Odia News Portal

କୃଷି ଓ କୃଷକ ସମସ୍ୟାକୁ ଅଣଦେଖା କରିବାର ଫଳ ଭୋଗିଲା ବିଜେପି

କୃଷିପ୍ରଧାନ ରାଜ୍ୟ ଗୁଡିକ ପ୍ରତି ବିଜେପି ଅଣଦେଖା କରିବା ସହିତ କୃଷି ଓ କୃଷକଙ୍କ ସମସ୍ୟା ଦୂର କରିବାରେ ବିଫଳ ହେବା ଫଳରେ ଏହି ରାଜ୍ୟ ଗୁଡିକରେ ବିଜେପି ତାର ଫଳ ଭୋଗିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ରଖି…

ପାକିସ୍ତାନକୁ ୫-୦ ଗୋଲ୍‌ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ବେଲଜିୟମ୍‌

ଭୁବନେଶ୍ୱର: ବିଶ୍ୱ କପ୍‌ର ଆଜି ତୃତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ଶୋଚନୀୟ ଭାବେ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି ବେଲଜିୟମ ଦଳ । ଟୁର୍ଣ୍ଣାମେଣ୍ଟ ସାରା ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ବିଦାୟ ନେଇଛି ପାକିସ୍ତାନ ଦଳ । କ୍ୱାର୍ଟରଫାଇନାଲ୍‌ରେ ବେଲଜିୟମ୍‌ ଦଳ…

ଶକ୍ତିକାନ୍ତ ଦାସ ନୂଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ଉର୍ଜିତ ପଟେଲ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ଶ୍ରୀଦାସଙ୍କୁ କେନ୍ଦ୍ର ସରକାର ଆଜି ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ଶ୍ରୀଦାସ ଅର୍ଥ କମିଶନର ସଦସ୍ୟ…

ଗିରଫ ହେଲେ ଗୋପୀ ବୋହୂ

ଗିରଫ ହେଲେ ଗୋପୀ ବୋହୂ । ହତ୍ୟାକାଣ୍ଡରେ ସାମିଲ୍ ଅଛନ୍ତି ଦେବୋଲିନା ଭଟ୍ଟାଚାର୍ୟ୍ୟ । ଲୋକପ୍ରିୟ ଟିଭି ଧାରାବାହିକ ସାଥ୍ ନିଭାନା ସାଥୀୟାରେ ଗୋପୀ ବୋହୂ ଭୂମିକାରେ ଅଭିନୟ କରିଥିବା ଦେବୋଲିନା ଭଟ୍ଟାଚାର୍ୟ୍ୟଙ୍କୁ ଗିରଫ କରିଛି ଆସାମ ପୋଲିସ୍ । ହୀରା ବ୍ୟବସାୟୀ ରାଜେଶ୍ବର କିଶୋରୀଲାଲଙ୍କ…

ରାଜି ହୋଇଗଲେ ମହେଶ ଭଟ୍ଟ

କିଛି ଦିନ ହେବ ମିଡ଼ିଆରେ ଖୁବ ଚର୍ଚ୍ଚାରେ ରହିଛି ଆଲିଆ ଏବଂ ରଣବୀରଙ୍କ ପ୍ରେମ କାହାଣୀ। ଦୁହିଁଙ୍କ ସଂପର୍କକୁ ନେଇ କିଛି ନା କିଛି ଖବର ମିଡ଼ିଆରେ ଚର୍ଚ୍ଚାର ବିଷୟ ରହିଥାଏ। ଏପରିକି ବଲିଉଡ଼ରେ ପ୍ରାୟ ସମସ୍ତେ ଦୁହିଁଙ୍କ ଯୋଡ଼ିକୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ଆପଣଙ୍କୁ କହିବାକୁ ଚାହିଁବୁ ଏବେ…

