କିନ୍ନର ମାନଙ୍କ ପାଇଁ ବହୁ ଗୁରୁତ୍ୱପୁର୍ଣ୍ଣ ବିଲ ପାସ
ନୂଆଦିଲ୍ଲୀ: ସଂସଦର ଶୀତକାଳୀଣ ଅଧିବେଶନର ସୋମବାର ଲୋକସଭାରେ କିନ୍ନର ମାନଙ୍କ ପାଇଁ ବହୁ ଗୁରୁତ୍ୱପୁର୍ଣ୍ଣ ବିଲ ପାସ ହୋଇଛି l ଏହି ବିଲରେ କିନ୍ନର ମାନଙ୍କ ପାଇଁ ଭେଦଭାବ, ସମାଜରେ ସମ୍ମାନ ପରି ବହୁ ବିଷୟ ରହିଛି l ଗୃହରେ ଜୋରଦାର ହଟଗୋଳ ସମୟରେ ଏହି ବିଧେୟକରେ ମୋହର ଲାଗିଛି l ଏହି…