡୀଙ୍କ ପୀଠରୁ ଜିଲା ଭାଜପା ପକ୍ଷରୁ  ‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନ ଶୁଭାରମ୍ଭ ହୋଇଛି।  ଏହି ଅବସରରେ ୭ଟି ରଥ ପରିକ୍ରମା ଆରମ୍ଭ କରିଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରକୁ ଏହି ରଥ ଯାତ୍ରା କରିବ। ରାଜ୍ୟରେ ବେରୋଜଗାରିର…

ଇନ୍‌ଡୋର ମୁଖ୍ୟରାସ୍ତାରେ ମୁକୁଳା ପଡିଛି ଟ୍ରାନ୍ସଫର୍ମର

ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲ୍‌ ଇନ୍‌ଡୋର୍‌ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଉଚ୍ଚ କ୍ଷମତା ସମ୍ପନ୍ନ ଏକ ଟ୍ରାନ୍ସଫର୍ମର ମୁକୁଳା ଥିବାରୁ ପଥଚାରୀଙ୍କ ପ୍ରତି ବିପଦ ଘନେଇଥିବା ଅଭିଯୋଗ ହୋଇଛି । ୪୪୦ ଭୋଲ୍‌ଟର ଏହି ଟ୍ରାନ୍ସଫର୍ମରଟି ନୂତନ ଇନ୍‌ଡୋର୍‌ ମେଡିସିନ୍‌ ୱାର୍ଡ ବିଲ୍ଡିଂକୁ ଲାଗି…

କାଲି ଉଦ୍‌ଘାଟନ ହେବ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

ଯମୁନାନଗର: ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ ୬ଟନ୍‌ ଓ ୩୦ଫୁଟ ଉଚ୍ଚ ଥିବା ଜଣାପଡ଼ିଛି। ଅଶୋକ ଚକ୍ରକୁ ସୁନେଲି ରଙ୍ଗରେ ରଙ୍ଗୀନ କରି ନର୍ଥ-ସାଉଥ୍‌ ମେଗନେଟିକ୍‌…