ବିଲଡରଙ୍କ ଗାଡ଼ି ଉପରକୁ ଗୁଳି ମାଡ଼

ରାଉରକେଲାର ବେଲଡ଼ିହ ନିକଟରେ ଜଣେ ବିଲଡରଙ୍କ କାର୍ ଉପରକୁ ଜୋରଦାର ଗୁଳିମାଡ଼ ହୋଇଛି। ସୌଭାଗ୍ୟବଶତଃ ବିଲଡର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ନାଁ ଅନମୋଲ ସିଂହ। ଗୁଳିମାଡ଼ରେ ଅନମୋଲଙ୍କ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ତାଙ୍କ ନାଁ ମିଠୁ ସିଂ। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଏହାସହ…

ବିଜେପିର ନୂଆ ନାଁ ଜିଟିୟୁ କିଏ ଦେଲା ଜାଣନ୍ତୁ

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ସ୍ଥିତି ଦେଖି ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଜ ମତ ରଖିଛନ୍ତି ଏବଂ ବିଜେପିର ନୂଆ ନାଁ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ , ରାହୁଲ ଭାଇ ପ୍ରଥମରୁ ହିଁ ସମସ୍ତଙ୍କ ସାଥିରେ ଚାଲିଛନ୍ତି । ମାନବିକତାର ସେ ହେଉଛନ୍ତି ମୂର୍ତ୍ତି । ଯେଉଁ…

ଭାରତ ହେବ ବିଜେପି ମୁକ୍ତ

ମୋଦି କହୁଥିଲେ କଂଗ୍ରେସ ମୁକ୍ତ ଭାରତ ଗଠନ କରିବେ। କିନ୍ତୁ ଏବେ ଭାରତ ଧୀରେ ଧୀରେ ‘ବିଜେପି ମୁକ୍ତ’ ହେବାକୁ ଯାଉଛି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି ଚାଲିଥିବା ବେଳେ ଟ୍ରେଣ୍ଡିଂକୁ ଦେଖି ଏମିତି ମତାମତ ଦେଇଛନ୍ତି ଓଡ଼ିଶାର କଂଗ୍ରେସ ସଭାପତି…

କେନ୍ଦ୍ର ସରକାରକୁ ପୁଣି ଥରେ ଝଟକା ! ସୁରଜୀତ୍ ଭଲ୍ଲାଙ୍କ ଇସ୍ତଫା

ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଗଭର୍ଣ୍ଣର ଉର୍ଜ୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରକୁ ପୁଣି ଥରେ ଝଟକା ଲାଗିଛି । ଉର୍ଜ୍ଜିତ ପଟେଲଙ୍କ ପରେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ତଥା ସ୍ତମ୍ଭକାର ସୁରଜୀତ୍ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ମତାଧିକାରୀ ପରିଷଦର ପାର୍ଟ ଟାଇମ୍…

ପାକିସ୍ତାନରେ ରହିଛି ଏକ ବରଗଛ, ଯାହାକୁ ଦୀର୍ଘ ଦିନ ହେଲା ଶିକୁଳିରେ ବାନ୍ଧି ରଖାଯାଇଛି : ଜାଣନ୍ତୁ କାରଣ

ଶିକୁଳିରେସାଧାରଣତଃ ଆମେ ଆମେ ଗୃହପାଳିତ ପଶୁଙ୍କୁ ବାନ୍ଧି ଥାଉ ବା ଅପରାଧୀମାନଙ୍କୁ ମଧ୍ୟ ଶିକୁଳିରେ ବନ୍ଧାଯିବାର ନଜୀର ରହିଛି । ଏହା ବ୍ୟତୀତ ସମୁଦ୍ରରେ ଲଂଗର ପକାଇଥିବା ଜାହାଜକୁ ମଧ୍ୟ ଶିକୁଳିରେ ବନ୍ଧାଯାଇଥାଏ । ଶିକୁଳିରେ ବହୁତ ଜିନିଷ ବନ୍ଧାଯାଇଥାଏ । ତେବେ ଗୋଟେ ଗଛକୁ ଶିକୁଳିରେ…