Odia News Portal

ପରକିୟା ପ୍ରୀତି ପାଇଁ ମହିଳାଙ୍କୁ ଆଉ ଜଣେ ମହିଳାଙ୍କ ଏସିଡ୍ ମାଡ଼

ରାଉରକେଲାରେ ମହିଳାଙ୍କୁ ଆଉ ଜଣେ ମହିଳା ଏସିଡ୍ ମାଡ଼ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି । ପରକିୟା ପ୍ରୀତି ସନ୍ଦେହ ଘଟଣାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଥିଲା। ସହରରେ ଓକିଲାତି କରୁଥିବା କିଷାନ କିରାଇଙ୍କ ପତ୍ନୀ ମାନି କରାଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ। ସ୍ୱାମୀ…

ହନୁମାନ ମୁସଲମାନ୍ଙ୍କ ଦେବତା : ବିଜେପି ନେତା, ଜାଣନ୍ତୁ…

ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ତଥା ମେମ୍ବର ଅଫ ଲେଜିସଲେଟିଭ କାଉନସିଲ ବୁକ୍କଲ ନବାବଙ୍କ ଆରାଧ୍ୟ ଦେବତା ହନୁମାନଙ୍କ ଉପରେ ଆଉ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ହନୁମାନଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି ବିଜେପିର…

୨୪ ଜିଲ୍ଲାପାଳଙ୍କୁ ବଦଳି କଲେ କମଲନାଥ

ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ କମଲନାଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ପୂର୍ବରୁ ବିଜେପି ସରକାରଙ୍କ ଅମଳରେ କାର୍ୟ୍ୟ କରୁଥିବା ୨୪ ଜଣ ଜିଲ୍ଲାପାଳଙ୍କୁ ରାତି ଅଧରେ କମଲନାଥ ଅନ୍ୟତ୍ର ବଦଳି କରିଛନ୍ତି। ସେହିପରି ଗୁରବାର ମଧ୍ୟରାତ୍ର ପୂର୍ବରୁ କମଲନାଥ ୪୮ ଜଣ ଆଇଏଏସ୍କୁ…

ଦୁର୍ଘଟଣା ରୋକିବାକୁ ୨୪ ଘଣ୍ଟିଆ ପୋଲିସ ପେଟ୍ରୋଲିଂ

ଦୁର୍ଘଟଣା ରୋକିବାକୁ ୨୪ ଘଣ୍ଟିଆ ପୋଲିସ ପେଟ୍ରୋଲିଂ କରାଯିବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ବିଭାଗକୁ ୧୦ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଛି। ଏହି ଅର୍ଥକୁ ପୋଲିସର ମାନବ ସମ୍ବଳ ବିକାଶ, ଦ୍ରୁତ ଗାଡ଼ି ଚାଳନା ରୋକିବା ଏବଂ ଟ୍ରାଫିକ ପରିଚାଳନା ଇତ୍ୟାଦି ବାବଦରେ…

ଆଜିଠୁ ୫ ଦିନ ବ୍ୟାଙ୍କ ବନ୍ଦ, ପଢନ୍ତୁ…

ସରକାରୀ ବ୍ୟାଙ୍କର ମିଶ୍ରଣ ଆଦିକୁ ବିରୋଧ କରି ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ(ଏଆଇବିଓସି) ପକ୍ଷରୁ ଆଜି ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏତଦବ୍ୟତୀତ ଆସନ୍ତା ଶନିବାର ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ରବିବାର ସ୍ବାଭାବିକ ଛୁଟି ଦିନ କାରଣରୁ ବ୍ୟାଙ୍କ…

