ରାଜ୍ୟର ବିଭିନ୍ନ ସ୍ଥାନରେ ମାତିଛନ୍ତି ହାତୀ
ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ହାତୀ ଆତଙ୍କ। ହାତୀଙ୍କ ଉତ୍ପାତରେ ଥରହର ହେଉଛି ଓଡ଼ିଶାର ଅଧିକାଂଶ ଅଞ୍ଚଳ। ଧାନ ଖାଇବା ଲାଗି ବିଭିନ୍ନ ରାଜ୍ୟର ହାତୀ ଏବେ ଓଡ଼ିଶା ମୁହାଁ। ହାତୀ କେବଳ ଫସଲ ଖାଉନାହାନ୍ତି, ଦଳିଚକଟି ଦେବାରୁ ଶହ ଶହ ଏକର ଜମିରେ ଧାନଫସଲ ନଷ୍ଟ ହେଉଛି। ଏହାକୁ ନେଇ ଚାଷୀଙ୍କ…