Odia News Portal

ସିନିୟର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିୟନସିପ୍ ପାଇଁ ଓଡିଶା ବାଳକ ଓ ବାଳିକା ଦଳ ଘୋଷିତ

ଭୁବନେଶ୍ବର/ ଆନ୍ଧ୍ର ପ୍ରଦେଶର ବିଜୟଗୁଡା ଠାରେ ଆସନ୍ତା ୨୨ ତାରିଖରୁ ୨୯ତମ ସିନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘ ପକ୍ଷରୁ ବାଳକ ଓ ବାଳିକା ମିଶି ୩୦ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି l…

ସିପିଆଇ ନେତା ଡି.ରାଜାଙ୍କୁ ଭେଟିଲେ ବିଜେଡି ନେତା

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ୍‌ରେ ସମର୍ଥନ ଲାଗି, ସିପିଆଇ ନେତା ଡି ରାଜାଙ୍କୁ ଭେଟିଲେ, ବିଜେଡି ନେତା କଳିକେଶ ସିଂହଦେଓ ଓ କୁଳମଣି ସାମଲ। ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ଲାଗି ଓଡ଼ିଶା ବିଧାନସଭାରେ ସଂକଳ୍ପ ଗୃହୀତ ହୋଇଛି। ସଂସଦରେ ମଧ୍ୟ ଏହାକୁ ସମର୍ଥନ…

ଗ୍ରାଣ୍ଡ ପିକ୍ସ ଲିଟିଲ ମଡେଲ ବିଜେତା ଓଡିଆ ଝିଅ ନିମିଶା

କଟକ: ଦକ୍ଷିଣ ଆଫ୍ରିକାର ଜୁନିୟର କାଟାଗରି ଗ୍ରାଣ୍ଡ ପିକ୍ସ ଲିଟିଲ ମଡେଲ ଇରଥ୍‌ ୨୦୧୮ର ବିଜେତା ହୋଇଛନ୍ତି ଓଡିଆ ଝିଅ ନିମିଶା ଲାଡିଆ । ଭୁବନେଶ୍ୱର କଟକ ରୋଡରେ ରହୁଥିବା ନିମିଶା ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ବାପା, ମା ଓ ଶୁଭେଚ୍ଛକଙ୍କୁ…

ଆଜି ବିଶ୍ୱକପର ସେମି ଫାଇନାଲ ଲଢେଇ

ଭୁବନେଶ୍ବର: ଆଜି ବିଶ୍ୱକପର ସେମି ଫାଇନାଲ ଲଢେଇ । ପ୍ରଥମ ସେମିରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଇଂଲଣ୍ଡ । ଦିନ ୪ଟାରେ ମ୍ୟାଚ ଖେଳାଯିବ । କ୍ୱାର୍ଟର ଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ଭାବେ ସେମିରେ ପ୍ରବେଶ କରିଛି ଇଂଲଣ୍ଡ । ସେହିପରି ଜର୍ମାନୀକୁ ୨-୧ ଗୋଲରେ ହରାଇ ତୃତୀୟ…

ମହାପ୍ରଭୁଙ୍କୁ ଲାଗି ହେବ ଅନ୍‌ଲାଇନ ନିମନ୍ତ୍ରଣ ପତ୍ର

ପୁରୀ : ମହାପ୍ରଭୁଙ୍କ ବିବାହ ଓ ଅନ୍ୟାନ୍ୟ ନିମନ୍ତ୍ରଣ ପତ୍ର ଲାଗି କରିବାକୁ ଚାହୁଁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରକୁ ଆସିବାକୁ ପଡ଼ିବନି। ଏଥର ଘରେ ବସି ଗୃହକର୍ତା ନିମନ୍ତ୍ରଣ ପତ୍ର ଅନ୍‌ଲାଇନରେ ପଠାଇପାରିବେ। ଏହି ନିମନ୍ତ୍ରଣ ପତ୍ର ପ୍ରିଣ୍ଟ କରାଯାଇ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଲାଗି…

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ୧୭ ତାରିରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ଯଦିଓ ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାମ…

ଆଜିଠୁ ନୟାଗଡ଼ ଜିଲାରେ ପିଠା ଶିବିର ଆରମ୍ଭ

ନୟାଗଡ଼: ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ସହାୟତା ରାଶି ବଣ୍ଟନ ଓ ସରକାରୀ ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଶନିବାରଠାରୁ ନୟାଗଡ଼ ଜିଲାରେ ଆରମ୍ଭ ହେଉଛି ପିଠା ଶିବିର। ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲାର ୮ ବ୍ଲକର ୧୯୪ ପଞ୍ଚାୟତରେ ଏହା ପାଳନ କରାଯିବ। ଶନିବାର…

ଫର୍‌ହାନଙ୍କ ସହ ଝୁମିଲେ ସ୍ମାର୍ଟ ସିଟି ଦର୍ଶକ

ଭୁବନେଶ୍ୱର: ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ…

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ଖାଇଲେ ମହାପ୍ରସାଦ

ପୁରୀ: ଗୁଳି, ବନ୍ଧୁକକୁ ପରିତ୍ୟାଗ କରି ଘଞ୍ଚ ଜଙ୍ଗଲରୁ ସମାଜର ମୁଖ୍ୟସ୍ରାତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମହାପ୍ରସାଦ ଖାଇଥିବା ବେଳେ ବଖାଣିଛନ୍ତି ପୁରୁଣା ଦିନର ଅନୁଭୂତି। ଅପରାହ୍ନ ପ୍ରାୟ ସାଢେ ୨ଟାରେ ଏମାନେ କଡ଼ା ସୁରକ୍ଷା ମଧ୍ୟରେ…

ସବୁ ଦଳକୁ ଘାରିଛି ଚାଷୀଙ୍କ ଭୟ !

ଭୁବନେଶ୍ୱର: ଚାଷୀ ଆକ୍ରୋଶରୁ ହିନ୍ଦୀ ହାର୍ଟଲ୍ୟାଣ୍ଡର ୩ ରାଜ୍ୟରେ କ୍ଷମତାସୀନ ସରକାର ଗାଦିରୁ ଯିବା ପରେ ଓଡ଼ିଶାରେ ତା’ର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଚାଷୀ ଭୋଟ୍‌ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ଗୋଟି ଚାଳନା ଆରମ୍ଭ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ।…