ଗୌତମ ଗମ୍ଭୀରଙ୍କ ନାଁରେ ଗିରଫ ପରୱାନା ଜାରି

କ୍ରିକେଟର ଗୌତମ ଗମ୍ଭୀରଙ୍କ ନାଁରେ ଗିରଫ ପରୱାନା ଜାରି। ଦିଲ୍ଲୀର ସାକେତ କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି। ଏକ ରିଏଲ ଇଷ୍ଟେଟ ସଂସ୍ଥାର ଠକେଇ ଅଭିଯୋଗ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୌତମ ଗମ୍ଭୀର ସଂପୃକ୍ତ ସଂସ୍ଥାର ବ୍ରାଣ୍ଡ ଆମ୍ବାସାଡ଼ର ଥିଲେ। ଗାଜିୟାବାଦର…

ବିନା ପରିଶ୍ରମରେ ନିଶ୍ବାସ ନେବାରେ କଷ୍ଟ ହେଉଛି କି? ତେବେ ସାବଧାନ୍ …

ଶରୀରରେ କୋଷିକା ଏବଂ ହରମୋନ୍ ତିଆରି ପାଇଁ ଜରୁରୀ ହୋଇଥାଏ କୋଲେଷ୍ଟ୍ରଲ୍ । ସୁସ୍ଥ ରହିବା ପାଇଁ ଏକ ନିଶ୍ଚିତ ସ୍ତରର କୋଲେଷ୍ଟ୍ରଲ ଶରୀରରେ ରହିବା ଆବଶ୍ୟକ । ୨୦ ବର୍ଷ ବୟସ ପରେ କୋଲେଷ୍ଟ୍ରଲର ସ୍ତର ବଢିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କ କୋଲେଷ୍ଟ୍ରଲ୍ ସ୍ତର ଅଧିକ ରହିଥାଏ । କିନ୍ତୁ…

ସ୍ଥାନ ସଂରକ୍ଷଣକୁ ଉପରାଷ୍ଟ୍ରପତିଙ୍କ ସମର୍ଥନ

ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ଭାଗ ସ୍ଥାନ ସଂରକ୍ଷଣ କରିବା ସମ୍ପର୍କରେ ବିଜେଡିର ଏକ ପ୍ରତିନିଧି ଦଳ ସାଂସଦ ପ୍ରଶନ୍ନ ଆଚାର୍ୟ୍ୟଙ୍କ ନେତୃତ୍ୱରେ ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ଉପରାଷ୍ଟ୍ରପତି ଏହି ଦାବିକୁ ପୂର୍ଣୃୂ…

ସତ୍ୟବାଦୀରୁ ଆଣିଲା ମଳିପଡାରେ ମାରିଲା, ମୁଣ୍ଡ ଗଣ୍ଡି ଅଲଗା

ସତ୍ୟବାଦୀରୁ ଆଣିଲା ମଳିପଡାରେ ମାରିଲା । ହତ୍ୟା କରିବା ପରେ ନିଜକୁ ସମ୍ଭାଳି ନପାରି ପୋଲିସ ଆଗରେ ସବୁ ବଖାଣିଲା । ସତ୍ୟବାଦୀ ଥାନା କୁଞ୍ଜର ଗ୍ରାମର ଯୁଧିଷ୍ଠିର ଗୋଳବିଞ୍ଜଇପଡାର ସଜନୀକୁ ହତ୍ୟାକରି ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।…

ବ୍ୟାଟିଂରେ ଏକ ନମ୍ବର ସ୍ଥାନରେ ବିରାଟ

ଆଇସିସି ଟେଷ୍ଟ ର୍ୟାଙ୍କିଂ ତାଲିକାର ଟପ୍ ପୋଜିସନ୍ରେ ପୁଣି ବିରାଟ କୋହଲି । ବ୍ୟାଟିଂରେ ଏକ ନମ୍ବର ସ୍ଥାନ ବଜାୟ ରଖିଲେ ବିରାଟ । ପର୍ଥ ଟେଷ୍ଟରେ ଶତକ ବଳରେ ଏହି ସଫଳତା ବଳବତ୍ତର ରଖିଛନ୍ତି । କୋହଲିଙ୍କୁ ମିଳିଛି ସର୍ବାଧିକ ୯୩୪ ପଏଣ୍ଟ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର…