Odia News Portal

କ୍ରାଇମବ୍ରାଞ୍ଚର ମୁଖ୍ୟାଳୟକୁ ଘେରାଉ କଲେ ବିଜେପି ମହିଳା

କଟକ: ଆଜି ରାଜ୍ୟ ରାଜ୍ୟ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଘେରିଲେ ବିଜେପି ମହିଳା ମୋର୍ଚ୍ଚା । ପିପିଲି ଦୁଷ୍କର୍ମ ପିଡିତା ବେବିନାର ଅପରାଧୀ କୋର୍ଟରୁ ନିର୍ଦୋଷରେ ଖଲାସ ହେବାପରେ କ୍ରାଇମବ୍ରାଞ୍ଚର ଅପାରଗତାକୁ ଦାୟୀ କରିଛି ରାଜ୍ୟ ବିଜେପି । ଘଟଣାର ପ୍ରତିବାଦ ଜଣାଇ କ୍ରାଇମବ୍ରାଞ୍ଚ…

ସଡ଼କ ଦୁର୍ଘଟଣା: ୪ ମୃତ୍ୟୁ, ୨ ଗୁରୁତର  

ଚଇତି ଯାତ୍ରା ହେଲା ଶେଷ ଯାତ୍ରା, ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ତୋୟାପୁଟ ଠାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ରାୟଗଡ଼ାଠାରେ ଅନୁଷ୍ଠିତ ଚଇତି ଉତ୍ସବ ଦେଖି ସାରି ଘରକୁ ଏକ ବୋଲେରୋରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋଟି…

ବଲିଉଡ ଲୋକପ୍ରିୟ ଅଭିନେତା କାଦର ଖାନଙ୍କ ପରଲୋକ ଘଟିଛି ବୋଲି ଯାହା ପ୍ରଚାରିତ ହେଉଛି ତାହା କେବଳ ଗୁଜବ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା ତଥା ପ୍ରଖ୍ୟାତ ସଂଳାପ ଲେଖକ କାଦର ଖାନଙ୍କ ପରଲୋକ ଘଟିଛି ବୋଲି ଯାହା ପ୍ରଚାରିତ ହେଉଛି ତାହା କେବଳ ଗୁଜବ ବୋଲି କହିଛନ୍ତି କାଦରଙ୍କ ପୁତ୍ର ସରଫରାଜ୍‌ ଖାନ୍‌। ସେ କହିଛନ୍ତି ଯେ ବାପାଙ୍କର ଚିକିତ୍ସା କାନାଡାରେ ଚାଲିଛି। ତାଙ୍କ କଥା ଡାକ୍ତରମାନେ…

ନନ୍ଦନକାନନର ପରିସୀମା ୪୩୭ ଏକରରୁ ୧ ହଜାର ଏକରକୁ ବଢିବ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହେବ ନବକଳେବର । ପ୍ରାଣୀ ବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିବେ ଆନାକୋଣ୍ଡା ଓ ଜିରାଫ । ନନ୍ଦନକାନନର ପ୍ରତିଷ୍ଠା ଦିବସରେ ଏହା କହିଛନ୍ତି ଚିଫ ୱାଇଲ୍ଡ ଲାଇଫ ୱର୍ଡେନ ସନ୍ଦୀପ ତ୍ରିପାଠୀ । ଏହାଛଡ଼ା ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ,…

ଶିକାରୀ ଇଚ୍ଛାନନ୍ଦ ଜାନି ଗିରଫ

ଆଠଗଡ ବନଖଣ୍ଡରେ ବାଘ, ହାତୀ, ସମ୍ବର, ହରିଣ ସମେତ ବିଭିନ୍ନ ବନ୍ୟଜନ୍ତୁ ଶିକାର କରି ଚମଡା, ନଖ, ଦାନ୍ତକୁ ଚାଲାଣ କରୁଥିବା ଜଣେ ଶିକାରୀକୁ ଆଜି ବନବିଭାଗ ଗିରଫ କରିଛି। ତା’ ନିକଟରୁ ଏକ ବାଘ ଚମଡା ଜବତ୍‌ ହୋଇଛି। ୮/୯ମାସ ତଳେ ମଧ୍ୟ ସାତକୋଶିଆ ଜଙ୍ଗଲରୁ ଉକ୍ତ ଶିକାରୀ ସାମିଲ ଥିବା ଗ୍ୟାଙ୍ଗ…

