Odia News Portal

ବନପାଳ ଓ ବନରକ୍ଷୀମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ

ବାରଙ୍ଗ: ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ସଂଘର ଆହ୍ବାନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀମାନେ ମଙ୍ଗଳବାର ୬ ଦଫା ଦାବିରେ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ ଜଣାଇଥିଲେ। ଢେଙ୍କାନାଳ ଡିଭିଜନର ବନରକ୍ଷୀ ଓ ବନପାଳଙ୍କୁ ବିନା ଅପରାଧରେ କ୍ରାଇମବ୍ରାଞ୍ଚ…

ଆଉ ମା’ କ୍ଷୀରରୁ ବଂଚିତ ହେବେନି ଶିଶୁ

ଆଉ ମା’ କ୍ଷୀରରୁ ବଂଚିତ ହେବେନି ଶିଶୁ। ଏଥିପାଇଁ କଟକ ବଡମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଏସ୍‌ଏନ୍‌ସିୟୁ ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ହେବ ମିଲ୍କ ବ୍ୟାଙ୍କ। ‌ମିଲ୍କ ବ୍ୟାଙ୍କ ପରିଚାଳନା ଓ କିପରି ଭାବେ ଅଧିକରୁ ଅଧିକ ମା’ ମାନେ ଏହି ମିଲ୍କ ବ୍ୟାଙ୍କକୁ କ୍ଷୀର ଦେବେ ସେ…

ଗୁରୁବାର ଦିନ ଭାରତ-ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌

ଭୁବନେଶ୍ୱର: ଆୟୋଜକ ଭାରତ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ନେଦରଲାଣ୍ଡସକୁ ଭେଟିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ମହାକୁମ୍ଭର  ଚତୁର୍ଥ କ୍ରସ୍‌ଓଭର୍‌ ମ୍ୟାଚ୍‌ରେ ନେଦରଲାଣ୍ଡସ କାନାଡ଼ାକୁ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି । ମଧ୍ୟାନ୍ତର ପୂର୍ବରୁ ୧୬…

ଦୁର୍ବୃତ୍ତଙ୍କ ଆକ୍ରମଣ

ଢ଼େଙ୍କାନାଳ: କାମାକ୍ଷାନଗର ଥାନା ମୁକ୍ତାପସି ଏସବିଆଇ କଷ୍ଟମର ସର୍ଭିସ ସେଣ୍ଟର ମାଲିକ ଅଶ୍ୱିନୀ କୁମାର ମହାପାତ୍ରଙ୍କୁ  ଜାତୀୟ ରାଜପଥ ୫୩ ସିଆରୀମାଳିଆ ଠାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଚାପଡ଼ରେ ବାମ ହାତକୁ ହାଣିଛନ୍ତି। ଅଶ୍ୱିନୀ…

ଏସଟିଏଫ ହାତରେ ହାତୀଦାନ୍ତ ଚୋରାଚାଲାଣ ର‌୍ୟାକେଟ, ୬ ଅଭିଯୁକ୍ତ ଗିରଫ 

ଆଳୁ ଖୋଳଖୋଳୁ ମହାଦେବ ବାହାରିଲା ଭଳି ବଜ୍ରକାପ୍ତାର ତଦନ୍ତ କରୁକରୁ କ୍ରାଇବ୍ରାଂଚର ଏସଟିଏଫ ହାତରେ ଲାଗିଛି ହାତୀଦାନ୍ତ ଚୋରାଚାଲାଣର ର‌୍ୟାକେଟ । ୫୦୦ଗ୍ରାମର ହାତୀଦାନ୍ତ ଜବତ ହୋଇଥିବା ବେଳେ ୬ ଅଭିଯୁକ୍ତଙ୍କୁ ହାତକଡି ପିନ୍ଧାଇଛନ୍ତି ଏସଟିଏଫ । ର‌୍ୟାକେଟର ମାଷ୍ଟରମାଇଣ୍ଡ ମୟୂରଭଂଜ…

କଙ୍ଗନା ବଲିଉଡ୍‌ର ରାଣୀ

କଙ୍ଗନା ଏପର୍ଯ୍ୟନ୍ତ ତିନି ଖାନ୍‌ଙ୍କ ସହ ଅଭିନୟ କରିନାହାନ୍ତି । ସେ ନିଜ ପରିଶ୍ରମ ବଳରେ ବଲିଉଡ୍‌ରେ ନିଜର ସ୍ଥାନ ହାସଲ କରିଛନ୍ତି । କଙ୍ଗନାଙ୍କୁ ଲୋକମାନେ ବଲିଉଡ୍‌ର ରାଣୀ ବୋଲି କହିଥାନ୍ତି । କାରଣ ସେ ବହୁତ ଧର୍ଯ୍ୟଶୀଳ । ବଲିଉଡ୍ ଇଣ୍ଡଷ୍ଟ୍ରିରେ ହେଉଥିବା ଖରାପ କାମକୁ ନେଇ ସେ କେତେଥର…

ଭିଜିଲାନ୍ସ ଜାଲରେ ସୁପରଭାଇଜର

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଝରିଗାଁ ଲ୍ୟାମ୍ପସ୍‌ ସୁପରଭାଇଜର ଗୟାରାମ ମାଠିଆ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଗୟାରାମଙ୍କ ୪ଟି ଘର, ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଶେଷ ଖବର ସୁଦ୍ଧା…

ଲାଲ ଲଙ୍କା ଖାଉଛନ୍ତି କି ? ପଡିବେ…

ଶରୀର ପାଇଁ କ୍ଷତିକାରକ ଲାଲ ଲଙ୍କା । ଲାଲ ଲଙ୍କା ଖାଇବା ଦ୍ବାରା ଆପଣଙ୍କ ମୁହଁ ପୋଡିଥାଏ। କିନ୍ତୁ ଆପଣ ଜାଣି ନାହାନ୍ତି ଲାଲ ଲଙ୍କା ସ୍ବାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହା ଦ୍ବାରା ହେଉଥିବା ଅସୁବିଧା ସମ୍ପର୍କରେ ଜଣାଇବୁ। ଲାଲ ଲଙ୍କା ଖାଇବା ଦ୍ବାରା ମୁହଁ…

ଟଙ୍କାସହ ଥାନାବାଲାଙ୍କୁ ଧରିଲା ଭିଜିଲାନ୍ସ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାର ଆଇଆଇସି ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆଇଆଇସି ଅମିତ ବିଶ୍ୱାଳ ପାଖାପାଖି ୭୩ ହଜାର ୫ଶହ ଟଙ୍କା ନେଇ ଯାଉଥିବା ବେଳେ ଶେରଗଡ ଟୋଲଗେଟ ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲେ ଏବଂ ଏହି ଟଙ୍କାକୁ ଜବତ କରିଥିଲେ । ଭିଜିଲାନ୍ସ ଟିମ ଆଇଆଇସି…

ବିଜେପିକୁ ପ୍ରତ୍ୟାକ୍ଷାତ କରୁଛନ୍ତି ଭୋଟର : ନିରଂଜନ

ଭୁବନେଶ୍ବର (): କଂଗ୍ରେସ ମୁକ୍ତ ଭାରତ ନୁହେଁ, ଏବେ ଭାରତ ଧୀରେ ଧୀରେ ‘ବିଜେପି ମୁକ୍ତ’ ହେବାକୁ ଯାଉଛି ବୋଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି ଚାଲିଥିବା ବେଳେ ଟ୍ରେଣ୍ଡିଂକୁ ଦେଖି ଏମିତି ମତାମତ …