ମୋତିଲାଲ ଦିନମଜୁରିଆରୁ କୋଟିପତି

ପନ୍ନା: ଭାଗ୍ୟ କେତେବେଳେ କାହାକୁ କେଉଁଠି ନେଇ ପହଞ୍ଚାଇବ ତାହା ସେହି ବିଧତାକୁ ହିଁ ଜଣା। ଅକ୍ଟୋବର ୯ରେ ଦିନମଜୁରିଆ ଭାବେ କାମ କରୁଥିବା ମୋତିଲାଲଙ୍କ ଭାଗ୍ୟ ପୂରା ବଦଳି ଯାଇଥିଲା। ସେ ଏକ ହୀରା ପାଇଥିଲେ, ଯାହା ଇତିହାସର ଦ୍ୱିତୀୟ ବଡ଼ ହୀରା ବୋଲି କୁହାଯାଉଛି। ଏହାପୂର୍ବରୁ ପନ୍ନାରେ ୧୯୬୧…

ଉଜ୍ଜଳା ସାନିଟାରୀ ନପକିନର ଶୁଭ ଉଦ୍ଧଘାଟନ

ଭୁବନେଶ୍ବର: ଆଇ.ଅର.ସି ଭିଲେଜ ସାଲିଆସହି ଅନ୍ତର୍ଗତ ବିର୍ଷାମୁଣ୍ଡା କ୍ଲବ ଠାରେ ସ୍ଥାନୀୟ ସି.ଏସ.ସି ଶ୍ରୀମତୀ ମୋନାଲିସ ପ୍ରଧାନ ଙ୍କ ନେତୃତ୍ୱ ରେ ଉଜ୍ଜଳା ସାନିଟାରୀ ନପକୀନ ର ଶୁଭ ଉଧଘାଟନ ହୋଇଯାଇଅଛି । ଏହି ଉଦ୍ଧାଘାଟନ ଉତ୍ସବ ରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଯୋନ ର ବିଜେପି ସଭାନେତ୍ରୀ…

ନିରଞ୍ଜନଙ୍କୁ ରବିନ୍ଦ୍ରଙ୍କ ଠାଏ …

ଭୁବନେଶ୍ୱର,୩୦ା୧୨ () : ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ମାମଲାର ବିଚାର ଏବେ ଟ୍ରିବୁନାଲରେ ବିଚାରଧୀନ ଅବସ୍ଥାରେ ରହିଛି । ଏହି ସମୟରେ ନୂଆ କରି ଛତିଶଗଡ଼ରେ ସରକାର ଗଢ଼ିଥିବା କଂଗ୍ରେସର ଜଳ ସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଛନ୍ତି ଯେ, ମହାନଦୀ ଉପରେ ଛତିଶଗଡ଼ବାସୀଙ୍କ ପୂର୍ଣ୍ଣ…

ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି

ଭୁବନେଶ୍ୱର,୩୦ା୧୨(): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦୁଇଟି ଫ୍ଲାଗ୍ସିପ୍ ଯୋଜନାର ଶୁଭାରମ୍ଭ କରିବେ । ଆସନ୍ତାକାଲି ସଂଧ୍ୟାରେ ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ  ‘କାଳିଆ’ ଯୋଜନାର ଶୁଭାରମ୍ଭ ହେବ । ଏଥିସହ କ୍ୟାପିଟାଲ୍ ହସ୍ପିଟାଲରୁ ରାତ୍ରିକାଳୀନ…

ନବୀନ ନିବାସଠାରେ ବୈଠକ: ଵାଦ ପଡ଼ିପାରନ୍ତି ଵରିଷ୍ଠ

ଆଜି ସଂଧ୍ୟରେ ନବୀନ ନିବାସଠାରେ ଅଚାନକ ପୁରୀ ଜିଲ୍ଲାର ୪ବିଧାୟକ ଓ ୨ମନ୍ତ୍ରୀଙ୍କ ରୁଦ୍ଧ ଦ୍ବାର ବୈଠକ ବସିଛି । ବୈଠକରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । ଅଚାନକ ପୁରୀ ଜିଲ୍ଲାର ଜନ ପ୍ରତିନିଧିମାନଙ୍କ ବୈଠକ ନବୀନ କାହିଁକି ଡାକିଲେ ତାକୁ ନେଇ କଳ୍ପନା ଜଳ୍ପନା…